Category: ତାଜା ଖବର

Vijay Hazare Trophy: ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀକୁ ହରାଇଲା ଓଡ଼ିଶା

ନୂଆ ବର୍ଷ ପୂର୍ବରୁ ବିଜୟ ଭେଟି ଦେଲା ଓଡ଼ିଶା କ୍ରିକେଟ୍‌ ଟିମ୍‌ । ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଦେଖାଇଛନ୍ତି । ବୁଧବାର ଦିନ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ହରାଇଛି ଓଡ଼ିଶା…

IAS Promotion: ୩ ବରିଷ୍ଠ ଆଇଏଏସଙ୍କୁ ମିଳିଲା ପ୍ରମୁଖ ସଚିବ ପାହ୍ୟା ପଦୋନ୍ନତି

୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସିଇଓ ଥିବା ଆଇଏଏସ ଆର.ସନ୍ଥଗୋପାଳନଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଏବଂ…

BJD Target BJP Govt: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ
ନିନ୍ଦିତ ହେଉଛି: ବିଜେଡି

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଏକ…

First Woman Chief Secretary : ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ ।ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ଓଡ଼ିଶାର…

New Year Hoardings: ଦଳୀୟ ସଙ୍କେତ ନଥିବା ମୋକିମ, ସୋଫିଆଙ୍କ ହୋଡ଼ିଂ ଘଟଣା; ପ୍ରତିକ୍ରିୟା ମହମ୍ମଦ ମୋକିଂମ୍

ନୂଆବର୍ଷ ପୂର୍ବରୁ ମହମ୍ମଦ ମୋକିମ, ସୋଫିଆଙ୍କ ବ୍ୟାନରକୁ ନେଇ ରାଜନୀତି ଚର୍ଚ୍ଚା ଜୋର୍ ଧରୁଛି । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ କଟକ ସହରରେ ଲାଗିଥିବା ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ । ସୋଫିଆଙ୍କ…

PUCC Deadline Extends: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା PUCC ଅବଧି

ଓଡ଼ିଶା ସରକାର ବୁଧବାର ଦିନ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ପାଇଁ ସମୟ ସୀମା ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।l ।ଏନେଇ ସୂଚନା ଆଜି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି…

Chief Secretary Odisha: ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ; ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ଵରେ ରହିଛନ୍ତି ମନୋଜ ଆହୁଜା । ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୂଜା ଅବସର ଗ୍ରହଣ କରିବେ । ସେଥିପାଇଁ ତାଙ୍କୁ…

Jagannath Temple Calendar Error: ଶ୍ରୀମନ୍ଦିରର ନୂତନ କ୍ୟାଲେଣ୍ଡରରେ ତ୍ରୁଟି

ପୁରୀ ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶ ପାଇଥିବା ଇଂରାଜୀ ନୂତନ ବର୍ଷର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି ।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ…

Congress Target Mohan Sarkar: ଗାଡ଼ିମାଲିକଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି ମୋହନ ସରକାର- ଯୁବ କଂଗ୍ରେସ

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ ମୋହନ ସରକାର ଗାଡ଼ି ମାଲିକଙ୍କ ଠାରୁ ଜିଜିଆକର ଆଦାୟ କରୁଛନ୍ତି । ଏକକୋଟି ୧୩ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ଠାରୁ…

14th Edition Of The Nijukti Mela: ୧୪ତମ ନିଯୁକ୍ତି ମେଳା; ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ

ଆଜି ୧୪ତମ ନିଯୁକ୍ତିମେଳା କାର୍ଯ୍ୟକ୍ରମ ଅବସରରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟ ଗଠନର ସଂକଳ୍ପକୁ ସାକାର କରିବାରେ ଏହି…