Category: ତାଜା ଖବର

କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା; ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତାର ଅବସ୍ଥା ଖରାପ

କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଓଡିଶାର ପାର୍ବଣ ପର୍ବ ଦୃଷ୍ଟି କୋଣରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ରାସ୍ତା ମରାମତି ନେଇ ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ । ମନ୍ତ୍ରୀ…

ଉଠା ଦୋକାନ ଉପରକୁ ମାଡିଗଲା ପୋଲିସ; ଦୁଇ ଆହତ

କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା । ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ ଥିବା ଉଠା ଦୋକାନୀ ଉପରକୁ ମାଡ଼ିଗଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ…

ଭୁବନେଶ୍ୱରରେ ଖୋଲିବ ଓମଫେଡ୍ ଭେଣ୍ଡିଂ ମେସିନ୍

ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ (ଓମଫେଡ୍) ଖୁବ୍‌ଶୀଘ୍ର ରାଜଧାନୀରେ ନିଜର ଭେଣ୍ଡିଂ ମେସିନ୍ ଆରମ୍ଭ କରିବାକୁ ଯାଉଛି । ଯାହା ଗ୍ରାହକଙ୍କୁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମାଧ୍ୟମରେ ଏହାର ଉତ୍ପାଦ କ୍ରୟ କରିବାକୁ ଅନୁମତି ଦେବ ବୋଲି ସୂଚନା…

ରେଭେନ୍ସା ନାମ ପରିବର୍ତ୍ତନ ହେବା ଆବଶ୍ୟକ: ଭର୍ତ୍ତୃହରି ମହତାବ

ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଜୋର ଧରିଛି ବିବାଦ। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ ଆଲୋଚନା ଚକ୍ରରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ ଭର୍ତ୍ତୃହରି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି…

ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ପାରା ଅଲିମ୍ପିଆନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 

ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ଭାରତୀୟ ପାରା ଅଲିମ୍ପିଆନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ଇତିହାସ ରଚିଥିବା ପାରାଆଥ୍‌ଲେଟ୍ ଏବଂ ସେମାନଙ୍କ କୋଚ୍‌ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ପ୍ୟାରିସ୍…

କଣାସରେ ବାର୍ଡ ଫ୍ଲୁ !

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ବିଭିନ୍ନ ବ୍ଲକ ଅଞ୍ଚଳ ପରେ ଏବେ କଣାସ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ଅଭିଯୋଗ ଆସିଛି। ଅଭିଯୋଗ ପରେ ସତ୍ୟାସତ୍ୟ ଜାଣିବା ପାଇଁ କୁକୁଡ଼ାଙ୍କ ଲାଳ ରକ୍ତ ନମୁନା ଭୋପାଳ ପରୀକ୍ଷାଗାରାକୁ…

ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ

ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାରେ ମଦ କ୍ୟାବିନ ଖୋଲିବାକୁ ଥିବା ବେଳେ ଏଥିରେ ପରିବର୍ତ୍ତନ ହୋଇଛି । ଆଉ ମଦ କ୍ୟାବିନ୍‌ ଖୋଲିବନି ବୋଲି ନିଷ୍ପତ୍ତି ନିଆଯାଇଛି। ବେଳାଭୂମି ସହ…

ରତ୍ନଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ

ରତ୍ନଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ କରାଯିବ ବୋଲି ଜଣାପଡିଛି। ରାତି ୨ଟାରୁ ଦ୍ବାରଫିଟା ନୀତି ହେବାକୁ ଥିବା ବେଳେ ରାତି…

କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଛି। ସିବିଆଇ ଦ୍ୱାରା ପଞ୍ଜୀକୃତ ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଜାମିନର ସର୍ତ୍ତ ଅନୁସାରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇପାରିବେନି କି କୌଣସି ସରକାରୀ କାଗଜରେ…

ଶ୍ରୀମନ୍ଦିର ରୋଷଘର ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଶ୍ରୀମନ୍ଦିର ରୋଷଘରେ ଲୁହା କଢେଇରେ ରାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଙ୍ଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି। ରୋଷଘର ପରିଦର୍ଶନ କରି କଢେଇ ଜବତ ସହ ରିପୋର୍ଟ ଦାଖଲ…