Category: ତାଜା ଖବର

୫ଦିନ ଭିତରେ କେରଳ ଛୁଇଁବ ମୌସୁମୀ; ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି

ଆଗାମୀ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ । ଖୁବ୍‌ଶୀଘ୍ର ଆସୁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗ ସୁଚନା ଅନୁସାରେ ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍‌ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ। କିନ୍ତୁ ଏଥର ଶୀଘ୍ର ଦକ୍ଷିଣ-ପଶ୍ଚିମ…

ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର: ପ୍ରଦୀପ ପୁରୋହିତ

ଶେଷ ନିର୍ବାଚନ ପୁର୍ବରୁ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଜେଡିର ବିଶ୍ୱାସଘାତ ନେଇ ବିଜେଡି ଉପରେ ବର୍ଷିଛି ବିଜେପି। ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ପ୍ରଦୀପ ପୁରୋହିତଙ୍କ ସମାଲୋଚନା କହିଲେ ଚାଷୀଙ୍କୁ…

କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ରଣନୀତି

କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ହୋଇଛି ରଣନୀତି। ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଜଗଦେବଙ୍କୁ ସିସିଟିଭି ଫୁଟେଜ ଯାଞ୍ଚ ବିନା କିପରି ଜେଲରେ ରଖା…

ପ୍ରଚାର ପାଇଁ ଆଜି ଓଡ଼ିଶା ଆସିବେ ହିମନ୍ତ ବିଶ୍ଵଶର୍ମା ଓ କାଲି ଆସୁଛନ୍ତି ଅମିତ ଶାହା

ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିର୍ବାଚନରେ ପ୍ରଚାର ଓ ନିଜର ସରକାର ଗଠନ ପାଇଁ ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ…

ରାଜ୍ୟରେ ହୋଇଛି ୭୦.୯୯ ପ୍ରତିଶତ ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ମତଦାନର ସଂଖ୍ୟା ଆଜି ଦିନ ୧୧ଟା ସୁଦ୍ଧା ହୋଇଛି ୭୦.୯୯ ପ୍ରତିଶତ । ଭାରତ ନିର୍ବାଚନ ଆୟଗର ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ମତଦାନ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ୬୨ ପ୍ରତିଶତ ଓ…

ରାତି ୮.୩୦ ସୁଦ୍ଧା ରାଜ୍ୟରେ ହୋଇଛି ୬୦.୦୭ ପ୍ରତିଶତ ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ମତଦାନର ସଂଖ୍ୟା ବଢ଼ିବାରେ ବଢ଼ିବାରେ ଲାଗିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ସରିଥିବା ବେଳେ ରାତି ୯ଟା ସୁଦ୍ଧା ୬୦.୦୭ ପ୍ରତିଶତ ଭୋଟିଂ ଗଣନା ହୋଇଛି। ଏବେ ପର୍ଯ୍ୟନ୍ତ…

ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ହୋଇଛି ୫୯.୬୦ ପ୍ରତିଶତ ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳରେ ୬୫.୧୯, କଟକରେ…

ଆଜି ଦିନ ୩ ସୁଦ୍ଧା ରାଜ୍ୟରେ ହୋଇଛି ୪୮.୪୪ ପ୍ରତିଶତ ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି।…

ଦିନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୫.୬୯ ପ୍ରତିଶତ ମତଦାନ

ଆଜି ଆରମ୍ଭ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ହୋଇସାରିଛି ।ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ସୂଚନା ଅନୁଯାୟୀ, ଦିନ ୧ଟା ସୁଦ୍ଧା…

ନିର୍ବାଚନ ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହିନ୍ଦୋଳ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସୁଚନାମୂତବକ, ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା…