Category: ତାଜା ଖବର

ରାଜ୍ୟରେ ଲଭର୍ସ ପଏଣ୍ଟର ସୁରକ୍ଷା ବଢ଼ାଇବେ ସରକାର: ପ୍ରଭାତୀ ପରିଡ଼ା

ଗୋପାଳପୁର ଦୁଷ୍କର୍ମ ଘଟଣା ପରେ ‘ଲଭର୍ସ ପଏଣ୍ଟ’କୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏହାର ସୁରକ୍ଷା ପାଇଁ ଦୁଇ ଥର ବୈଠକ ବସି ସାରିଥିବାବେଳେ ଏହାକୁ ନେଇ ଗୁରୁତ୍ୱ ଦେଉଛୁ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ…

ମେଗା ଧାରାବାହିକ ଅନୁପମା ସୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇର ସୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ଟିଭି ଷ୍ଟାରପ୍ଲସ୍ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ଅନୁପମାର ସୁଟିଂ ସେଟ୍‌ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂ ସେଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ବ୍ୟାପକ…

ମୁଖ୍ୟମନ୍ତ୍ରୀଙ୍କ ଆସିକା ଗ୍ରସ୍ତ ପୂର୍ବରୁ ୨୫ ବିଜେଡି କର୍ମୀ ଅଟକ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସିକା ଗ୍ରସ୍ତ ପୂର୍ବରୁ ବିଜେଡି କର୍ମୀ ଅଟକ । ଗଞ୍ଜାମ ଯୁବ ବିଜେଡି ସଭାପତିଙ୍କ ସମେତ ୨୫ ଅଟକ ରହିଥିବା ଜଣାପଡିଛି। କଳିଙ୍ଗ ରୋଡ଼ ବିଜେଡି କାର୍ଯ୍ୟାଳୟରୁ ଉଠାଇ ନେଲା ପୋଲିସ୍ । ପ୍ରତିବାଦ ପାଇଁ ସଜବାଜ…

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ; ଖସିଲା ସେନସେକ୍ସ ନିଫ୍ଟି

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ । ଘରୋଇ ଷ୍ଟକ୍ ବଜାରରେ ଆଜି ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। କାରବାର ଆରମ୍ଭରୁ ଖସିଲା ସେନସେକ୍ସ, ନିଫ୍ଟି ସେନସେକ୍ସ ୫୦୦ ପଏଣ୍ଟ ଓ ନିଫ୍ଟି ୨୫୦ ପଏଣ୍ଟ ଖସିଲା ।…

ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା । ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ଅଧିକାଂଶ ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ପୁରା ରାଜ୍ୟକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୬୫ ସ୍ବତନ୍ତ୍ର ଟ୍ରେନ୍

ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ପୁରୀ ରଥଯାତ୍ରା ସମୟରେ ଗଡ଼ିବ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ । ଓଡ଼ିଶାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ…

ଅଧାରେ ଅଟକିଲା ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌

ଅଧାରେ ଅଟକିଲା ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ । ଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଛି ଟ୍ରେନ୍। ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଛି ଟ୍ରେନ । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା…

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା -୨୦୨୫ ପ୍ରସ୍ତୁତି ନେଇ ସ୍ବତନ୍ତ୍ର ସମୀକ୍ଷା ବୈଠକ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ (Incident Free) କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୋଲିସ…

ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ; ୪ରୁ ୫ ଦିନ ପରେ ହେବେ ଡିସଚାର୍ଜ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇର କୋକିଳା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କର ସର୍ଭାଇକଲ ଆର୍ଥରାଇଟିସର ଅସ୍ତ୍ରୋପଚାର କରାଯାଇଛି । ଆଗାମୀ ଦୁଇ ଦିନ ପାଇଁ ଡାକ୍ତରଙ୍କ ନିରୀକ୍ଷଣରେ…

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା; ପୁରୀ ଜଗିବ ୨୭୫ଟି AI କ୍ୟାମେରା

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ରଥଯାତ୍ରା ପାଇଁ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି । ରଥଯାତ୍ରାରେ ପୁରୀକୁ ଜଗିବ ୨୭୫ଟି AI…