Category: ତାଜା ଖବର

ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ଅପରାଜିତା ଷଡ଼ଙ୍ଗୀ; ଟାର୍ଗେଟ କଲେ ଭୁବନେଶ୍ବର ମେୟର

ଆଜି ୭୭ ବର୍ଷରେ ପାଦ ଥାପିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର । ଏହି ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଟାର୍ଗେଟ କରିଛନ୍ତି ଭୁବନେଶ୍ବର…

ଆଜି ରାଜଧାନୀର ପ୍ରତିଷ୍ଠା ଦିବସ; ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ବର

ଆଜି ୭୭ ବର୍ଷରେ ପହଞ୍ଚିଛି ମନ୍ଦିର ମାଳିନୀ ସହର ଆମ ଭୁବନେଶ୍ବର। ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ନୂଆ ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ। ରାଜଧାନୀ ଭୁବନେଶ୍ୱରର…

ଓଡିଆ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଉନ୍ମୋଚନ ହେଲା ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର। ଓଡ଼ିଆ ନବ ବର୍ଷ ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓଡିଆ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ଏହାକୁ ଦେବାପର୍ଣ ହୋଇଛି ଆଜି ସର୍ବ ସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ…

ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ୨୦୨୪

ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ । ଏପ୍ରିଲ ୨ ତାରିଖରେ ବିଧାନସଭାରେ ରାତିତମାମ ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକକୁ ପାରିତ କରାଯାଇଥିଲା । ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ବୀକୃତି ଲାଭ କରିବା ପରେ ସାରା ରାଜ୍ୟରେ…

ଏକକାଳୀନ ୨୮ ଜଣ ଆଇଏଏସ ଅଧିକାରୀଙ୍କର ବଦଳି ସହ ହେଲା ପଦୋନ୍ନତି

ଆଇଏଏସ ସ୍ତରରେ ହେଲା ବଡ଼ ଧରଣର ଅଦବଦଳ । ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପଦୋନ୍ନତି ପରେ ନିଯୁକ୍ତି ଦେଇଛନ୍ତି ସରକାର। ଏକକାଳୀନ ୨୮ ଜଣ ଆଇଏଏସଙ୍କୁ ବଦଳି ସହିତ ପଦୋନ୍ନତି ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ…

ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ

୧୯୦୦ ମସିହା ପରେ ପ୍ରଥମ ଥର ୨୦୨୮ ଲସ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ। ଦୀର୍ଘ ୧୨୮ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବ । ଏଥିରେ ପୁରୁଷ ଓ ମହିଳା ବର୍ଗରେ ଛଅ ଛଅ ଟିମ୍ ସ୍ୱର୍ଣ୍ଣ…

ୱକ୍‌ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ: ଅମର ଶତପଥୀ

ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ଦିନକୁ ଦିନ ଏହାକୁ ନେଇ ସ୍ଥିତି ବହୁତ ସଙ୍ଗୀନ ହୋଇ ପଡିଛି । ଏହା ମଧ୍ୟରେ ୱାକଫ ଘଟଣାବଳୀକୁ ରହସ୍ୟମୟ କହିଛନ୍ତି ଅମର ଶତପଥୀ ।…

ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ଗଠନ କରିବେ ନୂଆ ଦଳ: ପ୍ରଦୀପ ପୁରୋହିତ

ବିଜେଡି ବିଭାଜନକୁ ନେଇ ଓ ନୂତନ ଦଳ ଗଠନ କରିବାକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ବିଜେଡି ଆଗକୁ ଖଣ୍ଡ ଖଣ୍ଡ ହୋଇଯିବ। ଏହା ସହ ବିଜେଡିର ୯୦ ଭାଗ…

ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର; ୱାକଫ ବିଲ୍‌କୁ ନେଇ ଦେଲେନାହି କୌଣସି ପ୍ରତିକ୍ରିୟା

ୱାକଫ ବିଲ୍ ଭୋଟିଂକୁ ନେଇ ବିବାଦରେ ଅଛନ୍ତି ସାଂସଦ ସସ୍ମିତ ପାତ୍ର । ଏହାକୁ ନେଇ ବିଜେଡି ଦଳରେ ବିବାଦ ବଢ଼ି ଚାଲିଥିବା ବେଳେ ଆଜି ଭାରତ ଫେରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଦିଲ୍ଲୀରେ ପହଞ୍ଚିବା ପରେ ୱାକଫ୍‌…

କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି କାଲି ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ…