Category: ଦେଶ

President chopper scare: କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ

କେରଳ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ ହୋଇଛି। ଅବତରଣ କରିବା ପରେ ଅସ୍ଥାୟୀ ହେଲିପ୍ୟାଡରେ ଫସିଗଲା ହେଲିକପ୍ଟର। ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ ଧସିବା ଫଳରେ ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ୍‌ରେ ଫସିଯାଇଥିଲା…

PM Modi thanks Trump: ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫୋନ୍‌ କଲ୍, ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫୋନ୍‌ କଲ୍ । ଏ ନେଇ ଏକ୍ସ ହ୍ୟାଣ୍ଡେଲ୍‌ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦୀପାବଳି ଶୁଭେଚ୍ଛା ପାଇଁ ଟ୍ରମ୍ପ୍‌ଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ଦୀପାବଳିର ବିଶେଷ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

Diwali 2025: ପ୍ରଦୂଷଣ ପାଇଁ କେବଳ ଦୀପାବଳି ହିଁ ଦାୟୀ ନୁହେଁ

ସବୁବର୍ଷ ଦୀପାବଳି ଆସିଲେ ପ୍ରଦୂଷଣ କଥା ମନେ ପଡ଼େ । ହେଲେ ବାସ୍ତବରେ ପ୍ରଦୂଷଣ ପାଇଁ କେବଳ ଦୀପାବଳି ଦାୟୀ ନୁହେଁ । ଏହା ପଛରେ ଅନେକ କାରଣ ରହିଛି । ଗାଡିମୋଟର ଚଳାଚଳ, ଟ୍ରାଫିକ ଜାମ, ଫ୍ୟାକ୍ଟ୍ରିରୁ ବାହାରୁଥିବା ଧୂଆଁ,…

Delhi Air Pollution: ଦିଲ୍ଲୀ ବାୟୁ ‘ବିପଦପୂର୍ଣ୍ଣ’; NCR ଅଞ୍ଚଳର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍

ବିପଦପୂର୍ଣ୍ଣ’ ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ । ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଧୂଆଁର ଚାଦର ଦିଲ୍ଲୀକୁ ଘୋଡ଼ାଇ ଦେଇଛି, ଯାହାଫଳରେ ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଦିଲ୍ଲୀ-NCR ଅଞ୍ଚଳର ବିଭିନ୍ନ ସ୍ଥାନରେ…

PM Modi celebrates Diwali: ଆଇଏନଏସ ବିକ୍ରାନ୍ତରେ ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ ଆଇଏନଏସ ବିକ୍ରାନ୍ତକୁ ଦୀପାବଳି ପାଳନ କରିଛନ୍ତି । ସେଠାରେ ସୈନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ…

Ayodhya Deepotsav 2025: ଦୁଇଟି ନୂତନ ଗିନିଜ୍‌ ବିଶ୍ୱ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟାରେ ଦୀପୋତ୍ସବ

ଦୁଇଟି ନୂଆ ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାରେ ଦୀପୋତ୍ସବ । ଦୀପାବଳିରେ ୨୬ଲକ୍ଷରୁ ଅଧିକ ଦୀପ ଜାଳି ଶ୍ରୀରାମଙ୍କ ନଗରୀ ଗିନିଜ ବୁକ ଅଫ ରେକର୍ଡରେ ନୂଆ କୀର୍ତିମାନ ସ୍ଥାପନ କରିଛି । ଏହାସହିତ ୨୧୨୮ ବେଦାଚାର୍ଯ୍ୟଙ୍କ ଦ୍ୱାରା ଏକକାଳୀନ…

Australia vs India: ପ୍ରଥମ ODIରେ ଭାରତର ପରାଜୟ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚରେ ଭାରତର ପରାଜୟ। ପର୍ଥରେ ଖେଳାଯାଉ ଥିବା ପର୍ଥରେ ପ୍ରଥମ ODI ଜିତିଲା ଅଷ୍ଟ୍ରେଲିଆ । ବର୍ଷା ବାଧାପ୍ରାପ୍ତ ପ୍ରଥମ ODIରେ ଭାରତର ଶୋଚନୀୟ ପରାଜୟ ହୋଇଛି। ୨୬ ଓଭର ବିଶିଷ୍ଟ ODIରେ…

Boulders roll down railway line: ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ; ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ

ଟ୍ରେନ ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ । ଆନ୍ଧ୍ର-ଓଡ଼ିଶା-ଛତିଶଗଡ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଳ କେକେ ରେଳପଥରେ ଘଟିଛି ଅଘଟଣ । ଟ୍ରାକ୍ ରେ ପଥର ପଡ଼ିବା ଯୋଗୁ ଅଟକିଲା ଟ୍ରେନ୍ । ରେଳ ଧାରଣା ଉପରେ ପଥର…

Cyclone Alert: ଅକ୍ଟୋବରରେ ଆସୁଛି ଦୁଇଟି ବାତ୍ୟା!

ଅକ୍ଟୋବର ଆସିଲେ ଓଡ଼ିଶାକୁ ମାଡ଼ି ଆସେ ବାତ୍ୟା ଭୟ । କାରଣ ଅକ୍ଟୋବର ମାସରେ ୧୯୯୯ ମହାବାତ୍ୟାରୁ ଆଜି ଯାଏଁ ଏକାଧିକ ପ୍ରଳୟଙ୍କରୀ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି । ବଙ୍ଗୋପସାଗରରେ ଏହି ଅକ୍ଟୋବରରେ ଦୁଇଟି ବାତ୍ୟା ସୃଷ୍ଟି ସମ୍ଭାବନା ଥିବା…

Durgapur Gang Rape Case: ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ମେଡିକାଲ୍‌ ଛାତ୍ରୀ

ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ଓଡ଼ିଆ ଡାକ୍ତରୀ ଛାତ୍ରୀ ଆଜି ଡିସଚାର୍ଜ ହୋଇଛନ୍ତି । ଗଣଧର୍ଷଣ ପୀଡ଼ିତାଙ୍କ ଡିସଚାର୍ଜ ନେଇ ଶୁକ୍ରବାର ଦିନ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ ଯେ, ଗଣଧର୍ଷଣର ଶିକାର ପରେ ଗତ ଶୁକ୍ରବାରରୁସେ ହସ୍ପିଟାଲରେ ଭର୍ତ୍ତି…