Category: ରାଜନୀତି

ନିର୍ବାଚନ ସମୟରେ ଓଡ଼ିଶାରୁ ଜବତ ହେଲାଣି ୨୭୫କୋଟି

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ଚଳିତ ସାଧାରଣ ନିର୍ବାଚନ ଓଡ଼ିଶାରେ ନୂଆ ରେକର୍ଡ ମଧ୍ୟ କରିଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ଯେ ଏହି…

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି। ନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ…

ନବୀନ ନିଜେ ଦସ୍ତଖତ କରୁଛନ୍ତି ନା ପାଣ୍ଡିଆନ୍‌ଙ୍କ ପାଖରେ ତାଙ୍କ ଡିଜିଟାଲ ସାଇନ ଅଛି : ହିମନ୍ତ ବିଶ୍ୱଶର୍ମା

ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ ପ୍ରଶ୍ନବାଚୀ ଛିଡା କରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି କହିଛନ୍ତି । କେବଳ ଏକା ପାଣ୍ଡିଆନ୍‌ କାହିଁକି ତାଙ୍କ ମାଇକ୍‌ ଧରୁଛନ୍ତି ତା’ର ଉତ୍ତର ଦେଲେନି ନବୀନ ବୋଲି ପ୍ରଶ୍ନ କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାରରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ୨୫ ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ବିଜେଡି ସରକାର । ଓଡ଼ିଶାରେ…

ପୁରୀର ଅଗ୍ନି ବିସ୍ଫୋରଣ ଘଟଣା ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଭାବମୂର୍ତିର ମୁଖା ଖୋଲି ଦେଇଛି: ଡା. ସମ୍ବିତ ପାତ୍ର

ଗତକାଲି ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଖେଳ ହେଉଥିବା ବେଳେ ବାଣ ଦ୍ୱାରା ଅଗ୍ନି ବିସ୍ପୋରଣ ଘଟିଥିଲା । ଆମ୍ବୁଲାନ୍ସର ଅଭାବ କାରଣରୁ ଠିକ୍ ସମୟରେ ପୀଡିତଙ୍କୁ ଚିକିତ୍ସା ଉପଲବ୍ଧ ହୋଇପାରିଳା ନାହିଁ ସେହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ…

ସରିଲା ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନର ପ୍ରଚାର

ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ୪୨ଟି ବିଧାନସଭା ନିର୍ବାଚନ…

ନିର୍ବାଚନ ହାରିବା ଜାଣି ମୁଖ୍ୟମନ୍ତ୍ରୀ କହୁଛନ୍ତି ମିଛ: ଅନୀଲ ବିଶ୍ଵାଳ

ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେପିର ମୁଖପାତ୍ର ଅନୀଲ ବିଶ୍ଵାଳ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ l ନିର୍ବାଚନ ହାରିବା ଜାଣି ମୁଖ୍ୟମନ୍ତ୍ରୀ ନିଜର…

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା,ଶିବ ଶଙ୍କରଙ୍କ ତଥ୍ୟ ମାଗିଲେ ହାଇକୋର୍ଟ

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଶିବ ଶଙ୍କରଙ୍କ ତଥ୍ୟ ମାଗିଲେ ହାଇକୋର୍ଟ। ଆଜି ହାଇକୋର୍ଟରେ ଶିବ ଶଙ୍କର ଦାଶଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ଶିବ ଶଙ୍କରଙ୍କ ଅପରାଧିକ ମାମଲାର ତଥ୍ୟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି…

ତେରେଛା ବାଣ ମାରି ମଞ୍ଜକଥା କହିଦେଲେ ତଥାଗତ

ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କହିବା ପରେ ତେରେଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ସତପଥି। ସେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ‘Tooooo late’। ଏକ ନ୍ୟୁଜ୍ କ୍ଲିପ୍ ସହ Tooooo late ଲେଖିଛନ୍ତି…

ବିଜେଡିକୁ ପାଠ ପଢ଼ାଇଲେ ଅଶ୍ୱିନୀ ବୈଷ୍ଣବ

ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେଡି ମିଛ ପଦାରେ ପକାଇଛନ୍ତି ଅଶ୍ୱିନୀ। ସୋସିଆଲ ମିଡିଆ ଏକ୍ସରେ କିଛି ତଥ୍ୟ ପୋଷ୍ଟ କରି ଲେଖିଛନ୍ତି ବିଜେଡି କହୁଛି ଓଡ଼ିଶାରେ ଟେଲି ସଂଯୋଗ ଖରାପ ରହିଛି ହେଲେ ବାସ୍ତବ ସତ…