ତାଜା ଖବର ଦେଶ ବଦଳିଲା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାଁ September 13, 2024 Papirani ବଦଳିଲା ଭାରତ ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ । କେନ୍ଦ୍ରସରକାର ଏହାର ନାମକୁ ଶ୍ରୀ ବିଜୟପୁରମ୍ ରେ ପରିବର୍ତ୍ତନ କରିଛନ୍ତି। ଏ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା September 13, 2024 Papirani ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି ଜାତୀୟ ମୌସୁମୀ ବୈଠକ ୨୦୨୪। କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ…
ତାଜା ଖବର ରାଜନୀତି ରାଜ୍ୟ ଓମ୍ବାଡ୍ସି ଅର୍ଥ ହେରଫେର ଅଭିଯୋଗରେ ପୂର୍ବତନ ବିଜେଡି ସଭାପତି ଦିବ୍ୟଲୋଚନ ଦାଶ ଗିରଫ September 13, 2024 Papirani ଶୁଳିଆପଦା ବ୍ଲକ ବିଜେଡିର ପୂର୍ବତନ ସଭାପତିଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ବ୍ଲକ ବିଜେଡି ସଭାପତି ଦିବ୍ୟଲୋଚନ ଦାଶ ଗିରଫ । ଓମ୍ବାଡ୍ସି ପାଣ୍ଠିରୁ ୧ କୋଟି ୧୯ଲକ୍ଷ ୩ ହଜାର୨୧୫ ଟଙ୍କା କୋଟି…
ତାଜା ଖବର ରାଜ୍ୟ ପୋଷ୍ଟିଂ ପାଇଁ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଶାୟୀ September 13, 2024 Papirani ନିଯୁକ୍ତି ପତ୍ର ମିଳିଲେ ମଧ୍ୟ ହେଉନି ପୋଷ୍ଟିଂ । ଚାକିରୀକୁ ନେଇ କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶହଶହ ଆଶାୟୀ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଭାବେ ନିଯୁକ୍ତି ପତ୍ର ମିଳିଥିଲେ ବି…
ତାଜା ଖବର ରାଜ୍ୟ କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା; ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତାର ଅବସ୍ଥା ଖରାପ September 13, 2024 Papirani କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଓଡିଶାର ପାର୍ବଣ ପର୍ବ ଦୃଷ୍ଟି କୋଣରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ରାସ୍ତା ମରାମତି ନେଇ ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ । ମନ୍ତ୍ରୀ…
ତାଜା ଖବର ରାଜ୍ୟ ଉଠା ଦୋକାନ ଉପରକୁ ମାଡିଗଲା ପୋଲିସ; ଦୁଇ ଆହତ September 13, 2024 Papirani କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା । ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ ଥିବା ଉଠା ଦୋକାନୀ ଉପରକୁ ମାଡ଼ିଗଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ…
ତାଜା ଖବର ରାଜ୍ୟ ଭୁବନେଶ୍ୱରରେ ଖୋଲିବ ଓମଫେଡ୍ ଭେଣ୍ଡିଂ ମେସିନ୍ September 13, 2024 Papirani ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ (ଓମଫେଡ୍) ଖୁବ୍ଶୀଘ୍ର ରାଜଧାନୀରେ ନିଜର ଭେଣ୍ଡିଂ ମେସିନ୍ ଆରମ୍ଭ କରିବାକୁ ଯାଉଛି । ଯାହା ଗ୍ରାହକଙ୍କୁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମାଧ୍ୟମରେ ଏହାର ଉତ୍ପାଦ କ୍ରୟ କରିବାକୁ ଅନୁମତି ଦେବ ବୋଲି ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେବା ଆବଶ୍ୟକ: ଭର୍ତ୍ତୃହରି ମହତାବ September 13, 2024 Papirani ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଜୋର ଧରିଛି ବିବାଦ। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ ଆଲୋଚନା ଚକ୍ରରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ ଭର୍ତ୍ତୃହରି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି…
ଖେଳ ତାଜା ଖବର ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ପାରା ଅଲିମ୍ପିଆନ୍ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ September 13, 2024 Papirani ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ଭାରତୀୟ ପାରା ଅଲିମ୍ପିଆନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ଇତିହାସ ରଚିଥିବା ପାରାଆଥ୍ଲେଟ୍ ଏବଂ ସେମାନଙ୍କ କୋଚ୍ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ପ୍ୟାରିସ୍…
ତାଜା ଖବର ରାଜ୍ୟ କଣାସରେ ବାର୍ଡ ଫ୍ଲୁ ! September 13, 2024 Nirvay ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ବିଭିନ୍ନ ବ୍ଲକ ଅଞ୍ଚଳ ପରେ ଏବେ କଣାସ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ଅଭିଯୋଗ ଆସିଛି। ଅଭିଯୋଗ ପରେ ସତ୍ୟାସତ୍ୟ ଜାଣିବା ପାଇଁ କୁକୁଡ଼ାଙ୍କ ଲାଳ ରକ୍ତ ନମୁନା ଭୋପାଳ ପରୀକ୍ଷାଗାରାକୁ…