Category: ତାଜା ଖବର

ଜାଭେଲିନ ଥ୍ରୋରେ ଫାଇନାଲକୁ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା

ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା । ଆଜି ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋର ପ୍ରଥମ ପ୍ରୟାସରେ ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ। ଦ୍ୱିତୀୟ ପ୍ରୟାସରେ ସେ…

ଜାଭେଲିନ ଥ୍ରୋ ଫାଇନାଲରେ ଭାରତର ନୀରଜ ଚୋପ୍ରା

­ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଜାଭେଲିନ ଥ୍ରୋ ଏଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ନୀରଜ ଚୋପ୍ରା । ଆଜି କ୍ୱାଲିଫାୟରର ପ୍ରଥମ ଥ୍ରୋ ରେ ସେ ୮୯.୩୪ ମିଟର ଦୂରତାରେ ଥ୍ରୋ ପକାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ…

ମିଳୁନି ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା; ଡିଏନ୍‌ଏ ସାମ୍ପଲ ଦେଲେ ଭଉଣୀ ସୋମାଲି

କେରଳ ୱାୟନାଡ଼ ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଏଯାଏଁ କୌଣସି ପତ୍ତା ମିଳିନାହିଁ । ଡାକ୍ତର ସ୍ୱାଧୀନଙ୍କୁ ଖୋଜିବା ପାଇଁ ଆଜି ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି ତାଙ୍କ ଭଉଣୀ ସୋମାଲି । ଏହି ଡିଏନ୍‌ଏ ଟେଷ୍ଟ…

ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟର ନୋଟିସ

ଚାଳିତବର୍ଷ ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ହୋଇଥିବା ଅଭିଯୋଗକୁ ଆଧାରକରି ହାଇକୋର୍ଟରେ ମାମଲା ଦାଏର ପରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଜାରି ହୋଇଛି ନୋଟିସ । ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ପରେ ବିଧାୟକ ଅରୁଣ ସାହୁଙ୍କୁ…

ବିଜେପି ପଦାଧିକାରୀ ବୈଠକ ଆରମ୍ଭ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବିଜେପି ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ଚାଲିଛି ବୈଠକ। ଆଜି ବସିଥ‌ିବା ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ସହ ରାଜ୍ୟ ଏବଂ କେନ୍ଦ୍ର…

୨ଦିନିଆ ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ

ଅଧିକ ପଚରାଉଚରା ଓ ତଥ୍ୟ ହାସଲ କରିବା ପାଇଁ ୫ ସ୍ତ୍ରୀଙ୍କ ସ୍ବାମୀ ସହ ୪୯ ଜଣଙ୍କ ପ୍ରେମିକ ସାଜିଥିବା ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ। ଆଜି ପ୍ରଥମ ଦିନରେ କମିଶନରେଟ ପୋଲିସ ସତ୍ୟଜିତ ରହୁଥିବା ଚନ୍ଦ୍ରଶେଖରପୁର ଘରୁ…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଦିନ ୧୧ ଟା ୩୦ ସମୟରେ ଲୋକସେବା ଭବନରେ ବସିବ ବୈଠକ । ଏହା ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ୍ ବୈଠକ । ବୈଠକରେ କିଛି…

ପୋଲାଭରମ୍ ସ୍ଥିତି ପରଖିବ ବିଜେଡି ଟିମ୍

ଆସନ୍ତାକାଲି ପୋଲଭରମ ଗସ୍ତରେ ଯିବେ ବିଜେଡି ଟିମ୍ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଟିମ ଗଠନ କରିଛନ୍ତି । ଆସନ୍ତାକାଲି ପୋଲଭରମକୁ କମିଟିର ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୋଲାଭରମ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ସ୍ଥିତି…

କୁବେର ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ସରୁନି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ। ଆଖି ଖୋସି ହୋଇଗଲା ଭଳି ଘର ଓ ସମ୍ପତ୍ତି। ଏହାମଧ୍ୟରେ ଯାଞ୍ଚ ଓ ଛାନଭିନ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ବାନ୍ଧିଲା…

୩ ଦିନ ବର୍ଷା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ ଲାଗିରହିଛି ବର୍ଷା। ଆହୁରି ୩ ଦିନ ପ୍ରବଳ ବର୍ଷା । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,…