ତାଜା ଖବର ରାଜ୍ୟ ସର୍ଗିଫୁଲ ଉତ୍ସବ ୨୦୨୪ ଶୁଭାରମ୍ଭ କଲେ ମନ୍ତ୍ରୀ ରବି ନାରାୟଣ ନାଏକ December 18, 2024 Papirani ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ସର୍ଗିଫୁଲ ଉତ୍ସବ ୨୦୨୪ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀଯୁକ୍ତ ରବି ନାରାୟଣ ନାଏକ । ଅନୁସୂଚିତ ଜନଜାତି,…
ତାଜା ଖବର ରାଜନୀତି ରାଜ୍ୟ ପ୍ରଦୀପଙ୍କ ବିରୋଧରେ ହୋଇଥିବା ଚାକିରି ଠକେଇ ମାମଲାରୁ ଓହରିଲେ ୩ ଏତଲାକାରୀ December 18, 2024 Papirani ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା କ୍ଲିନ ଚିଟ। ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ୩ ଏତଲାକାରୀ ଓହରିଯାଇଛନ୍ତି । ଆଜି ବ୍ରହ୍ମପୁର ଜେଏମଏଫସି କୋର୍ଟରେ ନିଜ ଏତଲା ଉଠାଇ…
ତାଜା ଖବର ରାଜ୍ୟ ଦୁଇ ମାସରେ ସରିବ ଆବାସ ସର୍ଭେ: ରବିନାରାୟଣ ନାଏକ December 18, 2024 Papirani ଦୁଇ ମାସରେ ସରିବ ଆବାସ ସର୍ଭେ । ଆଜି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେ କହିଛନ୍ତି, ଏବେ ଗ୍ରାମାଞ୍ଚଳରେ ସର୍ଭେ କାମ ଚାଲିଛି । ଗ୍ରାମସଭା ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି । ଏପରିକି…
ତାଜା ଖବର ରାଜ୍ୟ ବୈଷ୍ଣବ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର December 18, 2024 Papirani ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର୍ ବୈଷ୍ଣବ ସାମଲଙ୍କୁ ତାଙ୍କ ଲିଖିତ ପ୍ରବନ୍ଧ ଭୂତି ଭକ୍ତି ବିଭୂତି ପୁସ୍ତକ ପାଇଁ ମିଳିବ…
ତାଜା ଖବର ରାଜନୀତି ରାଜ୍ୟ ଆଜିଠୁ ୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 18, 2024 Papirani ଆସନ୍ତାକାଲିଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିସେମ୍ବର ୧୯, ୨୦ ଓ ୨୧ରେ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।ଏହା ପରେ…
ତାଜା ଖବର ରାଜନୀତି ରାଜ୍ୟ ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି December 18, 2024 Papirani ଡିସେମ୍ୱର ୨୬ରେ ବିଜେଡି ପାଳିବ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ। ସବୁ ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଏଥିରେ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ମନେ ପକାଇବ । ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ…
ଖେଳ ତାଜା ଖବର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍ December 18, 2024 Papirani ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ୍ । ଟିମ୍ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ୍ ଆଜି ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା…
ଖେଳ ତାଜା ଖବର ବର୍ଷା ସାଜିଲା ବାଧକ; ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ମ୍ୟାଚ୍ ଡ୍ର’ December 18, 2024 Papirani ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ ହୋଇଛି। ଲଗାଣ ବର୍ଷା ସାଜିଲା ବାଧକ। ପଞ୍ଚମ ଦିନରେ ଖରାପ ଲାଇଟ୍ ଏବଂ ବର୍ଷା ଯୋଗୁ ମ୍ୟାଚକୁ ଅମ୍ପାୟାର ଡ୍ର’ ଘୋଷଣା…
ତାଜା ଖବର ରାଜ୍ୟ ଭୁବନେଶ୍ୱର ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଟିମ “ଅଦୃଶ୍ୟ “ December 17, 2024 Bijaya Laxmi Dash ଭୁବନେଶ୍ୱରରେ ହେଉଥିବା ଆପାର୍ଟମେଣ୍ଟ ଲୁଟ୍ ଘଟଣାରେ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ “ଅଦୃଶ୍ୟ “ଗଠନ କରାଯାଇଛି । ଟିମ୍ର ମୁଖ୍ୟ ଅଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ସ୍ପେସାଲ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁ…
ଖେଳ ତାଜା ଖବର ଦେଶ ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍ର ଟିକେଟ December 17, 2024 Bijaya Laxmi Dash ଆସନ୍ତା ଡିସେମ୍ବର ୨୮ରୁ ଫେବ୍ରୁଆରି ୧ ଯାଏ ଚାଲିବ ପୁରୁଷ ଲିଗ୍।ରାଉରକେଲାରେ ଡିସେମ୍ବର ୨୮ରେ ଆରମ୍ଭ ହେବ।ମହିଳା ଲିଗ୍ ରାଞ୍ଚିରେ ଜାନୁଆରି ୧୨ରେ ଆରମ୍ଭ ହେବାକୁ ଯାଉଛି।ଜାନୁଆରି ୨୬ରେ ଖେଳାଯିବ ମହିଳା ଲିଗ୍ର ଫାଇନାଲ।ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍ର ସବୁ…