ତାଜା ଖବର ରାଜନୀତି ରାଜ୍ୟ ମାଲକାନଗିରି ବିଧାନସଭା ଆସନ ହାସଲ କଲା ବିଜେପି June 4, 2024 Papirani ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ ଝାରସୁଗୁଡ଼ାରେ ବିଜେପିର ବଡ଼ ବିଜୟ, ହାରିଲେ ଦୀପାଳି ଦାସ June 4, 2024 Papirani ଚଳିତବର୍ଷ ନିର୍ବାଚରେ ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ ହୋଇଛି । ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ହରେଇଛି ଭାଜପା ପ୍ରାର୍ଥୀ ଟଙ୍କଧର…
ତାଜା ଖବର ଦେଶ ରାଜନୀତି ରାୟବରେଲି ଓ ଓ୍ୱାୟନାଡ ଆସନରେ ଆଗରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି June 4, 2024 Papirani ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଉତ୍ତର ପ୍ରଦେଶର ରାୟବରେଲି ଆସନ ଓ କେରଳର ଓ୍ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗୁଆ ଅଛନ୍ତି। ଉତ୍ତର ପ୍ରଦେଶର ରାୟବରେଲିରୁ ୨ ଲକ୍ଷ…
ତାଜା ଖବର ଦେଶ ରାଜନୀତି ୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ June 4, 2024 Papirani ନିର୍ବାଚନ ପାଇଁ ସମଗ୍ର ଦେଶରେ ଚାଲିଛି ଭୋଟ୍ ଗଣତି। ଏହାରି ମଧ୍ୟରେ ବିରାଟ ବ୍ୟବଧାନରେ ଅମିତ୍ ଶାହ ରହିଥିବା ନିର୍ବାଚନ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି। ଗୁଜୁରାଟର ଗାନ୍ଧିନଗରରୁ ନିର୍ବାଚନ ଲଢ଼ୁଥିବା ଶ୍ରୀ ଶାହା ୫ ଲକ୍ଷ ୬୮ ହଜାର ଭୋଟ ବ୍ୟବଧାନରେ…
ତାଜା ଖବର ଦେଶ ରାଜନୀତି ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଲା ଏନଡିଏ June 4, 2024 Papirani ନିର୍ବାଚନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୫ ସିଟରେ ଆଗୁଆ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ନିର୍ବାଚନରେ ଗେରୁଆ ଲହର,ଓଡ଼ିଶାରେ ଗଢ଼ିପାରେ ବିଜେପି ସରକାର June 4, 2024 Papirani ଚାଲିଛି ଭୋଟ୍ ଗଣତି । ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି…
ତାଜା ଖବର ରାଜନୀତି ରାଜ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାର ବିଧାନସଭା ଓ ଲୋକସଭାରେ ଆସନରେ ବିଜେପି ଆଗୁଆ June 4, 2024 Papirani ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ଲୋକସଭା ଆସନର…
ତାଜା ଖବର ରାଜନୀତି ରାଜ୍ୟ ବିଜେପିର ଭୁବନେଶ୍ୱର, ପୁରୀ ଓ ବରଗଡ଼ର ଲୋକସଭା ପ୍ରାର୍ଥୀ ଆଗୁଆ June 4, 2024 Papirani ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ। ଏପର୍ଯ୍ୟନ୍ତ ବିଜେପି ଭୁବନେଶ୍ୱର, ପୁରୀ ଓ ବରଗଡ଼ର ଲୋକସଭା ପ୍ରାର୍ଥୀ ଆଗୁଆ ରହିଥିବା ଦେଖିବାକୁ ମିଳିଛି । ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ…
ତାଜା ଖବର ରାଜନୀତି ରାଜ୍ୟ ଆରମ୍ଭ ହେଲା ଭୋଟ୍ ଗଣତି June 4, 2024 Papirani ଚଳତବର୍ଷ ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍ ଗଣନା ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ୧ ଲକ୍ଷ ୪୬…
ତାଜା ଖବର ଦେଶ ରାଜନୀତି ନିର୍ବାଚନ ଫଳାଫଳ ପୂର୍ବରୁ ବିଜୟର ଖାତା ଖୋଲିଲା ବିଜେପି June 4, 2024 Papirani ଚଳିତବର୍ଷ ଲୋକସଭା ନିର୍ବାଚନର ଫଳାଫଳ ପାଇଁ ଗଣନା ବର୍ତ୍ତମାନ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କିଏ ଜିତିଛୁ ଏବଂ କିଏ ହାରିଛୁ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ୍ ଗଣନା ହେବା ପୂର୍ବରୁ ଗୋଟିଏ ଆସନର ଫଳାଫଳ…