ତାଜା ଖବର ଦେଶ ରାଜନୀତି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗହଲୋତ ଙ୍କ ମନ୍ତ୍ରୀ ପଦ ରୁ ଇସ୍ତଫା, ଛାଡିଲେ ଆମ ଆଦମୀ ପାର୍ଟି(AAP) November 17, 2024 Nirvay ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଆମ୍ ଆଦମୀ ପାର୍ଟି ପାଇଁ ଏକ ବଡ଼ କ୍ଷତି, ବରିଷ୍ଠ ମନ୍ତ୍ରୀ ତଥା ଦୀର୍ଘ ଦିନର ଦଳର ନେତା କୈଳାସ ଗହଲୋତ ଇସ୍ତଫା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ସେ ବିଜେପିରେ ଯୋଗଦେବାକୁ…
ତାଜା ଖବର ଦେଶ ପ୍ରିମିୟମ ଖବର ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ନାଇଜେରିଆ ର GCON ପୁରସ୍କାର ସମ୍ମାନ November 17, 2024 Nirvay ନାଇଜେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର (ଜିସିଓଏନ) ପ୍ରଦାନ କରିବାକୁ ଯାଉଛି , ଯାହା ତାଙ୍କୁ ୧୯୬୯ ରେ ରାଣୀ ଏଲିଜାବେଥଙ୍କ ପରେ ଏହି ସମ୍ମାନ ଗ୍ରହଣ କରିବାରେ ଦ୍ୱିତୀୟ ବିଦେଶୀ…
ତାଜା ଖବର ରାଜ୍ୟ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅନ୍ୟତମ ଆକର୍ଷଣ ‘ଓଡ଼ିଶା ମଣ୍ଡପ’ November 16, 2024 Papirani ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଝଟକୁଛି ‘ଓଡ଼ିଶା ମଣ୍ଡପ’। ଦେଶ ବିଦେଶରୁ ପ୍ରତିଦିନ ଏହି ମେଳାକୁ ଆସୁଥିବା ଦର୍ଶକମାନେ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଛନ୍ତି। ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ଉତ୍ପାଦ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଚଳିତବର୍ଷ…
ତାଜା ଖବର ରାଜ୍ୟ ଲୋକସେବା ଭବନରେ ମହିଳାଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ November 16, 2024 Papirani ଲୋକସେବା ଭାବନର ମହିଳା କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ମହିଳା କର୍ମଚାରୀଙ୍କ ସୁବିଧା ନିମନ୍ତେ ଆଜି ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନକୁ ଉଦଘାଟନ କଲେ…
ଖେଳ ତାଜା ଖବର ରାଜ୍ୟ ହରିୟାଣାକୁ ହରାଇ ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ହତେଇଲା ଟିମ୍ ଓଡ଼ିଶା November 16, 2024 Papirani ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍ ହକି ଷ୍ଟାଡିୟମ୍ ଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି…
ତାଜା ଖବର ରାଜ୍ୟ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ମିଳିଲା ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ November 16, 2024 Papirani ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆଜି ପାଳନ ହୋଇଛି ‘ପ୍ରେସ ଡେ’ । ଏହି କାର୍ଯ୍ୟକ୍ରମରେ ଦୈନିକ ସମ୍ବାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ଵାରା ଉତ୍କଳ ସାମ୍ବାଦିକ…
ତାଜା ଖବର ରାଜ୍ୟ ଭରତପୁର ଥାନା ମାମଲା: ତଦନ୍ତ କରୁଥିବା କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି November 16, 2024 Papirani ଭରତପୁର ଥାନା ଏବଂ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ମାମଲାରେ ଗଠିତ ହୋଇଥିବା ତଦନ୍ତ କମିଶନଙ୍କ ଅଧ୍ୟକ୍ଷ ଥିବା ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ସରକାର । ୨୦୨୫, ଜାନୁୟାରୀ ୩୧ ପର୍ଯ୍ୟନ୍ତ ତଦନ୍ତ କମିଶନର ଅଧ୍ୟକ୍ଷ…
ତାଜା ଖବର ରାଜନୀତି ରାଜ୍ୟ ଜିଲ୍ଲା ପରିଷଦଙ୍କୁ ଦୁର୍ବ୍ୟବହାର ଘଟଣା: ଅମିନ ସସ୍ପେଣ୍ଡ November 16, 2024 Papirani ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ।ସମ୍ବଲପୁର ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏହି ନେଇଛନ୍ତି । ଅମିନ କୁଳମଣି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତହସିଲଦାର…
ତାଜା ଖବର ରାଜ୍ୟ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ନାବାଳିକାଙ୍କୁ ଦୁଷ୍କର୍ମ November 16, 2024 Papirani ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ ଟେମରୀ ପଞ୍ଚାୟତରେ ଘଟିଛି ଏଭଳି ବୀଭତ୍ସକାଣ୍ଡ। ପାଇକମାଳ ସୋଡ଼ା ନିକଟ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିଛି । ପାଞ୍ଚ ବର୍ଷର ଶିଶୁ କନ୍ୟାର ରକ୍ତାକ୍ତ ଶବ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…
ତାଜା ଖବର ରାଜନୀତି ରାଜ୍ୟ ଅନାସ୍ଥା ଭୋଟ୍ ହାରି ପଦ ହରାଇଲେ ଢେଙ୍କାନାଳ ବିଜେଡି ବ୍ଲକ ଅଧ୍ୟକ୍ଷା November 16, 2024 Papirani ଢେଙ୍କାନାଳ ବିଜେଡିକୁ ବଡ ଝଟକା । ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂର ଆଜି ଫଳ ପ୍ରକାଶ ପାଇଛି । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ…