ତାଜା ଖବର ରାଜନୀତି ରାଜ୍ୟ ଡିଏସ କୁଟ୍ଟେଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ; ଆଶିଷ ସିଂ ସନ୍ଦେହ ଘେରରେ May 28, 2024 Papirani ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଆଇପିଏସ ଶ୍ରୀ ଡିଏସ କୁଟ୍ଟେଙ୍କୁ ନିର୍ବାଚନ ପରିଚାଳନାରେ ଅଯଥା ହସ୍ତକ୍ଷେପ ପାଇଁ ସମ୍ପୃକ୍ତ ସେବା ନିୟମ ଅନୁଯାୟୀ ନିଲମ୍ବିତ କରାଯାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।…
ତାଜା ଖବର ରାଜନୀତି ରାଜ୍ୟ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୋଲିସ୍ May 28, 2024 Papirani ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ପୁଲିସ୍। ସୁଚନା ଅନୁସାରେ, ଆଜି ଅମିତ ଶାହଙ୍କ ଗସ୍ତ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତିର ଅନୁଧ୍ୟାନ କରିବା…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ଭିଡ଼ିଓ ଭାଇରାଲ May 28, 2024 Papirani ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବକୁ ଲାଗିଛି । ସେହି ଭିଡ଼ିଓକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ରାତି ସାଢ଼େ ୮ଟା ପରେ ଗଞ୍ଜାମରେ ଖୋଲିବନି ଦୋକାନ May 28, 2024 Papirani ଜୁନ୍ ୧ରେ ଚତୁର୍ଥ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ନିର୍ବାଚନ ଆୟୋଗ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବା ସହିତ ପ୍ରତି ବୁଥରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ସରକାର ଆସିଲେ ସିଏଏ ଆଇନ୍ ଲାଗୁ କରିବା ସହ ପଟ୍ଟା ବଣ୍ଟନ କରାଯିବ: ବୈଜୟନ୍ତ May 28, 2024 Papirani ଚଳିତ ବର୍ଷର ଶେଷ ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡ଼ାର ଜମ୍ବୁ ବଜାର ପଡ଼ିଆରେ ବିଜେପିର ବିଶାଳ ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ପଟ୍ଟା ନାଁରେ ୨୫…
ତାଜା ଖବର ରାଜନୀତି ରାଜ୍ୟ ଜୁନ ୪ ପରେ ନବୀନ ହେବେ ଭୂତପୂର୍ବ ମୁଖ୍ୟମନ୍ତ୍ରୀ: ଅମିତ ଶାହ May 28, 2024 Papirani ଭଦ୍ରକ ଚାନ୍ଦବାଲିରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଓଡ଼ିଶାରେ ସରକାର ଗଢିବା ସହ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ଓଡ଼ିଶାର ଶାସନ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଜୟ ପଣ୍ଡା, ଆପଣ ସଂସଦକୁ ଯିବେ: ନରେନ୍ଦ୍ର ମୋଦି May 28, 2024 Papirani ରାଜ୍ୟରେ ଶେଷ ନିର୍ବାଚନ ହେବାକୁଥିବା ବେଳେ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଲେଖିଲେ ଚିଠି। ସେ ଲେଖିଛନ୍ତି ବୈଜୟନ୍ତ ପଣ୍ଡା ଜୀ ମୁଁ ଆଶା କରୁଛି ଆପଣ ଭଲରେ ଥିବେ । ଦୁଇ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଅମିତ ଶାହ ଆସୁଛନ୍ତି, ପୁଣି ଘାଣ୍ଟିବେ May 28, 2024 Papirani ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ଓଡ଼ିଶାରେ ନିର୍ବାଚନ ଜିତିବାକୁ ବିଜେପି ସବୁ ପ୍ରକାରର ଉଦ୍ୟମ କରିଚାଲିଛି। ବାରମ୍ବାର ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ନେତା । ବଡ ବଡ ନେତାଙ୍କୁ ପ୍ରଚାର ମୈଦାନକୁ ଆଣି ସରଗରମ କରୁଛି…
ତାଜା ଖବର ରାଜନୀତି ରାଜ୍ୟ ଡି ଏସ କୁଟ୍ଟେଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ May 27, 2024 Papirani ସାମ୍ୱାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି ବିଜେପି । ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଚିଲିକାର ବିଧାୟକ ତଥା ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ ।…
ତାଜା ଖବର ରାଜନୀତି ରାଜ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଡ୍ରାଇଭରଙ୍କୁ ମିଛ କହିବାକୁ ପୋଲିସ ଧମକାଇଥିବା ଅଭିଯୋଗ May 27, 2024 Papirani ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ଅପରାଜିତାଙ୍କ ଡ୍ରାଇଭରକୁ ମିଛ କହିବାକୁ ବାଧ୍ୟ କରୁଛି ପୋଲିସ । ଘାଟିକିଆ ନିବାସୀ ବନମାଳୀ ଅପରଜିତଙ୍କ ଗାଡି ଡ୍ରାଇଭର ଉପରେ ଚାପ ପୋଲିସ ଚାପ ପକାଇଥିବାର ଅଭିଯୋଗ ହୋଇଛି। ଡ୍ରାଇଭରଙ୍କ କହିବା ଅନୁଯାୟୀ ପୋଲିସ…