Category: ତାଜା ଖବର

କଳିଙ୍ଗ ଷ୍ଟାଡିୟମ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି

ଏବେ ବଦଳିଛି କଳିଙ୍ଗ ଷ୍ଟାଡିୟମର ରୂପରେଖ। ଲଗାତର ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଦ୍ୱାରା ଦେଶ ବିଦେଶରେ ପରିଚୟ ପାଇଛି। ଦୁଇ ଦୁଇ ଥର ହକି ଆୟୋଜନ କରି ବିଶ୍ୱପ୍ରସିଦ୍ଧ ହୋଇଛି। ଏହାଦ୍ୱାରା ଓଡ଼ିଶାକୁ ମଧ୍ୟ ମିଳିଛି କ୍ରୀଡ଼ା ରାଜଧାନୀର ମାନ୍ୟତା। ଏହା…

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା: ଜାରି ହେଲା ଏମରଜେନ୍ସି ହେଲ୍ପଲାଇନ ନମ୍ବର

ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବା ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି । ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ…

କଟକ ସଦରର ନବନିର୍ବାଚିତ ବିଧାୟକଙ୍କ ଉପରେ ଆକ୍ରମଣ

କଟକ ସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍‌ ଉପରେ ଆକ୍ରମଣ। ଗତକାଲି ବିଳମ୍ବିତ ରାତିରେ କିଶନନଗରକୁ ଫେରୁଥିବା ବେଳେ କଟକ ସୋମପୁର ଛକରେ ତାଙ୍କ କାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି…

ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା: ୫ମୃତ, ଅନେକ ଆହତ

ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗର ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର…

ଜାପାନରେ ବ୍ୟାପିଚାଲିଛି ମାଂସ ଖିଆ ଜୀବାଣୁ

ବିଶ୍ବରେ ପୁଣି ଏକ ଭୟଙ୍କର ରୋଗ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ଏହା ଅଧିକରୁ ଅଧିକ ବ୍ୟାପିବାରେ ଲାଗିଛି । ଚାରିଆଡ଼େ ଡରାଇବା ଆରମ୍ଭ କରିଛି ଗୋଟିଏ ବିରଳ ମାଂସ ଖିଆ ଜୀବାଣୁ। ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ…

BSKY ଯୋଜନାକୁ ନେଇ ଆସିଲା ବଡ଼ ଖବର

ରାଜ୍ୟରେ ବଢ଼ିବ ସ୍ବାସ୍ଥ୍ୟ ବୀମା ପରିସର। ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁଥିବା ବେଳେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ବିଜେପି। ତେବେ ବଡ କଥା ହେଉଛି ଆଗକୁ ଆୟୁଷ୍ମାନ ଭାରତ ଲାଗୁ ହେବ…

ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା

ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ବଳପୂର୍ବକ ସିଂହଦ୍ୱାର ଦେଇ ପ୍ରବେଶ ଉଦ୍ୟମ ବେଳେ ବାରଣ କରିବାରୁ ସୃଷ୍ଟି ହୋଇଥିଲା…

ଦୁବାଇରେ ଓଡ଼ିଆ ଯୁବକ ମୃତ

ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମରଶରୀର ନିଜ ଜନ୍ମମାଟିକୁ ଫେରାଇ ଆଣିବାକୁ ଉଦ୍ୟମ। ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ମୃତ ଓଡ଼ିଆ…

ବିରଳ ରୋଗରେ ପୀଡ଼ିତ ବାଳକକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭଦ୍ରକର ଜଣେ ବାଳକ ବାବୁଲି ବାରିକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପରିବାରକୁ ତୁରନ୍ତ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ…

ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ

ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପରିବାରକୁ ଭେଟିଛନ୍ତି। ସିବିଆଇ ତଦନ୍ତ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଆମକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ତଦନ୍ତରେ କୌଣସି ଅଗ୍ରଗତି…