ଖେଳ ତାଜା ଖବର ଦେଶ ଟେଷ୍ଟ କ୍ରିକେଟ୍ରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡ଼େଜା October 3, 2025 Papirani ଟେଷ୍ଟର ଦ୍ୱିତୀୟ ଦିନରେ ଜାଡେଜାଙ୍କ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିବା ଲିଷ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଲେ ଜାଡେଜା । ସେ ୬ଟି ଚୌକା ଏବଂ ୫ଟି ଛକା ମାରିଛନ୍ତି । ଟେଷ୍ଟରେ…
ତାଜା ଖବର ରାଜ୍ୟ ଅଣ୍ଡର ୧୪ ସିବିଏସଇ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଆରିଜ୍ ଫୈସଲ ଜିଲାନି October 3, 2025 Papirani ଅଣ୍ଡର ୧୪ ସିବିଏସଇ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଲେ ଉମରକୋଟ ବାସିନ୍ଦା ଖାଲିଦ ଜିଲାନିଙ୍କ ପୁଅ ଆରିଜ୍ ଫୈସଲ ଜିଲାନି । ଅରିଜ ଜଣେ ମିଡିୟମ ଫାଷ୍ଟ୍ ବୋଲର, ତାଙ୍କର ଉତ୍ତମ ପ୍ରଦର୍ଶନ ଯୋଗୁଁ ସେ ଟିମରେ ସ୍ଥାନ ହାସଲ…
ତାଜା ଖବର ରାଜନୀତି ରାଜ୍ୟ ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା; ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି October 3, 2025 Papirani ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି ।…
ତାଜା ଖବର ରାଜ୍ୟ ଏସ୍ଆଇ ପରୀକ୍ଷା ଘୋଟାଲାରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଗିରଫ October 3, 2025 Papirani ଏସ୍ଆଇ ପରୀକ୍ଷା ଘୋଟାଲାରେ ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟ ପୋଲିସ ବାବୁଙ୍କ ପିଲା । ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ପୂର୍ବତନ ଡିଆଜିଙ୍କ ପୁଅ ଗରିଫ। ଅବସର ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା ଗିରଫ ହୋଇଛି। କୁଳମଣି ବେହେରାଙ୍କ ପରି ବହୁ…
ତାଜା ଖବର ରାଜ୍ୟ ଅବହେଳାରୁ ଚୌଦ୍ବାର ଜେଲରୁ ୨ ବିହାରୀ ଡକାୟତ ଫେରାର; ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ October 3, 2025 Papirani କତ୍ତୃପକ୍ଷଙ୍କ ଅବହେଳାରୁ ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରଧୀନ କଏଦୀ ଚମ୍ପଟ୍ । ଦଶହରା ପାଇଁ ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ କଟକ…
ତାଜା ଖବର ରାଜ୍ୟ ଆଜି ମା’ଙ୍କ ଭସାଣି; ମଦ ବିକ୍ରି ଉପରେ କଟକଣା October 3, 2025 Papirani ଆଜି ମା’ ଜଗତଜନନୀଙ୍କ ଭସାଣି ଯାତ୍ରା। ଆଜି ବିଭିନ୍ନ ସ୍ଥାନରେ ମାଆଙ୍କୁ ଦିଆଯିବ ମେଲାଣି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ତେବେ ଭସାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ…
ତାଜା ଖବର ରାଜ୍ୟ ଆଗାମୀ ୧୨ ଘଣ୍ଟାରେ ଆରବ ସାଗରରେ ବାତ୍ୟା ସମ୍ଭାବନା October 3, 2025 Papirani ଆରବ ସାଗରରେ ବାତ୍ୟା ସମ୍ଭାବନା । ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ। କିନ୍ତୁ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ଉତ୍ତର ଆରବ ସାଗରରେ ସୃଷ୍ଟ…
ତାଜା ଖବର ରାଜ୍ୟ ଏସ୍ଆଇ ପରୀକ୍ଷା ବିଭ୍ରାଟ: ବିଜେଡି, ବିଜେପି ମୁହାଁମୁହିଁ October 3, 2025 Papirani ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଥିବା ବେଳେ ଅପର ପକ୍ଷେ…
ତାଜା ଖବର ରାଜ୍ୟ ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର October 3, 2025 Papirani ଗଜପତି ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର । ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ତଳକୁ ଅଣାଯାଇଛି। ବନ ବିଭାଗ କର୍ମଚାରୀ ଓ ପୋଲିସ ରାତି ଅଧରେ ଉଦ୍ଧାର କଲେ । JCB ଦ୍ବାରା ରାସ୍ତା ସଫା କରି ସମସ୍ତ…
ତାଜା ଖବର ଦେଶ ଶହେ ବର୍ଷର ଯାତ୍ରାରେ ଆରଏସଏସ October 2, 2025 Papirani ଶହେବର୍ଷର ଯାତ୍ରାରେ ଆରଏସଏସ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏହାର ପ୍ରତିଷ୍ଠାର ଶହେ ବର୍ଷ ପୂରଣ କରିଛି। ଏହାର ପ୍ରତିଷ୍ଠାର ଶତବାର୍ଷିକୀ କାର୍ଯ୍ୟକ୍ରମ ନାଗପୁରର ରେଶିମବାଗ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ…