Category: ତାଜା ଖବର

ରାଜ୍ୟରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା

ଓଡ଼ିଶାରେ ବର୍ଦ୍ଧିତ ଜନସଂଖ୍ୟା ଓ ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ରାଜ୍ୟର ୧୬ଟି ସ୍ଥାନରେ ୨୫ଟି ନୂତନ ଅବକାରୀ ଥାନା ଖୋଲିବାକୁଥିବା ସୂଚନା। ଗଂଜାମ, ବ୍ରହ୍ମପୁର, ବାଲେଶ୍ବରରେ ୩ଟି ଲେଖାଏଁ ଅବକାରୀ…

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଚଢ଼ାଉ । ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା । ଏକକାଳୀନ ୬ଟି ସ୍ଥାନ…

ଚିକିଟି ମଦ ମୃତ୍ୟୁ ମାମଲା, ମୃତ୍ୟୁ ସଂଖ୍ୟା ୩ରେ ପହଂଚିଲା

ଚିକିଟି ବିଷାକ୍ତ ମଦ ପିଇ ଏକାଧିକ ଲୋକ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଲକ୍ଷ୍ମଣ…

ରାଜ୍ୟରେ ବ୍ୟାପୁଛି ବାର୍ଡ ଫ୍ଲୁ; ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର

ରାଜ୍ୟରେ ଦିନକୁ ଦିନ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଆଜି ଭୁବନେଶ୍ବରର କୁକୁଡ଼ା ଦୋକାନୀଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ତରଫରୁ ନୋଟିସ୍ ଜାରି କରାଯାଇଛି । ସଂକ୍ରିମତ ଅଞ୍ଚଳରୁ କୁକୁଡ଼ା ନକିଣିବାକୁ ଦୋକାନୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ କୌଣସି…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ଅବକାରୀ ନୀତି

ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି। ସନ୍ତା ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଅବକାରୀ ନିୟମ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଏହି ନିୟମ ଅନୁଯାୟୀ ଗ୍ରାମାଞ୍ଚଳରେ କୌଣସି ନୂଆ ବିଦେଶୀ…

କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଏଆଇସିସି ସମ୍ପାଦକ ଭାବେ ଝାଡ଼ଖଣ୍ଡ ଦାୟିତ୍ଵ

କଂଗ୍ରେସ ସଭାପତି ନିମ୍ନଲିଖିତ ଦଳୀୟ କର୍ମକର୍ତ୍ତାମାନଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବରେ ନିଯୁକ୍ତ କରିଛନ୍ତି। ଏହି କ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଝାଡ଼ଖଣ୍ଡର…

୪ ଦିନିଆ ଓଡ଼ିଶା ଗସ୍ତରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଓଡ଼ିଶାରେ ଅଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ଭୁବନେଶ୍ବରରେ ନ୍ୟାସନାଲ ସିଏ କନଫରେନ୍ସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ।

ରିସର୍ଜେଣ୍ଟ ଓଡ଼ିଶା-୨୦୨୪; ୨୦୩୬ ଓ ୨୦୪୭ ମସିହାକୁ ନେଇ ବିରାଟ ଲକ୍ଷ୍ୟ ରହିଛି

ଓଡିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଏଠି ସମ୍ଭାବନା ଅଛି, ସୁଯୋଗ ମଧ୍ୟ ଅଛି। ଆମ ପାଖରେ ଖଣିଜ ସମ୍ପଦ ଭରପୂର ଅଛି। ତେଣୁ ନିର୍ମାଣର ବିଭିନ୍ନ କ୍ଷେତ୍ର ଯଥା ଅଟୋମୋବାଇଲ୍ସ, ଅଟୋ କମ୍ପୋନେଣ୍ଟସ୍, ଡୋମେଷ୍ଟିକ ଆପ୍ଲିଆନସେସ୍, ଡିଫେନ୍ସ, ଏରୋ ସ୍ପେସ୍,…

ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ଅଙ୍ଗନବାଡ଼ି କର୍ମୀ

ସୁଭଦ୍ରା ଯୋଜନାକୁ ନେଇ ସରକାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ସହାୟିକା ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥିପାଇଁ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ ଆବେଦନ କରିପାରିବେ । ଏମ୍‌ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା…

ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ

ଗୃହ ବିଭାଗର ଶ୍ବେତପତ୍ର ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ଶ୍ବେତପତ୍ରରେ ରାଜ୍ୟରେ ଅପରାଧ, ଆଇନଶୃଙ୍ଖଳା ନେଇ ତଥ୍ୟ ରହିଛି। ୨୦୨୩ ବର୍ଷରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ୩ ମାଓବାଦୀ ନିହତ ହୋଇଥିବା ବେଳେ ୧୩ ମାଓବାଦୀ…