ତାଜା ଖବର ରାଜ୍ୟ ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 6, 2025 Papirani ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଆଜି ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୦.୪୭ରେ ଗୃହ ପ୍ରବେଶ କଲେ ମୋହନ ଚରଣ ମାଝୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜା ଅର୍ଚ୍ଚନା ପରେ…
ତାଜା ଖବର ରାଜ୍ୟ ଆଜି ସରୁଛି ମାଟ୍ରିକ ପରୀକ୍ଷା; ୧୯ରୁ ଆରମ୍ଭ ଖାତା ଦେଖା March 6, 2025 Papirani ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଆଜି ଶେଷ ହେଉଛି। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତି March 6, 2025 Papirani ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର। ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର, ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀ…
ତାଜା ଖବର ରାଜ୍ୟ କିମ୍ସ, ହାଇଟେକ ଓ ସମ୍ ହସ୍ପିଟାଲରେ ଇଡି ଚଢାଉ; ଏନଆରଆଇ କୋଟାରେ ଆଡମିଶନ ନେଇ ଘୋଟଲା ହୋଇଥିବା ସୂଚନା March 5, 2025 Papirani କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ), ହାଇ-ଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଏବଂ ସମ୍ ହସ୍ପିଟାଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଚଢାଉ । ଏକାସାଙ୍ଗରେ ରାଜଧାନୀରରେ ଥିବା ୩ ଟି ପ୍ରତିଷ୍ଠିତ ହସ୍ପିଟାଲ୍ ଚଢାଉ ଆରମ୍ଭ କରିଛି…
ତାଜା ଖବର ରାଜ୍ୟ କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ March 5, 2025 Papirani କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ସାରଥୀ। ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି ।…
ତାଜା ଖବର ରାଜ୍ୟ ଗେରୁଆ ରଙ୍ଗ ହେବ ରାଜ୍ୟର ସରକାରୀ ସ୍କୁଲ March 5, 2025 Papirani ବଦଳିବ ସରକାରୀ ସ୍କୁଲର ରଙ୍ଗ । ସରକାରୀ ସ୍କୁଲ୍ ସହ ପିଏମ୍ ଶ୍ରୀ ଅଧିନସ୍ଥ ସ୍କୁଲ୍ର ରଙ୍ଗ ବଦଳିବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ଗେରୁଆ ରଙ୍ଗର ହେବ ରାଜ୍ୟର ସମସ୍ତ ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲ । ଏନେଇ…
ତାଜା ଖବର ରାଜ୍ୟ ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରିବେ ନାହିଁ ସରକାର March 5, 2025 Papirani ସାର୍ବଜନୀନ ହେବନି କମିଶନଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ । ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି । ସରକାର କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହଁନ୍ତି ବୋଲି ଉଲ୍ଲେଖ ରହିଛି । ବିଚାରପତି ରଘୁବାର…
ତାଜା ଖବର ରାଜନୀତି ରାଜ୍ୟ ବିଜୁବାବୁ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଉପରେ ବର୍ଷିଲେ ନବୀନ March 5, 2025 Papirani ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ଆଜି ଶଙ୍ଖ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ…
ତାଜା ଖବର ବ୍ୟବସାୟ ରାଜ୍ୟ ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା March 5, 2025 Papirani ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅଫିସର ଜଗମୋହନ ମୀନା । ଡିସିପି ପିନାକ ମିଶ୍ରଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ୨୦୧୩ ବ୍ୟାଚ୍ର ଆଇପିଏସ୍ ଜଗମୋହନ ମୀନା । ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ…
ତାଜା ଖବର ରାଜ୍ୟ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ March 5, 2025 Papirani ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ତେଣୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ…