Category: ତାଜା ଖବର

ଚଳିତ ଶିକ୍ଷାବର୍ଷ ରୁ ଉଚ୍ଚଶିକ୍ଷା କ୍ଷେତ୍ର ରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଜାତୀୟ ଶିକ୍ଷା ନୀତି ୨୦୨୦କୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଲାଗୁ କରାଯିବ। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ…

ହୋମଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର

ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଶନିବାର ଦିନ ରାଜ୍ଯରେ ନୂତନ ହୋମ୍ ଗାର୍ଡ ପଞ୍ଜୀକରଣ ଉପରେ ପ୍ରତିବନ୍ଧକ ହଟାଇବାକୁ ଘୋଷଣା କରିଛନ୍ତି। ୨୦୨୦ ମସିହା ଫେବୃଆରୀ ମାସରୁ ଏହି ନିଷେଧାଦେଶ ଲାଗୁ ହୋଇଥିଲା। ୨୨୯୮ ଟି ଖାଲି ହୋମ୍ ଗାର୍ଡ ପଦବୀ ଶୀଘ୍ର…

ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କ ପାଇଁ ମାସିକ ୩୦ ହଜାର ଟଙ୍କା ସମ୍ମାନ ସୂଚକ ସହାୟକ ରାଶି: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ପଦ୍ମ ପୁରସ୍କାର ବିଜେତାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ମିଳିଥାଏ ପଦ୍ମ ପୁରସ୍କାର । ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର honorarium…

ପୁରୀ ମନ୍ଦିର ରେ ପୋଲିସ ଅଧିକାରୀ ଙ୍କୁ ବଙ୍ଗୀୟ ପର୍ଯ୍ୟଟକ ଙ୍କ ଆକ୍ରମଣ

ଶନିବାର ଅପରାହ୍ନରେ ଓଡ଼ିଶାର ପୁରୀର ଶ୍ରୀମନ୍ଦିରରେ ଜଣେ ଜଗନ୍ନାଥ ମନ୍ଦିର ପୋଲିସ ଅଧିକାରୀ ପ୍ରାୟ ପାଞ୍ଚ ଜଣ ବଙ୍ଗାଳୀ ଉପାସକଙ୍କ ଦ୍ୱାରା ଆକ୍ରମଣ ପରେ ଆହତ ହୋଇଛନ୍ତି | ବିବରଣୀ ଅନୁଯାୟୀ, ବଙ୍ଗାଳୀ ଉପାସକ ଏବଂ ଜଗନ୍ନାଥ ମନ୍ଦିର ପୋଲିସ (ଜେ.…

ଘରେ ପଶି ଓକିଲଙ୍କୁ ଏସିଡ୍ ମାଡ଼

ଓକିଲଙ୍କୁ ଏସିଡ୍ ମାଡ଼ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ଥାନା ଅନ୍ତର୍ଗତ ଜଙ୍ଗମସାହିରେ ଆଇନଜୀବୀ ପି.ରାମାରାଓଙ୍କ ଉପରକୁ ଏସିଡ୍ ମାଡ଼ କରାଯାଇଛି । ଓକିଲଙ୍କ ଘରେ ପଶି ତାଙ୍କୁ ଏସିଡ୍ ମାଡ଼ କରାଯାଇଥିବା ଜଣାପଡ଼ିଛି । ବାଇକ୍‌ରେ ୨ ଜଣ…

ବିଜେଡି କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ

ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର। ବାଲେଶ୍ବର ଜିଲ୍ଲା ରେମୁଣାର ୧୧ ନଂ ୱାର୍ଡ ବିଜେଡି କାଉନସିଲର ପାନମଣୀ ମୁର୍ମୁଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲର ୪ ମାସର ଶିଶୁ କନ୍ୟାକୁ ଲୁଚାଇ ରଖିବା ଅଭିଯୋଗ ହୋଇଛି…

କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ: ଶାଲିନୀ ପଣ୍ଡିତ

ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ତଥା…

ରାଜ୍ୟରେ କଡାକଡି ହେବ ଗୋଚାଲାଣ ଆଇନ ଓ ପ୍ରତି ବ୍ଲକରେ ଖୋଲାଯିବ ଓମ୍‌ଫେଡ୍ ଷ୍ଟଲ

ଗୋଚାଲାଣକୁ ନେଇ କଠୋର ଆଇନ ଆପଣେଇଛନ୍ତି ରାଜ୍ୟ ସରକାର । ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର ଭାବେ ଆଇନ କଡ଼ାକଡ଼ି ହେବ ବୋଲି ସୂଚନା ଦେଇଛିମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେ କହିଛନ୍ତି ରାଜ୍ୟରେ…

୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

ଦିନିକିଆ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ନଭେମ୍ୱର ୧୫ରେ ରାଉରକେଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ବିର୍ସା ମୁଣ୍ଡ ଷ୍ଟାଡିୟମଠାରେ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ରହିଛି ।…

କ୍ୱେଟା ରେଳ ଷ୍ଟେସନରେ ବିସ୍ଫୋରଣ: ୨୪ ମୃତ, ୪୦ରୁ ଅଧିକ ଆହତ

ଆଜି ପାକିସ୍ତାନର ବଲୁଚିସ୍ତାନରେଥିବା କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଘଟିବା ମାତ୍ରେ ରେଳ ଷ୍ଟେସନରେ ଧାଁ ଧୌଡ ଆରମ୍ଭ…