Category: ତାଜା ଖବର

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ନିକଟରେ ଅନ୍ତରୀଣ ଜାମିନ ଜାପାଇଁ ସେ ଆବେଦନ କରିଥିଲେ। ଶପଥ ଗ୍ରହଣ,…

ଓଡ଼ିଶାରେ କ୍ରାନ୍ତି ଆସିଛି ,ଏହି କ୍ରାନ୍ତି ହିଁ ବିକାଶକୁ ନୂଆ ଦିଶା ଦେବ: ମୋଦୀ

ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ…

ଆଜି ସମ୍ବିଧାନ ଭବନରେ ହୋଇଛି ଏନଡିଏର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ

ଆଜି ଆରମ୍ଭ ହୋଇଛି ସମ୍ବିଧାନ ଭବନରେ ଏନଡିଏର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ବୈଠକ ଆରମ୍ଭରେ ଏନଡିଏର ର ସମସ୍ତ ନେତୃତ୍ବ ଏବଂ ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।ଅନେକ ସାଂସଦ ତଥା ବିଜେପି…

ଓଡ଼ିଶାକୁ ୧୦ ତାରିଖ ସୁଦ୍ଧା ଛୁଇଁପାରେ ମୌସୁମୀ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଏଥିରୁ ମୁକ୍ତି ମିଳିବ ବୋଲି ଜଣାଯାଛି। ଏଥର ରାଜ୍ୟକୁ ଶୀଘ୍ର ଆସୁଛି ମୌସୁମୀ । ତେବେ ୧୦ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ। ପ୍ରଥମେ ଦକ୍ଷିଣ…

ଆଜିଠୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଆବେଦନ ଆରମ୍ଭ

ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବେଦନ ଆଜିଠୁ ଆରମ୍ଭ ହେଉଛି । ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ www.samsodisha.gov.in…

ନକଲି ପରିଚୟ ପତ୍ର ଦେଖାଇ ସଂସଦ ପରିସରକୁ ପ୍ରବେଶ ଉଦ୍ୟମ, ୩ ଗିରଫ

ରାଜଧାନୀ ଦିଲ୍ଲୀର ସଂସଦ ପୋଲିସ ଷ୍ଟେଶନ ପାର୍ଲାମେଣ୍ଟର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି। ନକଲି ଆଧାର କାର୍ଡ ବ୍ୟବହାର କରି ସଂସଦ ଭବନ ପରିସରରେ କାମ କରିବା ପାଇଁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଉତ୍ତରପ୍ରଦେଶର ତିନିଜଣ…

ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଲା ଆରବିଆଇ

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇର ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ ହୋଇଛି। ଗତ ୫ ତାରିଖ ଠାରୁ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମସି)ରେ…

ବନ୍ଦ ହେଲା ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ

ନୂଆ ସରକାର ନଗଠନ ହେଉ ହେଉ ଶ୍ରୀମନ୍ଦିରରେ ବନ୍ଦ ହେଲାଣି ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ମହାପ୍ରଭୁଙ୍କ ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଉଥିଲା କାନିକା, ଖେଚେଡ଼ି…

ଦିଲ୍ଲୀରେ ପାଣ୍ଡିଆନ; ବିଦେଶ ଯିବାକୁ ମସୁଧା !

ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ କରି ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରାଯାଉଛି…

ଇସ୍ତଫା ଦେଲେ ଦୁଇ ଅବସରପ୍ରାପ୍ତ ଆଇଏଏସ୍‌

ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ଏବେ ରାଜ୍ୟରେ ଖୁବ୍‌ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏହାପୂର୍ବରୁ ସିଏମ୍‌ଓରୁ ଇସ୍ତଫା ଦେଇଛନ୍ତି ୨ ଅବସରପ୍ରାପ୍ତ ଆଇଏଏସ୍‌। ସିଏମ୍‌ଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ୍‌ ଉପଦେଷ୍ଟା…