Category: ତାଜା ଖବର

ଗଞ୍ଜେଇ କାରବାର ମାମଲା: ଚାକିରିରୁ ନିଲମ୍ବିତ ହେଲେ ଆଉ ଜଣେ ଆଇଆର୍‌ବି ଯବାନ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ ଥିବା ପଞ୍ଚମ ଆଇଆର୍‌ବି ବାଟାଲିଅନର ୩ ଜଣ ଆଇଆର୍‌ବି ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ ଘଟଣାରେ ଦ୍ଵାୟିତ୍ଵରେ ଥିବା ଆଇଆର୍‌ବି ବାଟାଲିଅନର କମାଣ୍ଡରଙ୍କୁ ନିଲମ୍ବନ…

ଡେଲାଙ୍ଗରେ ନିଖୋଜଥିବା ନାବାଳକର ମୃତ ଦେହ ପାଇଖାନା ଟାଙ୍କିରୁ ଉଦ୍ଧାର

ପୁରୀ ଡେଲାଙ୍ଗର ନିଖୋଜ ନାବାଳକର ମିଳିଲା ମୃତଦେହ।ଡେଲାଙ୍ଗ ରତନପୁର ଗାଁର ଆଶୀର୍ବାଦ ସାହୁ ଗତ ୭ ଦିନ ଧରି ନିଖୋଜ ଥିଲେ। ଆଜି ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା ସନ୍ଦେହ କରାଯାଉଥିବା…

ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନ୍‌କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ

ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲଙ୍କ ସହିତ ପୋଲିସ ଏବଂ ସିଆରପିଏଫ ଦଳ ମଧ୍ୟରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ। ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା…

ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ରତ୍ନଭଣ୍ଡାର : ପୃଥ୍ୱୀରାଜ ହରିଚନ୍ଦନ

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଚେଷ୍ଟା କରାଯାଉଛି । ରତ୍ନଭଣ୍ଡାର ମରାମତି ଚୂଡ଼ାନ୍ତ ସ୍ଥିତିକୁ ଆସିଲାଣି ।…

ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ଆସନ୍ତାକାଲି ସମ୍ବଲପୁର ରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଦୁର୍ଗାପାଲିସ୍ଥିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେଣୁ ଏହା ପୂର୍ବରୁ ସମୀକ୍ଷା…

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ଆଜି ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ଏ ନେଇ ଆଜି ସୋସିଆଲ ମିଡ଼ିଆ X ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି…

ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା କାର୍ଯ୍ୟକାରିତାରେ ଦେଖାଯାଉଛି ସଫ୍ଟୱେର ସମସ୍ୟା

ରାଜ୍ୟରେ ନୂଆ କରି ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ। ଆରମ୍ଭ ହେଉ ହେଉ ଆୟୁଷ୍ମାନରେ ଦେଖାଯାଇଛି ସଫ୍ଟୱେର ସମସ୍ୟା । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରିତାରେ ରହିଛି ଅନେକଗୁଡିଏ ସଫ୍ଟୱେର ସମସ୍ୟା ଦେଖିବାକୁ ମିଳିଛି। ଅଲଇଣ୍ଡିଆ ହେଲଥ କେୟାର ପ୍ରାଇଭେଟ…

ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର

ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର। ୩୦ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ସେଣ୍ଟର ଗୁଡ଼ିକରେ ବାର୍ଷିକ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ…

ବାଲିପାଟଣା ଗୁଳିକାଣ୍ଡ ଘଟଣା: ଫସାଇବାକୁ ଯାଇ ନିଜେ ଫସିଲା ଅଭିଯୁକ୍ତ

ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ଟ୍ବିଷ୍ଟ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି କରିଥିଲା ଜେଲ୍‌ ଫେରନ୍ତା ଅଭିଯୁକ୍ତ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି…

ଫସଲ ଉଜାଡି ଦେଲା ଅଦିନିଆ ବର୍ଷା: ପନିପରିବା ଚାଷ ନଷ୍ଟ; ଚିନ୍ତାରେ ଚାଷୀ

ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି । ଚାଷୀଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ । କାଳବୈଶାଖୀ ଅନେକଙ୍କୁ ତାତିରୁ ଆସ୍ୱସ୍ତି ଦେଉଥିବା ବେଳେ ଚାଷୀର ଫସଲ ଉଜାଡି ଦେଇଛି ।କାଳବୈଶାଖୀର ପ୍ରବଳ ବର୍ଷା ଏକର ଏକର ଚାଷଜମି ନଷ୍ଟ କରିଦେବାରୁ…