Category: ଦେଶ

ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩ ବିଏସଏଫ ଯବାନ ଶହୀଦ

ଜାମ୍ମୁ-କାଶ୍ମୀରରେ ନିର୍ବାଚନ ଡ୍ୟୁଟିରେ ଥିବା ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ବିଏସଏଫ ଯବାନ ଶହୀଦ ହୋଇଛନ୍ତି। କାଶ୍ମୀରର ବଡ଼ଗମରେ ଏହି ଦୁର୍ଘଟଣା ଘଟିଛି। ଦ୍ୟୁତିରେ ଥିବା ବେଳେ ପାହାଡିଆ ରାସ୍ତାରେ ଏକ ବସ ଘାଇକୁ ଖସି ପଡିଥିଲା। ଏହି ବସ…

ମେଜର ଓ ବାନ୍ଧବୀଙ୍କ ନିର୍ଯାତନା ମାମଲା; ପ୍ରିୟଙ୍କା ଗାନ୍ଧିଙ୍କ ଉଦ୍‌ବେଗ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନ୍ୟାୟ ପରିବର୍ତ୍ତେ ନିର୍ଯାତନା ଦିଆଯାଇଥିବା ଘଟଣାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା। ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ…

ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ’ ଯୋଜନା ଏବଂ ‘ପୁଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିଥିଲେ ।…

ପୂର୍ବ ସରକାରରେ ତିରୁପତି ଲଡୁରେ ଗୋମାଂସ ଚର୍ବି ମିଶୁଥିବା ଅଭିଯୋଗ

ତେଲୁଗୁ ଦେଶମ ପାର୍ଟି ଗୁରୁବାର ଅଭିଯୋଗ ଆଣିଛି ଯେ, ଗୁଜରାଟର ଏକ ପଶୁସମ୍ପଦ ପରୀକ୍ଷାଗାର ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଗୋମାଂସ, ଘୁଷୁରୀ ଚର୍ବି ସମ୍ବନ୍ଧୀୟ ସାମଗ୍ରୀ ଏବଂ ମାଛ ତେଲ ମିଶୁଥିବା ଅଭିଯୋଗ କରିଛି। ଲ୍ୟାବ୍‌…

ବର୍ଷା ପାଇଁ ସୋମବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି

ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।ଗୁରୁବାର ଆଗ୍ରାର ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ନିର୍ଦ୍ଦେଶ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀ ପ୍ରତୀଭା ସିଂ ସୂଚନା ଦେଇଛନ୍ତି। ସେ…

୩୬ ଫୁଟ୍‌ ବୋରୱେଲକୁ ଖସିପଡ଼ିଲା ୨ ବର୍ଷର ଶିଶୁକନ୍ୟା

ରାଜସ୍ଥାନ ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ୩୬ ଫୁଟ୍‌ ବୋରୱେଲକୁ ୨ ବର୍ଷର ଶିଶୁକନ୍ୟା ଖସିପଡିଛି। ମଙ୍ଗଳବାର ଖେଳୁଥିବା ବେଳେ ବୋରୱେଲରେ ଖସିପଡିଛି। କାଲି ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁକୁ ଅକ୍ସିଜେନ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ଗାଇଡଲାଇନ ଜାରି

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ନେଇ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଉଦ୍ଦିଷ୍ଟ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆରଜି କର ମେଡିକାଲ…

ଦେଶରେ ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଭାରତରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ କେରଳ ରାଜ୍ୟ ମାଲାପୁରମର ୩୮ ବର୍ଷୀୟ ଯୁବକ ବୋଲି ଜଣାପଡିଛି। ଏ ନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସ୍ପଷ୍ଟ କରିଛନ୍ତି। ଆକ୍ରାନ୍ତ ଯୁବକ ନିକଟରେ ଦୁବାଇରୁ ଫେରିଥିଲେ।…

ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମିଳିଲା ଅନୁମୋଦନ । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଶୁକ୍ର…

ସୁଭଦ୍ରା ଯୋଜନା ପାଇଁ ଖାରଜ ହୋଇଛି ୨ ହଜାର ମହିଳାଙ୍କ ଆବେଦନ: ପ୍ରଭାତୀ ପରିଡ଼ା

ସୁଭଦ୍ରା ଯୋଜନା ଆବେଦନକରୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ସୁଭଦ୍ରା ଯୋଜନା ପାଇଁ ଆବେଦନା କରିଥିବା ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି । ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ । ଶତ…