Category: ତାଜା ଖବର

ମାଲ୍ ପ୍ରାକ୍ଟିସ ଘଟଣା: ୫ ଶିକ୍ଷକ ନିଲମ୍ବିତ ସହ ୩୩ ଜଣଙ୍କୁ ସୋ କଜ୍‌ ନୋଟିସ ଜାରି କଲେ ରାଜ୍ୟ ସରକାର

ଶିକ୍ଷା ବିଭାଗର କଡ଼ା ଆକ୍ସନ। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବିରୋଧରେ ନିଆଯାଇଛି ଆକ୍ସନ ।ପଦ୍ମପୁର ବାନ୍ଦୁପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ମାଲ୍ ପ୍ରାକ୍ଟିସ(ଏମ୍‌ପି) ଘଟଣାରେ ୫ ଶିକ୍ଷକ ନିଲମ୍ବିତ କରିଛନ୍ତି…

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ । କୋରାପୁଟ କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ର ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । ସୁଡ଼ଙ୍ଗ ମଧ୍ୟରେ ଟ୍ରେନର ଅଧା ବଗି ରହିଥିବା…

ବିଜୁ ଜନତା ଦଳ ଛାଡ଼ିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ

ବିଜୁ ଜନତା ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି । ତେବେ…

ଖୁବ୍ ଶୀଘ୍ର ରାଜ୍ୟରେ ଘୋଷଣା ହୋଇପାରେ ୭ ନୂଆ ଏନଏସି: କୃଷ୍ଣଚନ୍ଦ୍ର ମହାପାତ୍ର

ଖୁବ୍ ଶୀଘ୍ର ରାଜ୍ୟରେ ଘୋଷଣା ହୋଇପାରେ ୭ ନୂଆ ଏନଏସି । ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଘୋଷଣା ହୋଇପାରେ ନୂଆ ଏନଏସି। ପ୍ରଥମ ପର୍ଯ୍ୟାୟରେ ୭ଟି ନୂଆ ଏନଏସି ଘୋଷଣା ନେଇ ଚର୍ଚ୍ଚା ହେଉଛି। ଏ ଆଜି…

ବିଜେଡିକୁ ଝଟକା: ଅନାସ୍ଥା ଭୋଟ୍‌ରେ ହାରିଲେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା

ବିଜେଡି ହାତରୁ ଖସିଲା ମହାକାଳପଡ଼ା ଅଧ୍ୟକ୍ଷ ପଦ । ଅନାସ୍ଥା ଭୋଟ୍‌ରେ ହାରିଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ । ଅନାସ୍ଥା ସପକ୍ଷରେ ପଡିଲା ୪୯ ଭୋଟ । ସୂଚନା ଯୋଗ୍ୟ; ଆଜି ଆୟୋଜିତ ବୈଠକରେ ୪୯…

ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ଆରଆଇ

ଭିଜିଲାନ୍ସ ଜାଲରେ ଆରଆଇ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ରାସୋଳ ଥାନା ଗଣ୍ଡାନାଳୀ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଶଶିଭୂଷଣ ବେହେରା । ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ସୁନ୍ଦରଗଡ଼ରେ ଲଜ୍ଜା: ୧୪ବର୍ଷର ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଦୁଷ୍କର୍ମ

ସୁନ୍ଦରଗଡରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି । ୧୪ବର୍ଷର ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୫ ତାରିଖ ରାତି ୧୦ଟା ସମୟରେ ବାଇକରେ ଅପହରଣ କରି କୁଆଁରମୁଣ୍ଡା ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା…

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ସାଧାରଣତଃ ଜୁନରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ଦୀର୍ଘ…

ରାଜ୍ୟରେ ଚିହ୍ନଟ ହେଲେ ୫ ଜଣ କୋଭିଡ୍‌ ଆକ୍ରାନ୍ତ

ଦିନକୁ ଦିନ ରାଜ୍ୟରେ ବଢ଼ିବାକୁ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ଯରେ ୪ ଜଣ ପୁରୁଷ ଓ ଜଣେ…

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆସିଲା ରାୟ । ପାଟଣାଗଡ଼ ଏଡିଜେ କୋର୍ଟ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଶୁଣାଇଲେ ପାଟଣାଗଡ଼ ଏଡିଜେ…