Category: ତାଜା ଖବର

ନେପାଳରେ ସ୍ଥିତି ଅଣାୟତ୍ତ; ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ବିକ୍ଷୋଭକାରୀ

ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବୃଦ୍ଧି ପାଉଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି।ଉତ୍ତେଜନା ଏତେ ସାଂଘାତିକ ହେଲାଣୀ ଏଥିରେ ୨୦ରୁ ଅଧିକ ଜଣଙ୍କ ଜୀବନ ଗଲାଣି। ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଇଛନ୍ତି…

ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ

ଉପରାଷ୍ଟ୍ରପତି ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ମହାରାଷ୍ଟ୍ର ରାଜ୍ୟପାଳ ତଥା ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସିପି ରାଧାକ୍ରିଷ୍ଣନ ଏବେ ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟସଭା ମହାସଚିବ…

ନେପାଳରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପଲାଇନ ନମ୍ୱର

ନେପାଳରେ ଜାରି ରହିଛି ବିଦ୍ରୋହ। ଗତ ଦୁଇ ଦିନ ଧରି ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟରେ ଭାରତ ସରକାର ଏହି ପ୍ରତିବାଦ ସମ୍ପର୍କରେ ଏକ ଆଡଭାଇଜରୀ ଜାରି କରିଛନ୍ତି। ବୈଦେଶିକ ବ୍ୟାପାର…

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

ନେପାଳରେ ଜାରି ରହିଛି ବିଦ୍ରୋହ। ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀଙ୍କ ସମେତ ଦଶ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସରକାର ସୋସିଆଲ ମିଡିଆ ଉପରୁ…

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ବିଜେଡି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ବିଜେଡି ଛାଡ଼ିଥିବା…

ପାଇପ୍ ଲାଇନ୍ ବିଛାଇବା ଉପରେ ଲାଗିଲା କଟକଣା; ଅନୁମତିପତ୍ର ଦେବା ବାଧ୍ୟତାମୂଳକ

ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ ଲାଗିଲା କଟକଣା। ଏବେ ପାଇପ୍ ଲାଇନ୍ ବିଛାଇବା ପାଇଁ ୱାଟର୍‌ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ ।…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ଗୋପନ ବାଲଟ୍‌ରେ ଭୋଟ୍ ଦେଉଛନ୍ତି ସାଂସଦ । ସଂସଦ ଭବନରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭୋଟ୍…

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ସୋସିଆଲ୍ ମିଡିଆ ଉପରୁ ହଟିଲା ପ୍ରତିବନ୍ଧକ । ଜେନ ଜେଡ ଯୁବକଙ୍କ ନେତୃତ୍ୱରେ ପ୍ରତିବାଦ ହିଂସାତ୍ମକ ହେବା ଫଳରେ ପୋଲିସ ସହିତ ସଂଘର୍ଷ ଏବଂ…

ଭିତରକନିକାରେ ନିଖୋଜ ମା ପୁଅ ଉଦ୍ଧାର

ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅ ଜୀବିତ ଉଦ୍ଧାର । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ମା ଓ ପୁଅ । ବନ ବିଭାଗର ୧୦ଟି ଟିମ୍‌ ଖୋଜାଖୋଜି ପରେ ସେମାନଙ୍କୁ…

ଗଣେଶ ଭସାଣିରେ ଦୁଇଟି ଡିଜେ ଟ୍ରକ ଧକ୍କା ଘଟଣା: ଦୁଇ ଡିଜେକୁ ଜବତ୍ କରାଯିବା ସହ ଗୃହକୁ ସିଲ୍ କଲା ପୋଲିସ

ଗଲା ଦୁଇ ଦିନ ତଳେ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଫୁଲଟା ଗ୍ରାମରେ ଗଣେଷ ପୁଜା ବିସର୍ଜନ ବେଳେ ଦୁଇ ଗୋଷ୍ଠୀର ଡିଜେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି । ପରସ୍ପର ନିଜକୁ ଶକ୍ତିଶାଳୀ ଦେଖେଇ ହେବାକୁ ଦୁଇ ଡିଜେ ଗାଡ଼ି…