Category: ତାଜା ଖବର

ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ଦମ୍ପତି ହଂସିତା-ଅନିଲ

ଖୋଲୁଛି ରାଜଧାନୀର ହାଇପ୍ରୋଫାଇଲ୍ ଠକ ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର । ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ଦମ୍ପତି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇବା ପରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ…

ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ

ଗରିଆବନ୍ଧ ଅପରେସନରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ। ଏନ୍‌କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ଚିହ୍ନଟ ହୋଇଛନ୍ତି । ମୃତ ଓଡ଼ିଆ ମାଓବାଦୀ ଜଣକ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ…

ରାଜଧାନୀରେ ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍

ରାଜଧାନୀରେ ମାତିଛନ୍ତି ଏଟିଏମ୍ ଲୁଟେରା । ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ ଏସବିଆଇ ଏଟିଏମରୁ ହୋଇଛି ଲୁଟ୍ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ହେଲେ ଏଟିଏମରେ କେତେ ଟଙ୍କା…

ଓଲଟିଲା ପିକନିକ୍ ବସ୍ ; ୨ ଆହତ

ପିକନିକ୍ ବସ୍ ଦୁର୍ଘଟଣା । କଟକ- ସମ୍ବଲପୁର ରାସ୍ତା ଦ୍ବାରବତୀପୁର ଗାଁ ନିକଟରେ ଏକ ପିକନିକ୍ ବସ୍ ଓଲଟି ୨ ଆହତ ହୋଇଛନ୍ତି । ସମସ୍ତେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ…

ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇ ପାରିବେ ନାହିଁ ବାଚସ୍ପତି:  ପ୍ରମିଳା ମଲ୍ଲିକ

ବାଚସ୍ପତିଙ୍କୁ କଟାକ୍ଷ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ ତାଗିଦ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ବିଜେପି ଅଫିସକୁ…

ଓଲା, ଉବେରକୁ ଉପଭୋକ୍ତା ମନ୍ତ୍ରାଳୟର ନୋଟିସ୍‌; ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଦେଖାଯାଉଛି ଭିନ୍ନ ଦର

ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ଓଲା, ଉବେରକୁ ଦିଆଗଲା କାରଣ ଦର୍ଶାଅ ନୋଟିସ୍ । ଓଲା, ଉବେରକୁ ନୋଟିସ୍‌ ଜାରି କଲା ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ । ଆଇଫୋନ୍ ଓ ଆଣ୍ଡ୍ରଏଡରେ ଭିନ୍ନ ଭିନ୍ନ…

ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପବିତ୍ର ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ…

ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ; ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ

ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହିଛନ୍ତି ବାଚସ୍ପତି ସୁରମା ପାଢୀ । ବିରୋଧୀଙ୍କୁ ଚେତାବନୀ ଦେଇ ବାଚସ୍ପତି କହିଛନ୍ତି ଅଧିବେଶନରେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । କିନ୍ତୁ ବିଶଋଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବନି…

ରାଜଧାନୀରେ ମୋ ବସର ସିରିଜ୍ ଦୁର୍ଘଟଣା; ୪ ଆହତ

ରାଜଧାନୀ ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା ଘଟାଇଲା ମୋ ବସ୍‌। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ସିରିଜ ଦୁର୍ଘଟଣା ଘଟାଇଛି ମୋ ବସ୍‌। ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ…

ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାକୁ ମୋହନ ସରକାରଙ୍କ ପ୍ରୟାସ

ଗତକାଲି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟ ସେବା-୨୦୧୭ ଆଇନ ସଂଶୋଧନ ତଥା ଅନ୍ୟ ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଓଡ଼ିଶାବାସୀଙ୍କ କଲ୍ଯାଣ ପାଇଁ ବିକଶିତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ଲୋକଙ୍କ ସରକାର…