ତାଜା ଖବର ରାଜନୀତି ରାଜ୍ୟ ତିନି ଦିନଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 20, 2024 Papirani ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଗାଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଦିନ ୧୧…
ତାଜା ଖବର ରାଜ୍ୟ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ ରାଜସ୍ବ ମନ୍ତ୍ରୀଙ୍କ କଟାକ୍ଷ September 20, 2024 Nirvay ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନାୟକ ତଦନ୍ତ ଦାବି କରିଛନ୍ତି। ତେବେ ଶ୍ରୀ ପଟ୍ଟନାୟକଙ୍କ ଏହି ଦାବିକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…
ତାଜା ଖବର ରାଜ୍ୟ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା; ନ୍ୟାୟିକ ତଦନ୍ତ ଦାବିକଲେ ପୂର୍ବତନ ମୁଖ୍ୟମନ୍ତ୍ରୀ September 20, 2024 Nirvay ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଏଭଳି ଏକ…
ତାଜା ଖବର ରାଜ୍ୟ ବିଜେଡିକୁ ଫେରିବାକୁ ଚିଠି ଲେଖିଲେ ପୂର୍ବତନ ଆନନ୍ଦପୁର ବିଧାୟକ September 20, 2024 Nirvay ପୁଣି ବିଜେଡିକୁ ଫେରିବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ। ସେ କହିଛନ୍ତି, ଗତ ସାଧାରଣ ନିର୍ବାଚନ ସମୟରେ ଶାରୀରିକ ଅସୁସ୍ଥତା ଓ କିଛି ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଇଥିଲି।…
ତାଜା ଖବର ରାଜ୍ୟ ୨୧ରେ ପୁଣି ଖୋଲିବ ରତ୍ନଭଣ୍ଡାର September 20, 2024 Nirvay ଆସନ୍ତା ୨୧ରେ ପୁଣି ରତ୍ନଭଣ୍ଡାର ଖୋଲାଯାଇ ୩ ଦିନ ପର୍ଯ୍ୟନ୍ତ ବୈଷୟିକ ସର୍ଭେ ହେବ। ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବା ନେଇ ଜଣାପଡିଛି। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ସର୍ଭେ କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ ସର୍ବସାଧାରଣ…
ତାଜା ଖବର ରାଜ୍ୟ ଭରତପୁର କାଣ୍ଡ: ୫ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ September 20, 2024 Nirvay ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଅପରାଧିକ ମାମଲା ରୁଜୁ ହୋଇଛି। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ମେଜରଙ୍କ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ଅପରାଧିକ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ September 20, 2024 Nirvay ଭିଜିଲାନ୍ସ ଜାଲରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି। ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଅଫିସ ସମେତ ସରକାରୀ ବାସଭବନ ଓ…
ତାଜା ଖବର ରାଜ୍ୟ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ପୂର୍ବତନ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ September 19, 2024 Nirvay ମେଜର ଓ ବାନ୍ଧବୀଙ୍କ ମାଡ଼ ଘଟଣାରେ ଭୁବନେଶ୍ବର ମେଜର-ପୋଲିସ ବିବାଦ ଲାଗି ରହିଥିବା ବେଳେ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି। ପୂର୍ବତନ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ଅଭିଯୋଗ ଆଣିଲେ ସେନା ଅଧିକାରୀଙ୍କ ବାନ୍ଧବୀ ଅଙ୍କିତା। ମେଜରଙ୍କ…
ତାଜା ଖବର ଦେଶ ପୂର୍ବ ସରକାରରେ ତିରୁପତି ଲଡୁରେ ଗୋମାଂସ ଚର୍ବି ମିଶୁଥିବା ଅଭିଯୋଗ September 19, 2024 Nirvay ତେଲୁଗୁ ଦେଶମ ପାର୍ଟି ଗୁରୁବାର ଅଭିଯୋଗ ଆଣିଛି ଯେ, ଗୁଜରାଟର ଏକ ପଶୁସମ୍ପଦ ପରୀକ୍ଷାଗାର ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଗୋମାଂସ, ଘୁଷୁରୀ ଚର୍ବି ସମ୍ବନ୍ଧୀୟ ସାମଗ୍ରୀ ଏବଂ ମାଛ ତେଲ ମିଶୁଥିବା ଅଭିଯୋଗ କରିଛି। ଲ୍ୟାବ୍…
ତାଜା ଖବର ଦେଶ ବର୍ଷା ପାଇଁ ସୋମବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି September 19, 2024 Nirvay ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।ଗୁରୁବାର ଆଗ୍ରାର ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ନିର୍ଦ୍ଦେଶ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀ ପ୍ରତୀଭା ସିଂ ସୂଚନା ଦେଇଛନ୍ତି। ସେ…