ତାଜା ଖବର ରାଜ୍ୟ ‘ମୋ ମଶାରୀ’ ଯୋଜନା ବାଟବଣା: ବିଜଦର ବିଶ୍ବସ୍ତରୀୟ ସାସ୍ଥ୍ୟସେବାରେ ଓଡ଼ିଶା ମ୍ୟାଲେରିଆରେ ୧ ନମ୍ବର July 18, 2024 Papirani ବିଜଦ ସରକାର ସମୟରେ ସବୁ କାମ ବିଶ୍ବସ୍ତରୀୟ ହେଇଥିଲା । ଏପରିକି ସ୍ବାସ୍ଥ୍ୟସେବା ମଧ୍ୟ ବିଶ୍ବସ୍ତରୀୟ ବୋଲି ପ୍ରଚାର ହେଉଥିଲା । କିନ୍ତୁ ଏହା ବାସ୍ତବ ନ ହୋଇ କେବଳ ପ୍ରଚାରରେ ସୀମିତ ଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଓ ମୃତ୍ୟୁହାରରେ…
ତାଜା ଖବର ରାଜନୀତି ରାଜ୍ୟ ଅଧ୍ଯକ୍ଷଙ୍କ ଲୋକ ଟେଣ୍ଡର ନପାଇବାରୁ ବାତିଲ ହେବ ବିଜୁ ସଭାଘର ? July 18, 2024 Papirani ନବୀନ ସରକାରରେ କିଭଳି ଟେଣ୍ଡର ଫିଲିଂ ହେଉଥୁଲା, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏଠାରେ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ପିସି ବନ୍ଦ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ବାନ ଦେବା ପରେ ପିସି…
ତାଜା ଖବର ରାଜ୍ୟ ଭିତର ରତ୍ନଭଣ୍ଡାରକୁ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ July 18, 2024 Papirani ଆଜି ନିର୍ଦ୍ଧାରିତ ସମୟରେ ଖୋଲାଯାଇଛି ଭିତର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ବୁଲି ତଦାରଖ କରିବା ପାଇଁ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ…
ତାଜା ଖବର ରାଜନୀତି ରାଜ୍ୟ ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ତୃତୀୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ July 18, 2024 Papirani ଆଜି ଲୋକସଭା ଭବନରେ ବସିଛି କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ…
ତାଜା ଖବର ଦେଶ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୪ ଜଣ ଗୁରୁତର July 18, 2024 Papirani ପୁଣି ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଛତିଶଗଡ଼ରେ ସିଆରପିଏଫ୍ ଓ ଡିଆର୍ଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ନକ୍ସଲ । ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ବିସ୍ଫୋରଣରେ ୪ ଜଣ…
ତାଜା ଖବର ରାଜ୍ୟ ୯ଟା ୫୧ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର July 18, 2024 Nirvay ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ରତ୍ନଭଣ୍ଡାରର ଖୋଲିବ। କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ନିର୍ଦ୍ଧାରିତ ସମୟ ୯ଟା ୫୧…
ତାଜା ଖବର ରାଜନୀତି ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ July 17, 2024 Papirani ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ସରକାର । ଯୋଜନା ବୋର୍ଡ ଭାଙ୍ଗିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ ।ପୂର୍ବ ସରକାର ସମୟରେ ଏହି ପଦକୁ ଏକ ରାଜନୈତିକ ଥଇଥାନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲେ । ନୂତନ ସରକାର ଆସିବ…
ତାଜା ଖବର ରାଜ୍ୟ ସୁନା ବେଶରେ ଦର୍ଶନ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି July 17, 2024 Papirani ସୁନା ଅଳଙ୍କାରରେ ସଜ୍ଜିତ ହେଲେ ତିନି ଠାକୁର । ରାଜରାଜେଶ୍ୱର ବେଶରେ ଦର୍ଶନ ଭ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ହୋଇଛି ମହଣ ମହଣ ସୁନା। ଜଗାର ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନ ସମୁଦ୍ର । ଦିବ୍ୟ…
ତାଜା ଖବର ଦେଶ ରାଜନୀତି କାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ July 17, 2024 Papirani ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ ବୈଠକ । ଏହି ବୈଠକ ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଯାଉଛି । ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ…
ତାଜା ଖବର ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶା ସହିତ ୫ଟି ରାଜ୍ୟକୁ ମିଳିପାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ July 17, 2024 Papirani ଦିଲ୍ଲୀ ପାଇଁ ସ୍ଵତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦାବି ମଧ୍ୟରେ କେନ୍ଦ୍ରର ଏନଡିଏ ସରକାର ବିକାଶ ଦୃଷ୍ଟିରୁ ପ୍ରାୟ ଛଅଟି ପଛୁଆ ରାଜ୍ୟକୁ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ବିଚାର କରିପାରନ୍ତି। ଅଧିକାରୀ କହିଛନ୍ତି ଯେ ବିହାର ଏହି ଛଅଟି…