ତାଜା ଖବର ଦେଶ ନବ ବିବାହିତ ଦମ୍ପତି ମାମଲା: ସ୍ୱାମୀ ରାଜାଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ସ୍ତ୍ରୀ ସୋନମ୍ June 9, 2025 Papirani ବିବାହ ପରେ ମେଘାଳୟ ବୁଲିବାକୁ ଯାଇ ନିଖୋଜଥିବା ଇନ୍ଦୋରର ନବ ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ୍ ରଘୁବଂଶୀଙ୍କ ମାମଲାର ଘଟଣା ସାରା ଦେଶକୁ ଥରାଇ ଦେଇଛି । ରାଜା ରଘୁବଂଶୀଙ୍କ ହତ୍ୟା ଓ ସୋନମ ରଘୁବଂଶୀଙ୍କ ନିଖୋଜ ମାମଲାରେ ଏକ…
ଦେଶ ବିଜାପୁର ଏନ୍କାଉଣ୍ଟର: ହାର୍ଡକୋର ମାଓବାଦୀ ଭାସ୍କର, ଗୌତମ ସୁଧାକରଙ୍କ ସମେତ ୭ ମାଓବାଦୀ ନିହତ June 7, 2025 Nirvay ଛତିଶଗଡ଼ରେ ଭୁଶୁଡୁଛି ମାଓ ଦୁର୍ଗ । ଛତିଶଗଡ଼ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କରେ ଅପରେସନ ଘଟଣାରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ୫, ୬ ଓ ୭ ତାରିଖ ସର୍ଚ୍ଚ ଅପରେସନ୍ ଓ ଏନ୍କାଉଣ୍ଟରରେ ୭…
ଦେଶ ବିଶ୍ୱ ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ ଅନୁଯାୟୀ ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ ହାର June 7, 2025 Nirvay ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦାରିଦ୍ର୍ୟ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା କହିଛି ବିଶ୍ୱ ବ୍ୟାଙ୍କ୍ । ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ୨୭.୧ ପ୍ରତିଶତରୁ ୫.୩%କୁ ଦାରିଦ୍ର୍ୟ ହାର…
ଖେଳ ଦେଶ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ କେଏସସିଏ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ଇସ୍ତଫା June 7, 2025 Nirvay ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ୧୧ ଜଣ ମୃତ୍ୟୁବରଣ ଓ ୭୫ ଜଣ ଆହତ ହୋଇଥିବା ଘଟଣାରେ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ (କେଏସସିଏ) ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ…
ଦେଶ ବିଶ୍ୱ ରାଜ୍ୟ ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍ June 7, 2025 Nirvay ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍ । ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ୟ କୁହାଯାଏ । ସାରା ବିଶ୍ୱରେ ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କର ଏହି ପର୍ବ ପାଳନ ହେଉଛି । ବକ୍ରୀଦ ହେଉଛି ଇସଲାମର ଦ୍ୱିତୀୟ ସବୁଠାରୁ…
ଦେଶ ବିଶ୍ୱ ଭାରତରେ ଏଲନ୍ ମସ୍କଙ୍କ ‘ଷ୍ଟାରଲିଙ୍କ୍’ କୁ ମିଳିଲା ସାଟେଲାଇଟ୍ ଇଣ୍ଟରନେଟ୍ ଲାଇସେନ୍ସ June 6, 2025 Nirvay ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଭାରତର ଦୂରସଂଚାର ମନ୍ତ୍ରଣାଳୟରୁ ଲାଇସେନ୍ସ ମିଳିଛି । ସାଟେଲାଇଟ୍ ଆଧାରିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଦେଶର ଦୂର ଅଞ୍ଚଳରେ ପହଞ୍ଚିପାରିବ । ରିଲାଏନ୍ସ ଓ ଭାରତୀ ଏୟାରଟେଲ୍ ପରେ ‘ଷ୍ଟାରଲିଙ୍କ୍’ କୁ ମିଳିଲା ଲାଇସେନ୍ସ…
ଦେଶ ବିଶ୍ୱ ମୋଦୀଙ୍କୁ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ କାନାଡା ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ June 6, 2025 Nirvay କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କାନାଡାର ଆଲବର୍ଟା ପ୍ରଦେଶର କାନାନାସ୍କିସ୍ରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ସୋସିଆଲ ମେଡିଆ ସାଇଟ୍ ‘X’ ରେ ଏକ ପୋଷ୍ଟରେ…
ତାଜା ଖବର ଦେଶ ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ ଚେନାବ June 6, 2025 Papirani ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ ଚେନାବ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପିତ କରିଛନ୍ତି । ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ । ୧୫ ଶହ କୋଟି ଖର୍ଚ୍ଚରେ ନିର୍ମିତ…
ତାଜା ଖବର ଦେଶ ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ପରୀକ୍ଷା June 6, 2025 Papirani ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ୨୦୨୫ ପରୀକ୍ଷା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପରୀକ୍ଷା ଅଗଷ୍ଟ ୩ ତାରିଖରେ ଗୋଟିଏ ସିପ୍ଟରେ କରାଯିବ। ନୂଆ ତାରିଖରେ ସୁପ୍ରିମକୋର୍ଟ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ-NBE ର ଆବେଦନକୁ…
ତାଜା ଖବର ଦେଶ ବ୍ୟବସାୟ ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କଲା ଆରବିଆଇ June 6, 2025 Papirani ଋଣ ନେଉଥିବା କିମ୍ବା ଋଣ ଉପରେ ଇଏମ୍ଆଇ ଦେଉଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ…