ଦେଶ ବିଶ୍ୱର କୌଣସି ନେତା ବନ୍ଦ କରିନଥିଲେ ଯୁଦ୍ଧ: ମୋଦୀ July 30, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ଅପରେସନ ସିନ୍ଦୂର ବାବଦ ଚର୍ଚ୍ଚାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଏବଂ ବିରୋଧୀଙ୍କ ଅଭିଯୋଗକୁ ଦୃଢ଼ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର କୌଣସି ଦେଶ ଭାରତକୁ ଆତଙ୍କବାଦ ବିରୋଧରେ…
ତାଜା ଖବର ଦେଶ ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯୁବକ July 29, 2025 Papirani ଶ୍ରୀମନ୍ଦିର ଭିତରକୁ ଚଷମାରେ ହିଡେନ୍ କ୍ୟାମେରା ନେଇ ଯିବା ବେଳେ ଧରାପଡିଲା ଯୁବକ । ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ମନ୍ଦିର ଭିତରକୁ ପ୍ରଵେଶ କରୁଥିବା ବେଳେ ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଯୁବକଙ୍କୁ ଧରିଲା ପୋଲିସ ।…
ଦେଶ ପହଲଗାମ ଆତଙ୍କୀ ଆକ୍ରମଣରେ ଜଡିତ ୩ ଆତଙ୍କବାଦୀ ନିହତ: ଅମିତ ଶାହ July 29, 2025 Nirvay ଅପରେସନ୍ ମହାଦେବରେ ବଡ଼ ସଫଳତା । ପହଲଗାମ ନରସଂହାରରେ ସାମିଲ ଥିବା ୩ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଥିବା ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମୌସୁମୀ ଅଧିବେଶନ ସମୟରେ ଲୋକସଭାକୁ…
ତାଜା ଖବର ଦେଶ ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା: ୧୮ କାଉଡ଼ିଆ ମୃତ July 29, 2025 Papirani ଝାଡ଼ଖଣ୍ଡର ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା । କାଉଡ଼ିଆଙ୍କୁ ନେଇଯାଉଥିବା ବସ୍କୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ୧୮ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖଶନାରେ ଭର୍ତ୍ତି…
ତାଜା ଖବର ଦେଶ ଅପରେସନ ମହାଦେବ: ପହଲଗାମ୍ ଆଟାକର ମାଷ୍ଟର ମାଇଣ୍ଡ୍ ହସିମ୍ ମୁସା ନିହତ July 28, 2025 Papirani ଜାମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦର ମାଷ୍ଟର ମାଇଣ୍ଡ ହାମିସ ମୁସା ନିପାତ । ଅପରେସନ୍ ମହାଦେବ ଜରିଆରେ ସେନା ଗୁଳିରେ ମାଷ୍ଟର ମାଇଣ୍ଡ ହାସିମ ମୁସା ନିହତ ହୋଇଥିବା ଜଣାପଡିଛି । ହାସିମ ମୁସାକୁ ଧରାଇଦେବାକୁ ଭାରତୀୟ ସେନା ୨୦ ଲକ୍ଷର…
ତାଜା ଖବର ଦେଶ ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା; ମାଓବାଦୀମାନେ ଲୁଚାଇ ରଖିଥିବା ସୂଚନା July 27, 2025 Papirani ପୋଲିସକୁ ମିଳିଲା ବଡ଼ ସଫଳତା । ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା । ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ଜଣାପଡିଛି । ବିସ୍ଫୋରକ…
ତାଜା ଖବର ଦେଶ ହରିଦ୍ୱାରରେ ଦଳାଚକଟା: ୭ ମୃତ, ଅନେକ ଆହତ July 27, 2025 Papirani ଉତ୍ତରାଖଣ୍ଡର ହରିଦ୍ବାରସ୍ଥିତ ମନସା ଦେବୀ ମନ୍ଦିରର ପାଦଚଲା ରାସ୍ତାରେ ଦଳାଚକଟା। ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ସହିତ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ…
ତାଜା ଖବର ଦେଶ ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଅଭିଯୋଗରେ ୨୫ଟି OTT ଆପ୍ସକୁ ବ୍ୟାନ୍ କଲେ ସରକାର July 25, 2025 Papirani କେନ୍ଦ୍ର ସରକାର ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ୨୫ଟି ଓଟିଟି ପ୍ଲାଟଫର୍ମର ୱେବସାଇଟ ଓ ଆପ୍ସ ଉପରେ ବ୍ୟାନ କଲେ ସରକାର । ଚର୍ଚ୍ଚିତ ଓଟିଟି ପ୍ଲାଟଫର୍ମ ଉଲ୍ଲୁ, ଅଲ୍ଟ ବାଲାଜୀ, ଟ୍ରାଇଫ୍ଲିକ୍ସ ସମେତ ୨୫ ଟି OTT ପ୍ଲାଟଫର୍ମକୁ ବ୍ୟାନ୍ କଲେ…
ତାଜା ଖବର ଦେଶ ବୁଢ଼ା ବାପା-ମା’ଙ୍କ ସେବା କରିବା ପାଇଁ ମିଳିବ ୩୦ ଦିନ ଛୁଟି July 25, 2025 Papirani ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ବୁଢ଼ା ବାପା ମାଆଙ୍କ ସେବା କରିବା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ନେଇ ପାରିବେ ମାସେ ଛୁଟି। ସେବା ନିୟମ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ୩୦ ଦିନର ଛୁଟି ଦିଆଯିବ। ଯାହାଦ୍ୱାରା…
ତାଜା ଖବର ଦେଶ ରେକର୍ଡ ସୃଷ୍ଟି କଲେ ମୋଦୀ; ଭାରତର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ July 25, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରାରେ ଆଉ ଏକ ନୂତନ ରେକର୍ଡ ଯୋଡ଼ି ହୋଇଛି। ଜୁଲାଇ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ୪୦୭୮ ଦିନର କାର୍ଯ୍ୟକାଳ ପୂରଣ କରିବା ସହିତ ଭାରତର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ…