ତାଜା ଖବର ରାଜ୍ୟ ରାଜସ୍ୱ ଅଧିକାରୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ September 19, 2025 Papirani ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ । ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ବିଭାଗ ଅତିରିକ୍ତ…
ତାଜା ଖବର ରାଜ୍ୟ ୨ ବର୍ଷରେ KISSକୁ ୩୪ କୋଟି ୭୩ ଲକ୍ଷ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର: ନିତ୍ୟାନନ୍ଦ ଗଣ୍ଡ September 19, 2025 Papirani ୨ ବର୍ଷରେ KISSକୁ ୩୪ କୋଟି ୭୩ ଲକ୍ଷ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ୧୫ ଶହ କ୍ୱିଣ୍ଟାଲ ଚାଉଳ ବି ଯୋଗାଉଛନ୍ତି ସରକାର । ଏ ନେଇ ଆଜି ଗୃହରେ ଅନୁଦାନ…
ତାଜା ଖବର ରାଜ୍ୟ ବିଶ୍ବବିଦ୍ୟାଳୟରେ ୬ ଛାତ୍ରୀ ହୋଇଛନ୍ତି ଯୌନ ନିର୍ଯାତନାର ଶିକାର: ଉଚ୍ଚଶିକ୍ଷା ମନ୍ତ୍ରୀ September 19, 2025 Papirani ଆଜି ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନ ୧୨ ଜୁନ୍ ୨୦୨୪ ରୁ ଆଜି ପର୍ଯ୍ୟନ୍ତ କେତେଜଣ ଛାତ୍ରୀମାନେ ମାନସିକ, ଶାରୀରିକ ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବାର ଅଭିଯୋଗ ହୋଇଛି ଓ ତା’ର ତଦନ୍ତ କରି କ’ଣ କାର୍ଯ୍ୟାନୁଷ୍ଠାନ…
ତାଜା ଖବର ରାଜ୍ୟ ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ: ଉଚ୍ଚଶିକ୍ଷା ମନ୍ତ୍ରୀ September 19, 2025 Papirani ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ ପଦ । ଏ ନେଇ ଆଜି ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କରିଥିବା ପ୍ରଶ୍ନ, ରାଜ୍ୟରେ କେଉଁ ବର୍ଗର କେତେ ସଂଖ୍ୟକ ମଞ୍ଜୁରିପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ରହିଛି ଏବଂ…
ତାଜା ଖବର ରାଜ୍ୟ ଜାଲ୍ ସାର୍ଟିଫିକେଟ ପାଇଁ ନିଲମ୍ବିତ ହୋଇଛନ୍ତି ୪୨୪ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ September 19, 2025 Papirani ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରୀରୁ ନିଲମ୍ବନ ହୋଇଛନ୍ତି ୪୨୪ ଜଣ ଶିକ୍ଷକ । ଏ ନେଇ ଆଜି ଗୃହରେ ବିଧାୟିକା ସୁଭାଷିନୀ ଜେନାଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ…
ତାଜା ଖବର ରାଜ୍ୟ ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ September 19, 2025 Papirani ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେଡି କଳି। ବିଜେଡ଼ି ନେତ୍ରୀ ଶ୍ରୀମୟୀଙ୍କୁ ଦଳରେ ଅଣଦେଖାକୁ ନେଇ ପରୋକ୍ଷରେ ମୁହଁ ଖୋଲୁଥିବା ବେଳେ ଆଜି ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ…
ତାଜା ଖବର ରାଜ୍ୟ ରାଜ୍ୟରେ ସାର ସଙ୍କଟ ନେଇ ବିରୋଧୀଙ୍କ ହୋହଲ୍ଲା; ଅପରାହ୍ନ ୪ଟା ଯାଏ ମୁଲତବୀ September 19, 2025 Papirani ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଅଚଳ ହୋଇଯାଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା । ସାର ସମସ୍ୟା ନେଇ ବିରୋଧୀଙ୍କ ହୋହ୍ଲାଲା ଏବଂ ନାରାବାଜୀରେ ଗୃହ କାର୍ଯ୍ୟ ମାତ୍ର ୪ ମିନିଟ୍ ଚାଲି ପାରିଛି । ଅପରାହ୍ନ…
ତାଜା ଖବର ରାଜ୍ୟ ରେଡ୍ ଫ୍ଲାଗ୍ ହେଲା ଶୁଭମିତ୍ରା ମର୍ଡର କେସ୍ September 19, 2025 Papirani ରେଡ୍ ଫ୍ଲାଗ୍ ହେଲା ବହୁ ଚର୍ଚ୍ଚିତ ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ଓ ଶୁଭମିତ୍ରା ମର୍ଡର କେସ୍ ହେଲା ରେଡ୍ ଫ୍ଲାଗ୍। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । କମିଶନରେଟ୍…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍ September 19, 2025 Papirani ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍ ଅନ୍ତର୍ଯ୍ୟାମୀ ସାହୁ ।ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାସଭବନ ଓ ଅଫିସ୍ ସମେତ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।…
ତାଜା ଖବର ରାଜନୀତି ରାଜ୍ୟ ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍ଟି ସୁଧାର’ : ତରୁଣ ଚୁଗ୍ September 18, 2025 Papirani ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଠ ଆନୁକୁଲ୍ୟରେ “ଆଗାମୀ ପିଢୀର ଜିଏସ୍ଟି ସୁଧାର” ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଆଜି ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ସୁଧାର ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ…