Category: ତାଜା ଖବର

ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ: ଆଇନ ମନ୍ତ୍ରୀ

ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ୧୦ ଲକ୍ଷ ଟଙ୍କା ନେବା ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ ଜାରି କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇନ…

ନିର୍ଦ୍ୱନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସୁଜିତ କୁମାର

ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ସୁଜିତ୍ କୁମାର । ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଏନେଇ ସୁଜିତ କୁମାର…

ଜେଲ୍‌ରୁ ମୁକୁଳିଲେ ଭବପ୍ରସାଦ ଦାସ

ଜେଲ୍‌ରୁ ମୁକୁଳିଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ । ଜାତିଆଣ ଆକ୍ଷେପ ମାମଲାରେ ଭବପ୍ରସାଦ ଦାସ (ଲଲ)ଙ୍କୁ ମିଳିଛି ଜାମିନ୍ । ଭବପ୍ରସାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଯାଜପୁର ଜିଲ୍ଲା ଜଜ୍ । ପୂର୍ବରୁ ୪ଟି ମାମଲାରେ…

ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ

ନୟାଗଡ଼ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ । ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ନୟାଗଡ଼…

ବିକ୍ରି ହୋଇପାରିବନି ବସୁନ୍ଧରା ଜମି: ରାଜସ୍ୱ ମନ୍ତ୍ରୀ

ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି କରିପାରିବେନି ହିତାଧିକାରୀ ବୋଲି ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବସୁନ୍ଧରା ଯୋଜନା ଅଧିନରେ ଭୂମିହୀନଙ୍କୁ ଦିଆଯିବାକୁ ଥିବା ଜମିକୁ ଆଉ ବିକ୍ରି କରାଯାଇ ପାରିବ ନାହିଁ…

କୁମ୍ଭମେଳା ଏକତାର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଜାନୁଆରୀ ୧୩ ତାରିଖ ଦିନ ଆରମ୍ଭ ହେଉଥିବା ମହାକୁମ୍ଭ ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ…

ଗିରଫ ହେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ଗିରଫ ହେଲେ ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ‘ପୁଷ୍ପା ୨’ ଚଳଚ୍ଚିତ୍ର ସାରା ଦେଶରେ ଧମାଲ୍ କରୁଥିବା ବେଳେ ଏପଟେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପାଲିସ । ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ କରାଯାଇଛି। ପୂର୍ବରୁ…

ଆରବିଆଇକୁ ବୋମାରେ ଉଡାଇ ଦେବାକୁ ଧମକ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ବୋମା ଧମକ ମିଳିଛି। ଗତ କିଛି ଦିନ ହେବ ଦେଶରେ ବିମାନ ଓ ସ୍କୁଲଉପରେ ବୋମା ମାଡ଼ ପାଇଁ ଅନେକ ଧମକପୂର୍ଣ୍ଣ କଲ୍ ଓ ମେଲ୍ ଆସୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ…

ବିଜେଡି ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ

ବିଜେଡିକୁ ପୁଣି ଲାଗିଲା ଝଟକା । ବିଜେଡି ଛାଡିଲେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ। ଅସୁସ୍ଥତା କାରଣ ଦର୍ଶାଇ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ଜିଲ୍ଲା ବିଜେଡି ସଭାପତି ସରୋଜ…

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ବିରଜା ହାଟକୁ ନେଇ ଯାଜପୁର ଜିଲାପାଳଙ୍କ ବଡ଼ ନିଷ୍ପତ୍ତି। ରବିବାରଠାରୁ ପୁରୁଣା ସ୍ଥାନରେ ବସିବ ବିରଜା ହାଟ। ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ବିରଜା ହାଟ। ପୁରୁଣା ସ୍ଥାନକୁ ଫେରିବା ପାଇଁ…