ତାଜା ଖବର ଦେଶ ବିଶ୍ୱ ରାଜନୀତି ରାଜ୍ୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ସାମିଲ୍ ହେଲେ ପ୍ରଧାନମନ୍ତ୍ରୀ, ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ନେତା ଓ ମନ୍ତ୍ରୀ June 21, 2024 Papirani ଆଜି ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଆଜି ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ…
ଦେଶ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ June 20, 2024 Nirvay ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କାର ଜାମିନ ବଣ୍ଡରେ ଏହି ଜାମିନ ମିଳିଛି। ଏହା ପୂର୍ବରୁ…
ଦେଶ ନିଟ ବିବାଦ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରେସମିଟ June 20, 2024 Nirvay ନିଟ ବିବାଦ ନେଇ ପ୍ରେସମିଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ ବୋଲି କହିଛନ୍ତି। କୌଣସି ବୁଝାମଣା ହେବ ନାହିଁ। ବିହାର ସରକାର ସହ ଆମେ ସମ୍ପର୍କରେ ଅଛୁ। ଖୁବଶୀଘ୍ର ବିସ୍ତୃତ…
ଖେଳ ତାଜା ଖବର ଦେଶ ରାଜ୍ୟ ବାରବାଟୀରେ ଖେଳାହେବ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ June 20, 2024 Papirani ଦୀର୍ଘ ଦିନ ପରେ କଟକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ଯାହାକୁ ନେଇ ପୁଣି ଉତ୍ସାହିତ ହୋଇପଡିଛନ୍ତି କ୍ରିକେଟ୍ ପ୍ରେମୀ । କଟକର ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡର ଅନ୍ତର୍ଜାତୀୟ ଦିନିକିଆ…
ତାଜା ଖବର ଦେଶ ନିଟ ବିବାଦ: ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ June 20, 2024 Nirvay ନିଟ ଏବଂ ୟୁଜିସି-ନେଟ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ ଦେଶ ଉଠୁଛି ପଡୁଛି। ଏହାକୁ ନେଇ ଗୁରୁବାର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛନ୍ତି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI। ନୂଆଦିଲ୍ଲୀସ୍ଥିତ ବାସଭବନ ଆଗରେ NSUI ଛାତୀଛାତ୍ର ବିକ୍ଷୋଭ…
ତାଜା ଖବର ଦେଶ ରାଜନୀତି ବିହାର ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍କା June 20, 2024 Papirani ପାଟନା ହାଇକୋର୍ଟ ସଂରକ୍ଷଣ ପ୍ରସଙ୍ଗରେ ବିହାର ସରକାରଙ୍କୁ ଏକ ବଡ ଝଟ୍କା ଦେଇଛନ୍ତି । ଜାତିଭିତ୍ତିକ ଜନଗଣନା ପରେ ବିହାର ସରକାରଙ୍କ ଦ୍ଵାରା ସଂରକ୍ଷଣ ସୀମା ବୃଦ୍ଧି କରିବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ଶିକ୍ଷା ଓ ଚାକିରି କ୍ଷେତ୍ରରେ…
ତାଜା ଖବର ଦେଶ ତାମିଲନାଡୁରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ମୃତ June 20, 2024 Nirvay ତାମିଲନାଡୁର କାଲାକୁରିଚି ଜିଲ୍ଲାରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ବାଦ୍ ଦେଲେ ଅନ୍ୟ ୧୦୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ। ଅଧିକାଂଶଙ୍କ ଶବ ବ୍ୟବଚ୍ଛେଦ ହୋଇସାରିଛି।…
ତାଜା ଖବର ଦେଶ ସୁପ୍ରିମକୋର୍ଟକୁ ଗଲା ନିଟ (NEET) ବିବାଦ June 20, 2024 Nirvay ନିଟ ବିବାଦ ନେଇ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେଲା ହାଇକୋର୍ଟରେ ଥିବା ମାମଲା। ଏ ନେଇ ଏନଟିଏ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏବେଠୁ ନିଟ୍ ମାମଲାର ସମସ୍ତ ଶୁଣାଣି ସୁପ୍ରିମକୋର୍ଟରେ ହେବ। କାଉନସେଲିଂ ପ୍ରକ୍ରିୟା ଜାରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତାଜା ଖବର ଦେଶ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ବୀକାର କଲେ ପରୀକ୍ଷାର୍ଥୀ June 20, 2024 Papirani ନିଟ୍ ବିବାଦ ଯେତେ ଘନାଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଏବେ ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍…
ଦେଶ UGC-NET ପରୀକ୍ଷା ରଦ୍ଦ କଲା କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ June 19, 2024 Nirvay କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ଆଜି ବିଳମ୍ବିତ ରାତିରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ UGC-NET ପରୀକ୍ଷା ରଦ୍ଦ କରିଛି । ପୁଣି ଥରେ ପରୀକ୍ଷା କରିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । କାଲି ବିଭିନ୍ନ ସହରରେ UGC-NET ପରୀକ୍ଷା ଆୟୋଜିତ ହୋଇଥିଲା ।…