Category: ତାଜା ଖବର

ନାଗରିକତ୍ଵ ଆଇନର ଧାରା ୬(ଏ) କୁ ବୈଧ ରଖିଲେ ସୁପ୍ରିମକୋର୍ଟ

ନାଗରିକତ୍ଵ ଆଇନର ଧାରା ୬(ଏ) ବୈଧତା ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଆସାମ ଆସିଥିବା ବାଂଲାଦେଶୀଙ୍କୁ ମିଳିବ ନାଗରିକତା । ଆସାମ ଚୁକ୍ତିକୁ ଆଗେଇ ନେବା ପାଇଁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୯୮୫ମସିହାରେ…

ନ୍ୟାୟଦେବୀଙ୍କ ଆଖିରୁ ହଟିଲା ଅନ୍ଧପୁଟୁଳି

ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟର ପ୍ରତୀକ ଭାବେ ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏଥିପାଇଁ ‘ସିମ୍ବଲ ଅଫ୍‌ ଜଷ୍ଟିସ୍‌’ ଭାବେ କୋର୍ଟ ପରିସରରୁ ଆରମ୍ଭ କରି ବିଚାରପତିଙ୍କ ପ୍ରକୋଷ୍ଠରେ ସ୍ଥାନ ପାଇ ଆସିଥିବା ନ୍ୟାୟ ଦେବୀଙ୍କ…

ପୁରୀ ବୃନ୍ଦାବତୀ ନିବାସରେ ହବିଷ୍ୟାଳୀଙ୍କ ଆନ୍ଦୋଳନ

ଆଜିଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। । ପୁରୀରେ ହବିଷ୍ୟାଳୀଙ୍କ ରହଣି…

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ ସଂଜୀବ ଖାନ୍ନା 

ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସଂଜୀବ ଖାନ୍ନା । ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ଜଷ୍ଟିସ ସଞ୍ଜୀବ ଖାନ୍ନା ନୂତନ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ । ନଭେମ୍ବର…

ଡ୍ରାଇଭିଂ ଟେଷ୍ଟ କରିବ ଏଆଇ

ଏଣିକି ଡ୍ରାଇଭିଂ ଟେଷ୍ଟ ବେଳେ ହେବନି ପାତର ଅନ୍ତର । ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବିକ ହସ୍ତକ୍ଷେପ କରାଯିବ ନାହିଁ । ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବୋଲି ରାଜ୍ୟ ସଡକ ସୁରକ୍ଷା ବିଭାଗ…

ଭିଆଇପି ସୁରକ୍ଷାରୁ ହଟିବେ ଏନଏସଜି କମାଣ୍ଡୋ

କେନ୍ଦ୍ର ସରକାର ବୁଧବାର ନ୍ୟାସନା ସିକ୍ୟୁରିଟୀ ଗାର୍ଡ (ଏନଏସଜି)କୁ ଭିଆଇପିଙ୍କ ସୁରକ୍ଷାରୁ ହଟାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏମାନଙ୍କ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ (ସିଆରପିଏଫ) ମୁତୟନ ହେବେ । ଆସନ୍ତା ମାସରୁ ଏହି ଆଦେଶ ଲାଗୁ ହେବ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସୁସ୍ଥତା, ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି: ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ 

ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ…

ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍; ୨ ଦିନରେ ୧୨ ବିମାନକୁ ବୋମା ଧମକ

୪୮ ଘଣ୍ଟାରେ ୧୨ ବିମାନକୁ ବୋମା ଧମକ । ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ପରେ ବଢ଼ିଲା ଛନକା ଭାରତୀୟ ବିମାନଗୁଡିକୁ ଲଗାତର…

ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

କେନ୍ଦ୍ର କ୍ୟାବିନେଟର ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର। ଗହମର ଏମଏସପି କ୍ୱିଣ୍ଟାଲ…