ତାଜା ଖବର ଦେଶ ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡ଼ିଶା ବିଜେପିର ସାଂସଦ August 5, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଓଡ଼ିଶାର ସମସ୍ତ ବିଜେପି ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦ । ସଂସଦ ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାଂସଦଙ୍କ ସହ ଆଲୋଚନାରେ ଓଡ଼ିଶାର ସମସ୍ତ ୨୦ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ଉପସ୍ଥିତ…
ତାଜା ଖବର ଦେଶ ଇସ୍ତଫା ଦେଇ ଦେଶ ଛାଡ଼ିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା August 5, 2024 Papirani ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧ କରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଲଗାତାର ଉଗ୍ର ହେବାରେ ଲାଗିଛି । ଏହି ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା…
ତାଜା ଖବର ଦେଶ ବ୍ୟବସାୟ ସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା August 5, 2024 Papirani ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆଜି ବଜାସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା ର ଆରମ୍ଭରୁ ଖସିଲା ସେୟାର ବଜାର। ସେୟାର ମାର୍କେଟରେ ବଡ଼ ଧରଣର କ୍ରାସ୍ ହୋଇଥିବାରୁ ବୁଡିଲା…
ତାଜା ଖବର ଦେଶ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’ August 4, 2024 Nirvay ଭୂସ୍ଖଳନର ୬ ଦିନ ପରେ ବି ସୁଧୁରୁନି କେରଳର ୱାଏନାଡ ସ୍ଥିତି। ଆଜି ବି ମାଟିତଳୁ ମିଳୁଛି ଶବ। ଅନବରତ କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଦଳ। ତେବେ ଉଦ୍ଧାରକାରୀ ଟିମକୁ ସହଯୋଗ କରିବାକୁ ଓଡ଼ିଶାରୁ ୱାଏନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’।…
ତାଜା ଖବର ଦେଶ ପୂଜାର୍ଚ୍ଚନା ବେଳେ ଅଘଟଣ: ମନ୍ଦିର କାନ୍ଥ ଭୁଶୁଡ଼ି ୯ ଶିଶୁ ମୃତ August 4, 2024 Nirvay ଶ୍ରାବଣ ମାସରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅଘଟଣ ଘଟିଛି । ମଧ୍ୟପ୍ରଦେଶରେ ହରଦୌଲ ମନ୍ଦିରର କାନ୍ଥ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି। ଶ୍ରାବଣ ମାସ ପାଇଁ ସାଗର ଜିଲ୍ଲାର ଶାହପୁର ସ୍ଥିତ ହରଦୌଲ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ହଠାତ…
ତାଜା ଖବର ଦେଶ କୋର୍ବା-ବିଶାଖାପାଟଣା ଏକ୍ସପ୍ରେସରେ ଲାଗିଲା ନିଆଁ August 4, 2024 Nirvay ପୁଣି ଆଉ ଏକ ଟ୍ରେନ ଟ୍ରାଜେଡି । ପ୍ଲାଟଫର୍ମରେ ଛିଡ଼ା ହୋଇଥିବା କୋର୍ବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍ରେ ନିଆଁ ଲାଗିଯାଇଛି। ଟ୍ରେନଟି ବିଶାଖାପାଟଣାରୁ ତିରୁପତି ଅଭିମୁଖେ ଯାଉଥିଲା। ବିଶାଖାପାଟଣା ଷ୍ଟେସନରେ ପହଂଚିବା ପରେ ୪ ନଂ ପ୍ଲାଟଫର୍ମରେ ଏଭଳି ଅଘଟଣ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ୱାୟନାଡ଼ରୁ ସିଧା ବିମାନ ବ୍ୟବସ୍ଥା ନଥିବାରୁ ରାସ୍ତାବାଟେ ଅଣାଗଲା ଡାକ୍ତର ବିଷ୍ଣୁଙ୍କ ମୃତଦେହ August 3, 2024 Papirani କେରଳର ୱାୟନାଡର ଭୂସ୍ଖଳନରେ ମୃତ୍ୟୁ ବରଣ କରିଥିବା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ରାସ୍ତା ବାଟେ ଅଣାଯିବା ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ…
ଖେଳ ତାଜା ଖବର ଦେଶ ବିଶ୍ୱ ତୃତୀୟ ପଦକ ହାସଲରୁ ଅଳ୍ପକେ ରହିଗଲେ ମନୁ ଭାକର August 3, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଲେ ଭାରତର ମନୁ ଭାକର । ଅଳ୍ପକେ ଭାରତ ହାତରୁ ଖସିଗଲା ଆଉ ଏକ ମେଡାଲ । ଭାରତକୁ ପ୍ୟାରିସ୍ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଦୁଇ ଦୁଇଟି ମେଡାଲ ଦେଇଥିବା…
ତାଜା ଖବର ଦେଶ ରାଜ୍ୟ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ August 3, 2024 Papirani ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୫ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। କ୍ୟାବିନେଟର ନିଯୁକ୍ତି କମିଟି ଅମୃତ…
ତାଜା ଖବର ଦେଶ ରାଜ୍ୟ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ବଡ଼ କାର୍ଯ୍ୟାନୁଷ୍ଠାନ; ହଟିଲେ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି August 3, 2024 Papirani କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦେଇଛି। ବିଏସଏଫ ଡିଜି ପଦରୁ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ପଦରୁ…