Category: ତାଜା ଖବର

ଓଡ଼ିଶା ବଜେଟ୍: ରାଜ୍ୟରେ ବୃଦ୍ଧି ହେଲା ଭତ୍ତା ଟଙ୍କା

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ଭତ୍ତାର ପରିମାଣକୁ ବୃଦ୍ଧି କରାଯାଇଛି । ବଜେଟରେ ଭତ୍ତା ପାଇଁ ୭ ହଜାର ୬…

ଓଡ଼ିଶା ବଜେଟ୍: ରାଜ୍ୟରେ ଲାଗୁ ହେବ ସିଏମ୍‌ କିଷାନ ଯୋଜନା ଓ ସମୃଦ୍ଧ କୃଷକ ଯୋଜନା

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି ଓ କୃଷଙ୍କୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଚାଷୀମାନଙ୍କ ପାଇଁ ଲାଗୁ…

ଓଡ଼ିଶା ବଜେଟ: ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଲାଗୁ ହେବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୨,୪୬୨ କୋଟି ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୦୯୫ କୋଟି ପ୍ରଦାନ କରାଯିବ । ସେହିପରି ରାଜ୍ୟରେ…

ଓଡ଼ିଶା ବଜେଟ୍: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ

ଓଡ଼ିଶାରେ ଲାଗୁ ହେବ ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା । ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଆୟୁଷ୍ମାନ ଭାରତ ପାଇଁ…

ଆସିଲା ନୂଆ ରାଜ୍ୟ ସରକାରଙ୍କର ପ୍ରଥମ ବଜେଟ୍

ବିଧାନସଭାରେ ଉପସ୍ଥାପନା ହେଲା ନୂଆ ରାଜ୍ୟ ସରକାରଙ୍କର ପ୍ରଥମ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଉଛି ପୂର୍ଣ୍ଣାଙ୍ଗ ବଜେଟ । ସପ୍ତଦେଶ ବଜେଟ ଅଧିବେଶନର ପ୍ରଥମ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ବଦଳିଲା ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷର ନାଁ

ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷ ଦରବାର ହଲ୍‌ ଓ ଅଶୋକ ହଲ୍‌ ନାଁ ପରିବର୍ତ୍ତନ ହୋଇଛି। ଦରବାର ହଲ୍‌ ନାମ ବଦଳ ହୋଇ ରହିଲା ‘ଗଣତନ୍ତ୍ର ମଣ୍ଡପ’ ହୋଇଥିବା ବେଳେ ଅଶୋକ ହଲ୍‌ ନାମ ପରିବର୍ତ୍ତନ ହୋଇ ରହିଲା ଅଶୋକ…

ନ୍ୟାୟ ପାଇଲେ ଓଏଏସ ଅଧିକାରୀ ଦେବ ପ୍ରସାଦ ଦାଶ: ହଟିଲା ନିଲମ୍ବନ ଆଦେଶ

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଦେବ ପ୍ରସାଦ ଦାଶଙ୍କୁ ମିଳିଲା ନ୍ୟାୟ। ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ସରକାର। ନିଲମ୍ବନ ଉଠିବା ପରେ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ଵ ପ୍ରଦାନ…

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ରାଜଧାନୀରେ ମହିଳା ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ…

ବିଧାୟକ ପାଣ୍ଠି ବୃଦ୍ଧିକୁ ନେଇ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ବିଭିନ୍ନ ଉନ୍ନୟନମୂଳକ ଓ ଅତ୍ୟାବଶ୍ୟକ ପ୍ରକଳ୍ପ କାର୍ଯ୍ୟ ପାଇଁ ଦିଆଯାଉଥିବା ବାର୍ଷିକ ବିଧାୟକ ପାଣ୍ଠିକୁ ବୃଦ୍ଧି କରିବା ନେଇ ବିଧାସଭାରେ ଦିଆଯାଇଥିବା…

ଆଜି ଆସିବ ରାଜ୍ୟ ବଜେଟ୍

ଆଜି ରାଜ୍ୟରେ ଆସିବ ନୁଆ ସରକାରଙ୍କ ନୂଆ ବଜେଟ୍ । ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ । ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନରେ ୨୦୨୪-୨୫…