Category: ତାଜା ଖବର

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ସୋସିଆଲ୍ ମିଡିଆ ଉପରୁ ହଟିଲା ପ୍ରତିବନ୍ଧକ । ଜେନ ଜେଡ ଯୁବକଙ୍କ ନେତୃତ୍ୱରେ ପ୍ରତିବାଦ ହିଂସାତ୍ମକ ହେବା ଫଳରେ ପୋଲିସ ସହିତ ସଂଘର୍ଷ ଏବଂ…

ଭିତରକନିକାରେ ନିଖୋଜ ମା ପୁଅ ଉଦ୍ଧାର

ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅ ଜୀବିତ ଉଦ୍ଧାର । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ମା ଓ ପୁଅ । ବନ ବିଭାଗର ୧୦ଟି ଟିମ୍‌ ଖୋଜାଖୋଜି ପରେ ସେମାନଙ୍କୁ…

ଗଣେଶ ଭସାଣିରେ ଦୁଇଟି ଡିଜେ ଟ୍ରକ ଧକ୍କା ଘଟଣା: ଦୁଇ ଡିଜେକୁ ଜବତ୍ କରାଯିବା ସହ ଗୃହକୁ ସିଲ୍ କଲା ପୋଲିସ

ଗଲା ଦୁଇ ଦିନ ତଳେ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଫୁଲଟା ଗ୍ରାମରେ ଗଣେଷ ପୁଜା ବିସର୍ଜନ ବେଳେ ଦୁଇ ଗୋଷ୍ଠୀର ଡିଜେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି । ପରସ୍ପର ନିଜକୁ ଶକ୍ତିଶାଳୀ ଦେଖେଇ ହେବାକୁ ଦୁଇ ଡିଜେ ଗାଡ଼ି…

ସୋସିଆଲ୍‌ ମିଡିଆରେ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉଦାହରଣ ନିଶାନା !

ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ର। କାହା ନାଁ ନ ନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର। ଶ୍ରୀମୟୀ କାହାକୁ ରାଜନୀତିରେ ‘ଧୃତରାଷ୍ଟ୍ର’ ଆଖ୍ୟା ଦେଇଛନ୍ତି ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର…

ଉପରାଷ୍ଟ୍ରପତି ନିର୍ବାଚନରୁ ବିରତ ରହିବ ବିଜେଡି

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ବିଜେଡି କାହାକୁ ସମର୍ଥନ ଦେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ପୁନଚ୍ଛେଦ। ଭୋଟିଂ ବେଳେ ଅନୁପସ୍ଥିତ ରହିବ ବିଜୁ ଜନତା ଦଳ। ଏ ନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ…

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ବାହାରିବେ ଅଣଛାତ୍ର

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରିବେ ଅଣଛାତ୍ର। ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ଅଣଛାତ୍ର ବିଦା ହେବେ । ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଶ୍ବବିଦ୍ୟାଳୟର ୧,୨,୩ ଓ ୫…

ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ।ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ନୂଆପଡ଼ାର ୪ ଥରର ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ସୂଚନାଯୋଗ୍ୟ, ନୂଆପଡ଼ାରୁ…

ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ

ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ । ଏହି ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ରହିଛନ୍ତି । ଏହା ସହ ବୈଠକରେ ବିଜେପି…

ଭିତରକନିକା ଜଙ୍ଗଲରେ ମାଆପୁଅ ନିଖୋଜ; ୫ ଦିନ ହେବ ମିଳୁନି ପତା 

ଭିତରକନିକା ଜଙ୍ଗଲ ଭିତରେ ମାଆପୁଅ ନିଖୋଜ। ନଦୀକୁ ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ ଥିବା ଅଭିଯୋଗ ହୋଇଛି। ଭଉଣୀ ଓ ପୁତୁରା ସହ ଉଭୟ ଯାଇଥିବା ବେଳେ ୫ ଦିନ ହେଲାଣି ପତ୍ତା…

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ । ସେଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । କମିଟି, ବୋର୍ଡ ନିଗମ ନିଯୁକ୍ତି, ମନ୍ତ୍ରିମଣ୍ଡଳ…