ତାଜା ଖବର ଦେଶ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଗ୍ନିକାଣ୍ଡ; ୧୦ ନବଜାତ ଜୀବନ୍ତ ଦଗ୍ଧ November 16, 2024 Papirani ଉତ୍ତରପ୍ରଦେଶର ଝାନ୍ସୀ ସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲ କଲେଜର ଏନଆଇସିୟୁ (ନ୍ୟୁ ବର୍ଣ୍ଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇଁ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ…
ତାଜା ଖବର ରାଜନୀତି ରାଜ୍ୟ ମକର ସଂକ୍ରାନ୍ତି ପରେ ବିପଦରେ ପଡ଼ିବ ବିଜଦ ! November 16, 2024 Papirani ମକର ସଂକ୍ରାନ୍ତି ପରେ ରାଜ୍ୟ ରାଜନୀତିରେ କେତେକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି । ଏହା କୌଣସି ଜ୍ୟୋତିଷ ଶାସ୍ତ୍ର ଆଧାରିତ ନୁହେଁ । ଗ୍ରହ, ନକ୍ଷତ୍ର ଯୋଗ ଥାଇପାରେ ନଥାଇପାରେ । କିନ୍ତୁ ରାଜନୀତିରେ କସରତ ଆଇବା ପରମ୍ଭ ହୋଇଯାଇଛି…
ତାଜା ଖବର ରାଜ୍ୟ ନବୀନ ସରକାରରେ ପୁଲିସ ୟୁନିଫର୍ମ ରଙ୍ଗ କ’ଣ ଥିଲା ? November 16, 2024 Papirani ଜୟନାରାୟଣ ମିଶ୍ର ବନାମ ଅନିତା ପ୍ରଧାନ ମାମଲାରେ ଏକ ବଡ କଥା କହିଚନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସମ୍ବଲପୁର ବିଧାୟକ ଯାଇଥିଲେ ସୁପ୍ରିମକୋର୍ଟ। ଆଗୁଆ ଜାମିନ ଆବେଦନ କରିଥିଲେ । ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଲେ। ଟିପ୍ପଣୀରେ କିନ୍ତୁ…
ତାଜା ଖବର ରାଜନୀତି ରାଜ୍ୟ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 16, 2024 Papirani ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିଛନ୍ତି। ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ସେ ଉଚ୍ଚସ୍ତରୀୟ ବୈଠକରେ ଭାଗ…
ତାଜା ଖବର ରାଜନୀତି ରାଜ୍ୟ ଅଭିଯୁକ୍ତ ବିଜେପି ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି : ବିଜେଡି November 15, 2024 Papirani ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହୋଇଯିବା ପରେ ଗଣମାଧ୍ୟମରେ ସେ ଦେଇଥିବା ବୟାନ ଉପରେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଦେବ ଏହା…
ତାଜା ଖବର ରାଜ୍ୟ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି ; ଜାଣନ୍ତୁ କେଉଁପଟେ ଯିବ ଗାଡ଼ି November 15, 2024 Papirani ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବିଶ୍ଵପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ବାଲିଯାତ୍ରା ପାଇଁ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା…
ଖେଳ ତାଜା ଖବର ରଣଜୀ ଟ୍ରଫି: ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇଲା ଓଡ଼ିଶା November 15, 2024 Papirani ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮…
ତାଜା ଖବର ରାଜନୀତି ରାଜ୍ୟ ଡବଲ ଇଞ୍ଜିନ ସରକାର ପରେ ବି ସିବିଆଇ ଟ୍ରେନ ଚାଲୁନି କାହିଁକି ? November 15, 2024 Papirani ବେଦାନ୍ତ ପାଇଁ ଅଧିଗୃହୀତ ବେଆଇନ ଜମି ଫେରିଯିବ ମୂଳ ମାଲିକମାନଙ୍କ ପାଖକୁ । ଏମାନଙ୍କ ଭିତରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ରାଜ୍ୟ ସରକାର ଏବଂ ଜମି ମାଲିକ। ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ସ୍ଵାଗତ କରାଯାଉଛି। ଯେଉଁ ପାପ ନବୀନ ସରକାର…
ତାଜା ଖବର ରାଜନୀତି ରାଜ୍ୟ ପ୍ରଦୀପ ପାଣିଗ୍ରାହୀ ବିରୋଧୀ ଷଡଯନ୍ତ୍ରରେ ପୂର୍ଣ୍ଣଚ୍ଛେଦ November 15, 2024 Papirani ବେଳ ଖରାପ ପଡିଲେ ତନ୍ତ୍ରମନ୍ତ୍ରଯନ୍ତ୍ର କିଛି କାମ ଦିଏନି । କ୍ଷମତା ବି କଉଁ କାମକୁ ଆସେନି । କ୍ଷମତା ବଳରେ ଆଉ କାହାକୁ ଦହଗଞ୍ଜ ଦେଇହୁଏ । ହଇରାଣ ହରକତ କରିହୁଏ । ଜନବିରୋଧୀ କହି କାହାକୁ ଜେଲ ପଠାଯାଇପାରେ…
ତାଜା ଖବର ବିଶ୍ୱ ରାଜନୀତି ଦିଲ୍ଲୀରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ November 15, 2024 Papirani ଆଜି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ବିରାଟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଦିଲ୍ଲୀ ବାନସେରା ପାର୍କରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ । ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।୨୦ ଫୁଟ…