ତାଜା ଖବର ରାଜ୍ୟ କଟକ ଦୁର୍ଗା ପୂଜାରେ ଜଗିବେ ୧୨୨ ପ୍ଲାଟୁନ୍ ଫୋର୍ସ September 28, 2025 Papirani ପୂଜା ପାଇଁ ସଜାଗ ହେଲା କମିଶନରେଟ ପୋଲିସ। କଟକ ଦୁର୍ଗା ପୂଜାରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ପୋଲିସ କମିଶନର କହିଛନ୍ତି ୧୨୨ ପ୍ଲାଟୁନ୍ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ । ପୂଜା ପାଇଁ…
ଖେଳ ତାଜା ଖବର ରାଜ୍ୟ ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା September 28, 2025 Papirani ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ହେଲେ ପ୍ରଜ୍ଞାନ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ ପ୍ରଜ୍ଞାନ…
ତାଜା ଖବର ରାଜନୀତି ରାଜ୍ୟ ଗୋପବନ୍ଧୁ ଜୟନ୍ତୀରୁ ମାସେ ପର୍ଯ୍ୟନ୍ତ ବିଜେଡି କରିବ ପଦଯାତ୍ରା September 28, 2025 Papirani ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା କରିବ ବିଜେଡି। ମାସେ ଧରି ଚାଲିବ ଏହି ଅଭିଯାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା…
ତାଜା ଖବର ରାଜ୍ୟ ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ September 28, 2025 Papirani କିଏ ହେବ ବିସିସିଆଇ ପରବର୍ତ୍ତୀ ଅଧ୍ୟକ୍ଷ ଏହାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଦିଲ୍ଲୀ ରଣଜୀ ଟ୍ରଫି ଟିମ ପୂର୍ବ ଅଧିନାୟକ ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ । ସେହିପରି ରାଜୀବ ଶୁକ୍ଲା ଉପାଧ୍ୟକ୍ଷ ହୋଇଥିବା ବେଳେ…
ତାଜା ଖବର ଦେଶ ୧୨୬ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ; ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ September 28, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର ୧୨୬ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି…
ତାଜା ଖବର ଦେଶ ରାଜନୀତି ରାଜନେତା ବିଜୟଙ୍କ ରାଲିରେ ଦଳାଚକଟା; ୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା September 28, 2025 Papirani ତାମିଲନାଡ଼ୁର କରୁରରେ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳାଚକଟା । କରୁରରେ ହୋଇଥିବା ଦଳାଚକଟାରେ ମୃତକଙ୍କ ସଂଖ୍ୟା ବଢି ୩୯ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ମଧ୍ୟ ସାମିଲ୍ ଅଛନ୍ତି। ଏହା ସହ ୫୦ ରୁ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍’ ନିଶାନା September 28, 2025 Papirani ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍’ ନିଶାନା । ପୁଣି ସୋସିଆଲ ମିଡ଼ିଆରେ ନିଶାନା କଲେ ଶ୍ରୀମୟୀ ମିଶ୍ର ।ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯାହା ଯୋଗ୍ୟତା…
ତାଜା ଖବର ଦେଶ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଗିରଫ September 28, 2025 Papirani ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ ।ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଦିଲ୍ଲୀ ପୋଲିସ ଆଗ୍ରାରୁ ଗିରଫ କରିଛି। ଆଗ୍ରାରୁ ବିଳମ୍ବିତ ରାତିରେ ଗିରଫ କଲା ଦିଲ୍ଲୀ ପୋଲିସ । ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜାଲିଆତି ଅଭିଯୋଗରେ…
ତାଜା ଖବର ରାଜ୍ୟ ଲଘୁଚାପ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୧୭ ଜିଲ୍ଲାପାଳଙ୍କ ସହ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ September 26, 2025 Papirani ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟା ସମୀକ୍ଷା । ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଜି ଏକ ସମୀକ୍ଷା…
ତାଜା ଖବର ଦେଶ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଗିରଫ September 26, 2025 Papirani ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଗିରଫ । ଜାତୀୟ ସୁରକ୍ଷା ଆଇନ୍ ବଳରେ ଗିରଫ କଲା ଲଦାଖ ପୋଲିସ । ଲେହରେ ବ୍ୟାପକ ହିଂସା ପାଇଁ ସୋନମ ୱାଙ୍ଗଚୁକ୍ ଗିରଫ କରାଯାଇଛି ।ଉସୁକାଇବା ଭଳି ଭାଷଣ ଦେବା ଅଭିଯୋଗରେ ଗିରଫ ହୋଇଥିବା…