ତାଜା ଖବର ରାଜନୀତି ରାଜ୍ୟ ବାତ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ରେ ହେନ୍ତାଳ ବଣ ଗୁରୁତ୍ବପୂର୍ଣ୍ଣ : ସୁରେଶ ପୂଜାରୀ October 31, 2024 Nirvay ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ ଦେଇଛନ୍ତି ଯେ ବାତ୍ୟା ‘ଦାନା’ ପ୍ରଭାବିତ ଓଡ଼ଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ହେନ୍ତାଳ ବନ ସୃଷ୍ଟି ପାଇଁ ଓଡିଶା ସରକାର ଯୋଜନା ଆରମ୍ଭ କରିଛନ୍ତି | ବାତ୍ୟା ‘ଦାନା’ ଓଡ଼ିଶାର…
ତାଜା ଖବର ରାଜନୀତି ରାଜ୍ୟ ଭୁବନେଶ୍ବର ୧ ନମ୍ବର ମାର୍କେଟରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 31, 2024 Papirani ଆଜି ଭୁବନେଶ୍ବର ୧ ନମ୍ବର ହାଟ ଯାଇ ଦୀପ, ତେଲ, ସଳିତା, ନଡ଼ିଆ, ଆଖୁ, କଦଳୀ ଗଛ ଭଳି ବିଭିନ୍ନ ସାମଗ୍ରୀ ନିଜ ପତ୍ନୀ ପ୍ରିୟଙ୍କାଙ୍କ ସହ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାର ଯେତିକି ଟଙ୍କା ବ୍ୟବସାୟକୁ ସେତିକି ଟଙ୍କା…
ତାଜା ଖବର ରାଜନୀତି ରାଜ୍ୟ ମୁନ୍ନା ଖାଁ ଙ୍କ ବଡ଼ ବୟାନ “ବିଜେଡି ଲିଙ୍କ ରେ ୧୪ ବିଜେପି ବିଧାୟକ ” October 31, 2024 Nirvay ରାଜ୍ଯସଭା ସାଂସଦ ମୁନ୍ନା ଖାଁ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ଦେଇଛନ୍ତି| ବରିଷ୍ଠ ବିଜେଡ଼ି ନେତା ମୁନା ଖାଁ ବିଜେପି ଦଳ ଉପରେ ଆକ୍ଷେପ କରି କହିଛନ୍ତି ଯେ ଏହା ଭାଙ୍ଗିବା ପାଇଁ…
ତାଜା ଖବର ରାଜ୍ୟ ପରକୀୟାରୁ ୫ ଜଣଙ୍କୁ ହତ୍ୟା ଘଟଣା; ୧୩ ଅଟକ October 31, 2024 Papirani ଗତକାଲି ସୁନ୍ଦରଗଡ଼ ଜିଲ୍ଲା କରମଡିହି ଗୀତାପଡ଼ାରେ ପରକୀୟାରୁ ହୋଇଥିବା ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହୋଇଥିଲା ଗଣହତ୍ୟା । ଏହି ମାମଲାରେ ୧୩…
ତାଜା ଖବର ଦେଶ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ October 31, 2024 Papirani ଅକ୍ଟୋବର ୩୧ ତାରିଖ ଜାତୀୟ ଏକତା ଦିବସ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୯ତମ ଜନ୍ମ ଜୟନ୍ତି । ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଏକତା ଦିବସ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ପବିତ୍ର ଦୀପାବଳି : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 31, 2024 Papirani ଆଲୋକର ପର୍ବ ‘ଦୀପାବଳି’ । ଆଜି ଏହି ପବିତ୍ର ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଏହି ଅବସରରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଦୀପାବଳି ଅବସରରେ ଅଭିନନ୍ଦନ…
ତାଜା ଖବର ରାଜନୀତି ରାଜ୍ୟ ଆଜିଠାରୁ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ October 30, 2024 Papirani ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରୀୟ ପାର୍ଟି । ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ । ଭାରତୀୟ ଜନତା ପାର୍ଟିର ମୂଳ ମନ୍ତ୍ର…
ତାଜା ଖବର ରାଜନୀତି ରାଜ୍ୟ କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି October 30, 2024 Papirani କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଦଳ ତରଫରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ସହିତ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ମଧ୍ୟ…
ତାଜା ଖବର ରାଜନୀତି ରାଜ୍ୟ ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ October 30, 2024 Papirani ଆସନ୍ତା ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚଳିତ ଶୀତ…
ତାଜା ଖବର ରାଜନୀତି ରାଜ୍ୟ ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ମିଳିବ ‘ସୁଭଦ୍ରା’ ଟଙ୍କା October 30, 2024 Papirani ଖୁବ୍ ଶୀଘ୍ର ଆସିବାକୁ ଯାଉଛି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି । ପ୍ରଥମ କିସ୍ତିର ପ୍ରଥମ ଏବଂ ଦ୍ଵିତୀୟ…