Category: ତାଜା ଖବର

ଶ୍ରୀଲୋକନାଥ ମନ୍ଦିରରେ ବାଉନ୍‌ସର ମୁତୟନ ପ୍ରସଙ୍ଗ: ତଦନ୍ତ ଚାଲିଛି କହିଲେ ପୁରୀ ଏସ୍‌ପି

ପୁରୀ ଲୋକନାଥ ମନ୍ଦିର ସୁରକ୍ଷା ଦାୟିତ୍ବରେ ବାଉନ୍‌ସର ମୁତୟନ ପ୍ରସଙ୍ଗକୁ ନେଇ ପୁରୀ ଏସ୍‌ପି କହିଛନ୍ତି ବାଉନ୍‌ସର ମୁତୟନର ତଦନ୍ତ ଚାଲିଛି । ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ ରହିଛନ୍ତି ବାଉନ୍‌ସରର ଆବଶ୍ୟକ ନଥିଲା । ଏସ୍‌ପି କହିଛନ୍ତି ତଦନ୍ତ ଚାଲିଥିବା…

ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା

ଆରଡ଼ି ସ୍ଥିତ ଆଖଣ୍ଡଳମଣି ପୀଠର ହେବ ସୈାନ୍ଦର୍ଯ୍ୟକରଣ । ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା । ବାବା ଆଖଣ୍ଡଳମଣିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ଏ ନେଇ…

ଆଜି ମହାଶିବରାତ୍ରୀରେ ମହାକୁମ୍ଭରେ ଶେଷ ସ୍ନାନ 

ଦିନକୁ ଦିନ ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ କାର୍ଯ୍ୟକ୍ରମ ୪୫ ଦିନିଆ କୁମ୍ଭମେଳା ଆଜି ଶିବରାତ୍ରିର ସଙ୍ଗମସ୍ଥଳରେ ଅନ୍ତିମ ସ୍ନାନ ସହ ଶେଷ ହେଉଛି। ପ୍ରୟାଗରାଜର ତ୍ରିବେଣୀ…

ଶ୍ରୀଲିଙ୍ଗରାଜଙ୍କ ପୀଠରେ ଦଳାଚକଟା ପରିସ୍ଥିତି ସୃଷ୍ଟି; ୨ ମହିଳା ଆହତ

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଉପାସନାର ଏକ ସ୍ୱତନ୍ତ୍ର ଦିନ । ସାରା ଦେଶରେ ବିଭିନ୍ନ ଶିବ ମନ୍ଦିରରେ ଚାଲିଛି ଶିବ ଉପାସନା । ଏହି ସମୟରେ ଭୁବନେଶ୍ୱରର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ…

ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ହେଲେ ଚନ୍ଦ୍ରଶେଖର ହୋତା

ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ହେଲେ ଚନ୍ଦ୍ରଶେଖର ହୋତା । ପୁଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ । ତାଙ୍କୁ…

କିଟ୍ ଛାତ୍ରୀଙ୍କୁ ଆତ୍ମହତ୍ୟା ମାମଲା: ପୁଣି ୬ ଜଣଙ୍କୁ ନୋଟିସ୍‌ ଜାରି

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ପୁଣି ୬ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । କିଟ୍ ଚିଫ୍ ପ୍ରୋକ୍ଟର୍ ପିକେ ପଟ୍ଟନାୟକ,…

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଫେବୃଆରୀ ୨୮ ତାରିଖରେ ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ପୁରୀରେ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଯୋଗ ଦେଉଛନ୍ତି।…

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ୨୦୧୮ରେ ସଜ୍ଜନଙ୍କୁ…

ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ ଆଗତ; ୨୨ ଆପ୍ ବିଧାୟକ ନିଲମ୍ବିତ

ଆଜି ହେଉଛି ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ଦ୍ୱିତୀୟ ଦିନ । ଶାସକ ବିଜେପି ସରକାର ଆଜି ଗୃହରେ ସିଏଜି ରିପୋର୍ଟ ଦାଖଲ କରିଛନ୍ତି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଗତକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ…

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ ଏନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ରାସନ କାର୍ଡ ଲିଷ୍ଟ ସହ ଡୋର୍‌ ଟୁ…