Category: ତାଜା ଖବର

ସଂସଦରେ ରାହୁଲ ଗାନ୍ଧୀ ସାଂସଦଙ୍କୁ ଠେଲିବା ଘଟଣା:  କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ବିଜେପିର ଗଣଧାରଣା

ବିଜେପିର ବରିଷ୍ଠ ନେତା ଓଡିଶାରୁ ଲୋକସଭାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସଂସଦରେ ଠେଲିବା ଘଟଣା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାଜଭବନ ସମ୍ମୁଖରେ ରାଜ୍ୟ ବିଜେପି ତରଫରୁ ବିଶାଳ…

ସଂସଦରେ ବ୍ୟାଗ୍ ରାଜନୀତି; ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଲେ ୧୯୮୪ ଲେଖା ବ୍ୟାଗ୍

ଆଜି ସଂସଦରେ ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି। ଯେଉଁଥିରେ ଲେଖାଯାଇଛି ୧୯୮୪ ଓ ବନ୍ଧୁକ ଚିତ୍ର ମଧ୍ୟ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି।…

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି। ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ସହ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି…

ପରଲୋକରେ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲା

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କର ଦେହାନ୍ତ । ୮୯ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓମ୍ ପ୍ରକାଶ ଚୌତାଲା । ସକାଳ ୧୧ ଟା ୩୦ ରେ ଆଇଏନଏଲଡି ସୁପ୍ରିମୋଙ୍କୁ ଡାକ୍ତରଖାନା ଅଣାଯାଇଥିଲା…

ସରିଲା ଶୀତକାଳୀନ ଅଧିବେଶନ; ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା

ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି । ଆଜି ଅନ୍ତିମ ଦିନରେ ସଂସଦର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାହାରେ ଥିବା ପରିସରରେ ବିରୋଧୀ ଦଳ ହଙ୍ଗାମା କରିଥିଲେ।ଲୋକସଭା ଆରମ୍ଭ…

ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ

ରାଉରକେଲାରେ ଲଜ୍ଜା। ନାବାଳିକାଙ୍କୁ ରାସ୍ତାରୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ। ନାବାଳିକଙ୍କୁ ଏକ ବନ୍ଦ ଘରେ ଅଟକ ରଖି ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୩ ଜଣଙ୍କୁ ଗିରଫ କରିଛି ଉଦିତନଗର ଥାନା ପୋଲିସ । ସୂଚନା ଯୋଗ୍ୟ;…

ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ

ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ସାମିଲ୍ ହେଲେ ବୈଜୟନ୍ତ ପଣ୍ଡା । ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଉପରେ ଆଲୋଚନା ଗଠନ ହୋଇଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି)ରେ ଆଉ ୮ ଜଣ ସଦସ୍ୟଙ୍କ ନାମ ଯୋଡ଼ା ଯାଇଛି…

ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା

ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖ ଯାଏଁ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି…

ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ: ବିଜେଡି

ସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଏଭଳି ବ୍ୟବହାରକୁ ନିନ୍ଦନୀୟ । ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ…

ସଂସଦରେ କଂଗ୍ରେସ ଓ ବିଜେପି ମଧ୍ୟରେ ଠେଲାପେଲା ଘଟଣା; ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡଙ୍ଗୀ ପଡ଼ି ଆଘାତ ହେବା ଘଟଣାରେ ଏବେ ଚାରିଆଡ଼େ ରାଜନୈତିକ ଚର୍ଚ୍ଚା ପାଲଟିଛି। ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ରାହୁଲଙ୍କୁ ବିରୋଧ କରି ଥାନାରେ…