Category: ରାଜନୀତି

Upasana Mohapatra targets BJD: ଉପାସନାଙ୍କ ବିଜେଡିକୁ ୩ ମାଙ୍କଡ଼ ଉପାଖ୍ୟାନ

ଗାନ୍ଧିଜୀଙ୍କ ୩ଟି ମାଙ୍କଡ଼ ଉପାଖ୍ୟାନ କଥା ଉଠାଇ ବିଜେଡିକୁ ନିଶାନା କଲେ ବିଜେପି ବିଧାୟିକା ଉପାସନା ମହାପାତ୍ର। ଉପାସନା କହିଛନ୍ତି, ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ଥିଲେ। ସେମାନେ ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ। କିନ୍ତୁ ବିଜେଡ଼ି…

Jatani Election: ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ; ଜଟଣୀରୁ ଲଢ଼ିବା ନେଇ ଦେଲେ ସଂକେତ

ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଂକେତ ଦେଲେ ସୁର। କଂଗ୍ରେସ ଟିକେଟରୁ ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଲୋକେ ଚାହିଁଲେ…

Opposition To Move No-Confidence Against Om Birla: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିପାରେ ଅନାସ୍ଥା

ଓମ୍ ବିର୍ଲାଙ୍କ ବିରୋଧରେ ଆଗତ ହୋଇପାରେ ଅନାସ୍ଥା ପ୍ରସ୍ତାବ । ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିବା ନେଇ ସୂଚନା ମିଳିଛି । ବାଚସ୍ପତି ପକ୍ଷପାତ ବ୍ୟବହାର କରୁଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ ନେଇ ଜଣାପଡିଛି । ଗୃହରେ…

Will Bibhuti Be Removed From The cabinet: ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ଭୟ ଘାରିଲାଣି ବିଭୂତିଙ୍କୁ !

ଖଣି ପରିବହନ ମନ୍ତ୍ରୀ ବିଭୂତି ଜେନା ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ତିନିବର୍ଷ ଆଗରୁ କାହିଁକି କହିଲେ ? ଏହାର ରାଜନୈତିକ କାରଣ କ’ଣ ହୋଇଥାଇପାରେ ? ଏହାକୁ ନେଇ ଶାସକ ଭାରତୀୟ ଜନତାପାର୍ଟି ଭିତରେ ତୁମୁଳ ଆଲୋଡନ ସୃଷ୍ଟି…

Nationwide Strike On Feb 12: ୧୨ ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ

ଆସନ୍ତା ୧୨ ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ । ଏହି ଧର୍ମଘଟକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ । ସମର୍ଥନ ନେଇ…

Union Budget 2026: ଶ୍ରମିକ, ଉଠା ଦୋକାନୀ ତଥା ମହିଳା ଶ୍ରମିକ ପ୍ରଶିକ୍ଷଣ ପାଇଁ ବଜେଟରେ ଅଧିକ ଅନୁଦାନ ଦାବି: କଂଗ୍ରେସ

ଅସଂଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକ, ଜଙ୍ଗଲ ଶ୍ରମିକ, ଉଠା ଦୋକାନୀ ତଥା ମହିଳା ଶ୍ରମିକ ପ୍ରଶିକ୍ଷଣ ପାଇଁ ବଜେଟରେ ଅଧିକ ଅନୁଦାନ ଦାବି କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ…

Bishwajit Mohanty Joins Congress: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେଲେ କିନ୍ତୁ ମୁଁ ଜାଣି ନଥିଲି; ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ

କଂଗ୍ରେସରେ ବିଶ୍ୱଜିତ ମହାନ୍ତି ଯୋଗ ଦେବା ପ୍ରସଙ୍ଗରେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ ପରୋକ୍ଷରେ ଅସନ୍ତୋଷ ଝାଡିଛନ୍ତି। ଅବଗତ କରାଯାଇ ନଥିବା କହି ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ। ସେ କହିଛନ୍ତି କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ, ମୁଁ…

Chhattisgarh MLAs To Stay In Malkangiri: ମାଲକାନଗିରିରେ ରହିବେ ଛତିଶଗଡ଼ ବିଧାୟକ

ମାଲକାନଗିରିରେ ରହିବେ ଛତିଶଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କବାସୀ ଲାଖମା । ଅନ୍ତରୀଣ ଜାମିନ ପରେ ମାଲକାନଗିରିରେ ରହିବେ କବାସୀ ଲାଖମା । ସୁପ୍ରିମକୋର୍ଟ ଦ୍ୱାରା ଛତିଶଗଡ଼ ପ୍ରବେଶ କରିବାକୁ ବାରଣ କରାଯାଇଥିବାରୁ ପୂର୍ବତନ ମନ୍ତ୍ରୀ ଏବଂ କୋଣ୍ଟା ବିଧାୟକ…

Congress Misrana Parba: କଂଗ୍ରେସରେ ଯୋଗଦେଲେ କଟକର ବିଶିଷ୍ଟ ବିଜେଡି ନେତା ବିଶ୍ୱଜିତ ମହାନ୍ତି

କଂଗ୍ରେସ ଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଟକର ବିଶିଷ୍ଟ ବିଜେଡି ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ କରିଛନ୍ତି । ମହାନ୍ତିଙ୍କୁ…

Mahanadi Water Dispute: ମହାନଦୀ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ବିଜେପି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଜି ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍…