Category: ତାଜା ଖବର

ଶ୍ରୀମନ୍ଦିରରୁ ୧୨ ଜଣ ନକଲି ଗୁମାସ୍ତା ଗିରଫ

ପୋଲିସ ହାତରେ ଧରାପଡିଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍ ଧାରା ୧୧୧ ଅନୁଯାୟୀ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ…

ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ

ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ୫ ଜିଲ୍ଲାରେ ବନ୍ୟାପାଣି…

ବରଗଡ଼ରେ ନାବାଳିକା ପୋଡ଼ି ଘଟଣା: ବୁର୍ଲା ମେଡିକାଲରେ ଆଖି ବୁଜିଲେ ଛାତ୍ରୀ

ବରଗଡ଼ରେ ନାବାଳିକା ପୋଡ଼ି ଘଟଣାରେ ବୁର୍ଲା ମେଡିକାଲରେ ଆଖି ବୁଜିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ । ବରଗଡ଼ ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁର ଥିବା ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିଲା ମୃତଦେହ । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା…

ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ୫ ସାମ୍ବାଦିକ ନିହତ: ଆତଙ୍କବାଦୀ ଅଭିଯୋଗ ଆଣିଲା ଇସ୍ରାଏଲ

ଇସ୍ରାଏଲ ଓ ହମାସ୍ ଯୁଦ୍ଧରେ ଅଲ ଜାଜୀରା ଆରବୀର ପାଞ୍ଚ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଗାଜା ସହରରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକରେ ସାମ୍ବାଦିକ ଆନାସ ଅଲ ଶରୀଫଙ୍କ ସମେତ ପାଞ୍ଚ ଜଣ ସାମ୍ବାଦିକ ନିହତ ହୋଇଛନ୍ତି । ଏହା…

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ବିଜେଡିର ରାଇଘର ବ୍ଲକ ବନ୍ଦ ଡାକରା

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଇଛି ବିଜେଡି । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା ଦେଇଛି ବିଜେଡି ।…

ଦେହରେ ନିଆଁ ଲଗାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ଗତ କିଛି ମାସ ହେବ ରାଜ୍ୟରେ ନାବାଳିକା ହେଉ କି ଯୁବତୀ ପୋଡି ମାମଲା ବଢିବାରେ ଲାଗିଛି । ଗୋଟିଏ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଉ ଗୋଟେ ଘଟଣା ସାମ୍ନାକୁ ଆସିଯାଇଛି । ପଟ୍ଟାମୁଣ୍ଡାଇରେ ଯୁବତୀଙ୍କୁ ଘରେ ଜଳିଯିବା…

କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍‌ ପ୍ରତିଯୋଗିତାରେ ଚମକିଲେ ଓଡ଼ିଶାର ଅନିମେଶ କୁଜୁର ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚମକିଲେ ଅନିମେଶ କୁଜୁର । ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯାଇଥିଲା। ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ୨୦୦ ମିଟରରେ ଅନିମେଶ…

ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା: ଆସନ୍ତାକାଲି ବିଜେଡିର ୧୨ ଘଣ୍ଟିଆ
ରାଇଘର ବନ୍ଦ ଡାକରା

ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁକୁ ତୀବ୍ର ନିନ୍ଦା କରୁଛି ବିଜୁ ଜନତା ଦଳ । ଏହି ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରତିଦିନ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି…

ଚନ୍ଦ୍ରଭାଗା ବେଳାଭୂମିରେ ବୁଡ଼ି ୩ ଯୁବକ ମୃତ

ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଅଘଟଣ। ଗାଧେଇବା ବେଳେ ବୁଡ଼ି ଯାଇ ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ୨ ଜଣ ବୁଡି ଯାଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଦୂରରେ ଗାଧୋଉଥିବାବେଳେ ସମୁଦ୍ରରେ ବୁଡି…

୮୨ ବର୍ଷରେ ପାଦ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ; ଧୁମଧାମରେ ପାଳନ କଲେ ଜନ୍ମଦିନ

୮୨ ବର୍ଷ ବୟସରେ ପାଦ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ପ୍ରତିବର୍ଷ ଭଳି ଆଜି ମଧ୍ୟ ସେ ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି। ମୁକୁଟ ପିନ୍ଧି, ଫୁଲମାଳ ପକାଇ ଶୁଭେଚ୍ଛା ଦେଉଥିବା ଲୋକଙ୍କୁ କୁଣ୍ଢେଇ ପକାଉଛନ୍ତି ।…