Category: ତାଜା ଖବର

ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା: ସ୍ତ୍ରୀକୁ ନିଜେ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ ଘଟୁଛି ଅଭାବନୀୟ ଘଟଣା । ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ୨୪ ଘଣ୍ଟା ନ…

୨୦୩୬ରେ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଇଓସିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ । ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି ଦ୍ବାରା ଇଚ୍ଛା ଜାହିର କରିଛି ଭାରତୀୟ ଅଲିମ୍ପିକ୍ସ ସଂଘ । ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ…

ଜାତୀୟ ଉତ୍ସବ ଭାବେ ପାଳିତ ହେବ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ

କେନ୍ଦ୍ର ସରକାର ଉତ୍କଳ କେଶରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଜାତୀୟ ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତର ହରେକୃଷ୍ଣ ମହତାବଙ୍କୁ ଏହିପରି ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ଦେବାକୁ ଜାତୀୟ…

ମେଘନାଦ ପାଚେରୀରୁ ପାଣି ଗଳିବା ଘଟଣାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: ବିଜେଡି 

ମେଘନାଦ ପାଚେରୀରେ ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହେବାକୁ ଲାଗିଛି । ଗୋଟେ ଦଳ ଅନ୍ୟ ଦଳ ଉପରେ ମେଘନାଦ ପାଚେରୀରେ ଫାଟକୁ ନେଇ ଦୋଷ ଲଦିବାର ସୁଯୋଗ ଛାଡୁନାହାନ୍ତି ।…

ଭଦ୍ରକ ରେ ନନ୍ଦନକାନନ ଏକ୍ସପ୍ରେସ କୁ ଗୁଳିମାଡ଼

ମଙ୍ଗଳବାର ଦିନ ନନ୍ଦନକାନନ ଏକ୍ସପ୍ରେସ୍ ଟ୍ରେନ୍ କୁ ଗୁଳିକାଣ୍ଡ ଅଭିଯୋଗ ଆସିବା ପରେ ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି ।ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୯:୪୫ ସମୟରେ ଘଟିଥିଲା। ଖୋର୍ଧା ରୋଡ୍ କୋଚିଂ କଣ୍ଟ୍ରୋଲ୍ ଏହି…

ଦାଦନ ସର୍ଦ୍ଦାରଙ୍କୁ ନେଇ ଚିନ୍ତାରେ ଶ୍ରମ ବିଭାଗ

ବଲାଙ୍ଗିର ଜିଲ୍ଲା ବେଲପଡା଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦାଦନ ଶ୍ରମିକ ଚାଲାଣ ହଟେଇ ଦେବି ବୋଲି ତାଙ୍କ ବକ୍ତବ୍ୟରେ କହିଲା ପରଠାରୁ ଶ୍ରମ ବିଭାଗ ଓ ମଣିଷ ବେପାରୀ ଦାଦନ ଶ୍ରମିକ ସର୍ଦ୍ଦାରମାନଙ୍କ ମୁଣ୍ଡ ବିନ୍ଧା ବଢ଼ି ଯାଇଛି । ମଣିଷ…

କାନାଡାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିନ୍ଦା

କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଯାହା ଖାଲିସ୍ତାନ ସମର୍ଥକ କାର୍ଯ୍ଯକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ହୋଇଥିଲା, ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ତୀବ୍ର ନିନ୍ଦା କରିଥିଲେ। ସେ ଏହା ମଧ୍ଯ କହିଥିଲେ ଯେ ଏଭଳି ହିଂସାକାଣ୍ଡ…

ମୋହନ ସରକାର ଚାହାନ୍ତି ନାହିଁ କି ଝୋଟ ବ୍ୟାଗ୍ ଦୁର୍ନୀତିରୁ ପରଦା ହଟୁ ?

ଝୋଟ ବ୍ୟାଗ୍ ଦୁର୍ନୀତି ପ୍ରଘଟ ହେଲେ ମୋହନ ସରକାର ଭାଙ୍ଗିଯିବ କି ? ଯଦି ଏଭଳି ସାମାନ୍ୟତମ ଆଶଙ୍କା ନାହିଁ, ତେବେ ମୋହନ ସରକାରଙ୍କର ଅଫିସରମାନେ ଏ ସଂକ୍ରାନ୍ତ ତଥ୍ୟ ଲୁଚାଉଛନ୍ତି କାହିଁକି ? ଅନ୍ୟ ଅର୍ଥରେ ନବୀନ-ପାଣ୍ଡିଆନ ସରକାରଙ୍କ ଦୁର୍ନୀତିକୁ…

ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନୂଆ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର…

ବଦଳିଲା କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ଉପ ନିର୍ବାଚନ ତାରିଖ

ତିନୋଟି ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ଏକାଧିକ ରାଜନୀତିକ ଦଳର ଅନୁରୋଧକ୍ରମେ ଆଜି ଭାରତୀୟ ନିର୍ବାଚନ କମିଶନ କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବଧାନସଭା ଆସନ ପାଇଁ ହେବାକୁ ଥିବା ଉପ…