Category: ଦେଶ

ସୋନିଆ, ରାହୁଲଙ୍କ ନାଁରେ ଚାର୍ଜସିଟ୍‌; କାଲି ଇଡି ଅଫିସ ଘେରିବ କଂଗ୍ରେସ

ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନି ଲଣ୍ଡିଂ ମାମଲାରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ଇଡି । ଏହି ଚାର୍ଜ ସିଟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ…

ଏନଡିଏରୁ ଅଲଗା ହେଲା ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି; ପୃଥକ ଭାବେ ବିହାର ନିର୍ବାଚନ ଲଢ଼ିବ

ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ତଥା ରାମବିଳାସ ପାଶୱାନଙ୍କ ଭାଇ ପଶୁପତି କୁମାର ପାରସ ସୋମବାର ଦିନ ଆନୁଷ୍ଠାନିକ ଭାବେ ଏନ୍ ଡିଏ ରୁ ତାଙ୍କ ଦଳ ବିଦାୟ ନେଇଥିବା ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଲୋକ ଜନଶକ୍ତି…

ପିଏନ୍‌ବି ଠକେଇ ମାମଲା: ମେହୁଲ ଚୋକସୀଙ୍କ ପ୍ରତ୍ୟାର୍ପଣ ପାଇଁ ଆବେଦନ କଲେ ଭାରତ ସରକାର

ବେଲଜିୟମରେ ଗିରଫ ହୋଇଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩, ୦୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୋକସୀକୁ ଭାରତକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ ସରକାର ଏଥିପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।…

ପିଏନ୍‌ବି ଠକେଇ ମାମଲା: ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩ ହଜାର ୫୦୦ କୋଟି ଟଙ୍କାର ଋଣ ଠକେଇ ସମ୍ପୃକ୍ତିରେ ଅଭିଯୁକ୍ତ ମେହୁଲ…

ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଚଳଚଞ୍ଚଳ ଗାଁରୁ ସହର । ସବୁ ଓଡ଼ିଆଙ୍କ ମନରେ ଉତ୍ସାହର ମାହୋଲ । ସାରା ରାଜ୍ୟ ଆଜି ଉତ୍ସବ ମୁଖର । ଏହି ଅବସରରେ ଦେଶର ମହାମହିମ…

ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ

ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ । ମେସେଜିଂ ଆପ୍ ହ୍ଵାଟ୍ସଆପ ସଂଧ୍ୟାରୁ ଡାଉନ୍ ହୋଇଛି । ତେଣୁ ମେସେଜ୍ ପଠାଇବା ସହ ଷ୍ଟାଟସ୍ ଅପଲୋଡିଂରେ ସମସ୍ୟା ଦେଖାଦେଇଛି । ଭାରତ ସମେତ ସାରା ବିଶ୍ୱରେ ଡାଉନ୍ ଅଛି ଏହି ମେସେଜିଂ…

ଆଜି ସେୟାର ବଜାରରେ ଉତ୍ସାହ; ସେନସେକ୍ସ ଓ ନିଫ୍ଟି ରେ ବୃଦ୍ଧି

ଗତ କିଛି ଦିନ ଧରି ସେୟାର ବଜାର ଧରାଶାୟୀ ହୋଇଥିବା ବେଳେ ଆଜି ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ୩ ମାସ ପାଇଁ ଡୋନାଲ୍ଡ ଟ୍ରମ୍ପ ଟାରିଫ ସ୍ଥଗିତ ରଖିବାପରେ ସେୟାର ବଜାର ଉପରମୁହାଁ ହୋଇଥିବା ସୂଚନା ମିଳିଛି…

୧୮ ଦିନିଆ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣା

୧୮ ଦିନିଆ ରିମାଣ୍ଡରେ ଗଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା । NIA ହେଡକ୍ୱାର୍ଟରେ ଥିବା ସ୍ୱତନ୍ତ୍ର ସେଲରେ ରାଣାକୁ ଜେରା କରାଯିବ । ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ମୁମ୍ବାଇ ଆତଙ୍କୀ ଆକ୍ରମଣର…

ଭାରତ ପହଞ୍ଚିବା ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା ଗିରଫ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା ଆଜି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଭାରତ ପହଞ୍ଚିବା ପରେ ଔପଚାରିକ ଭାବେ ତାକୁ ଏନଆଇଏ (NIA) ଗିରଫ କରିଛି । ତାକୁ ସିଧାସଳଖ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମୁଖ୍ୟାଳୟକୁ…

ଆହୁରି ଶକ୍ତିଶାଳୀ ହେବ ନୌସେନା; ଫ୍ରାନ୍ସରୁ ୨୬ ରାଫେଲ କିଣିବ ଭାରତ

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନାର କ୍ଷମତା । ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ । ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ୬୪,୦୦୦ କୋଟି ଟଙ୍କାର ଏହି ବିଶାଳ ଚୁକ୍ତିକୁ ଦେଶର…