Category: ତାଜା ଖବର

ରାଜ୍ୟସଭାରେ ମଧ୍ୟ ପାରିତ ହେଲା ୱାକଫ୍ ବିଲ୍

ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍। ଶେଷରେ ବହୁ ବିବାଦୀୟ ୱାକଫ୍ ବିଲ୍ ରାଜ୍ୟସଭାରେ ପାଶ ହୋଇଛି। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ…

ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି; ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡି ସାଂସଦ

ୱାକଫ୍ ସଂଶୋଧନ ବିଲ୍ ବିରୋଧ ନିଷ୍ପତ୍ତିରୁ ଓହରିଲା ବିଜେଡି।ରାଜ୍ୟସଭାରେ ଭୋଟିଂ ବେଳେ ବିରୋଧ ନିଷ୍ପତ୍ତିରୁ ଓହରିଥିବା ସୂଚନା ମିଳିଛି । ବିରୋଧ ନ କରି ବିବେକ ଅନୁସାରେ ରାଜ୍ୟସଭାରେ ବିବେକ ଅନୁସାରେ ୱାକଫ୍ ବିଲ୍ ଉପରେ ଭୋଟ ଦେବେ ବିଜେଡ଼ି ସାଂସଦ…

କିଛି ଘଣ୍ଟା ଭିତରେ ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଆଗାମୀ କିଛି ଘଣ୍ଟାରେ ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ସତର୍କ…

ୱାକଫ୍ ବିଲ୍ କୁ ବିଜେଡି ସାଂସଦ ମୁନା ଖାନ୍‌ଙ୍କ ବିରୋଧ

ରାଜ୍ୟସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ବିବାଦୀୟ ୱାକଫ ସଂଶୋଧିତ ବିଲ୍ ୨୦୨୫ କୁ ଉପସ୍ଥାପନ କରିଛନ୍ତି । ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ କରିଛି । ଗୃହରେ…

ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ବିଧାନସଭା ଘେରାଉ ବିଫଳ ହେବା ପରେ ପୁଣି ଥରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଆଜି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ…

ମମତା ବାନାର୍ଜୀଙ୍କୁ ଝଟ୍‌କା; ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି । ୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପକ୍ଷରୁ ନିଯୁକ୍ତ ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ…

ସ୍ମାର୍ଟ ମିଟରକୁ ନେଇ ସତ୍ୟାଗ୍ରହ କରିବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ

ରାଜ୍ୟରେ ପୁରୁଣା ମିଟର ହଟାଇ ଲଗାଯାଉଛି ସ୍ମାର୍ଟ ମିଟର । ସେଥିପାଇଁ ଖୁବ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସ୍ମାର୍ଟ ମିଟର ସତ୍ୟାଗ୍ରହ । ରାଜ୍ୟରେ ପ୍ରିପେଡ଼ ସ୍ମାର୍ଟ ମିଟର ବିରୋଧରେ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବଡ଼ ନିଷ୍ପତ୍ତି…

ଲୋକସଭାରେ ବିଳମ୍ବିତ ରାତ୍ରିରେ ପାରିତ ହେଲା ୱାକଫ ବିଲ୍

ଲୋକସଭାରେ ଗୃହୀତ ହେଲା ୱାକଫ୍ ସଂଶୋଧନ ବିଲ୍ ।ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରବଳ ବିତର୍କ ପରେ ଲୋକସଭାରେ ଗୃହୀତ ହୋଇଛି ୱାକଫ ସଂଶୋଧନ ବିଲ୍-୨୦୨୫। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ୧୨…

ଇତିହାସ ରଚିଲା ଓଡ଼ିଶା; ସାରା ରାତି ଚାଲିଲା ବିଧାନସଭା

ଇତିହାସ ରଚିଲା ଓଡ଼ିଶା ବିଧାନସଭା । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା । ଏହାପରେ ପାରିତ ହୋଇଛି ଦୁଇ ଦୁଇଟି ବିଲ୍…

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ; ଖଣି ଲିଜ୍‌ଧାରୀଙ୍କଠାରୁ ଆଦାୟ ହୋଇପାରିନି ୩୯୬୬ କୋଟି ଟଙ୍କା

ସିଏଜି ରିପୋର୍ଟ ଉପସ୍ଥାପନ କଲେ ଏଜି ଅତୁଲ ପ୍ରକାଶ । ଆଜି ବିଧାନସଭାରେ ରିପୋର୍ଟ ଉପସ୍ଥାପନରେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ କ୍ଷେତ୍ରକୁ ନେଇ ବିସ୍ତୃତ ତଥ୍ୟ ରଖିଲେ ଏଜି । ବିଭିନ୍ନ କ୍ଷେତ୍ର ମଧ୍ୟରେ ଲଘୁ ଖଣିଜ ପଦାର୍ଥ ଖନନରୁ…