ତାଜା ଖବର ଦେଶ ତାମିଲନାଡୁରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ମୃତ June 20, 2024 Nirvay ତାମିଲନାଡୁର କାଲାକୁରିଚି ଜିଲ୍ଲାରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ବାଦ୍ ଦେଲେ ଅନ୍ୟ ୧୦୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ। ଅଧିକାଂଶଙ୍କ ଶବ ବ୍ୟବଚ୍ଛେଦ ହୋଇସାରିଛି।…
ତାଜା ଖବର ଦେଶ ସୁପ୍ରିମକୋର୍ଟକୁ ଗଲା ନିଟ (NEET) ବିବାଦ June 20, 2024 Nirvay ନିଟ ବିବାଦ ନେଇ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେଲା ହାଇକୋର୍ଟରେ ଥିବା ମାମଲା। ଏ ନେଇ ଏନଟିଏ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏବେଠୁ ନିଟ୍ ମାମଲାର ସମସ୍ତ ଶୁଣାଣି ସୁପ୍ରିମକୋର୍ଟରେ ହେବ। କାଉନସେଲିଂ ପ୍ରକ୍ରିୟା ଜାରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତାଜା ଖବର ରାଜନୀତି ରାଜ୍ୟ ବାଚସ୍ପତି ହେଲେ ସୁରମା ପାଢ଼ୀ June 20, 2024 Papirani ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ । ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସୁରମା। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ…
ତାଜା ଖବର ଦେଶ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ବୀକାର କଲେ ପରୀକ୍ଷାର୍ଥୀ June 20, 2024 Papirani ନିଟ୍ ବିବାଦ ଯେତେ ଘନାଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଏବେ ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍…
ତାଜା ଖବର ରାଜ୍ୟ ସ୍ୱାସ୍ଥ୍ୟ ଏମ୍କେସିଜି ମେଡିକାଲରେ ଡିପ୍ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ June 20, 2024 Papirani ଡିପ୍ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏମ୍କେସିଜି ମେଡିକାଲ ଅଧୀକ୍ଷକ। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି…
ତାଜା ଖବର ରାଜ୍ୟ ଭୁବନେଶ୍ବରର ଆପାର୍ଟମେଣ୍ଟରେ ଲାଗିଲା ନିଆଁ June 20, 2024 Papirani ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରେ ଲାଗିଲା ନିଆଁ । ତେବେ ନିଆଁ ଲାଗିବାର କାରଣ…
ତାଜା ଖବର ରାଜ୍ୟ ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ June 19, 2024 Papirani ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି। ସ୍ଥିତିକୁ…
ତାଜା ଖବର ରାଜନୀତି ରାଜ୍ୟ ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ June 19, 2024 Papirani ଭୁବନେଶ୍ୱର, ତା.୧୯/୦୬: ଓଡିଶାବାସିଙ୍କ ପୂର୍ଣ୍ଣ ଜନମତ ହାସଲ କରି ପ୍ରଥମ ଥର ପାଇଁ ଏକାକୀ ବିଜେପି ରାଜ୍ୟରେ ସରକାର ଗଠନ କରିଛି । ଶପଥ ଗ୍ରହଣ ଦିନଠାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସହ ମିଶି ସୁଖ ଦୁଖର…
ତାଜା ଖବର ରାଜନୀତି ରାଜ୍ୟ ବଜେଟ୍ ପାଇଁ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ June 19, 2024 Papirani ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପାଇଁ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ଓ୍ବେବ୍ ପୋର୍ଟାଲ ଜରିଆରେ, ଇ-ମେଲ୍, ହ୍ବାଟ୍ସଆପ୍, ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ମତାମତ ସଂଗ୍ରହ କରାଯିବ । ଜୁନ୍…
ତାଜା ଖବର ରାଜନୀତି ରାଜ୍ୟ ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା June 19, 2024 Papirani ବିଧାନସଭାରେ ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହେଲେ ପ୍ରତାପ ଦେବ ।…