Category: ତାଜା ଖବର

ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାମ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ କଲା ପ୍ରତ୍ନତତ୍ତ୍ବ ବିଭାଗ । ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ…

ଶିମିଳିପାଳରେ ନାହାଁନ୍ତି ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀ

ଶିମିଳିପାଳରେ ନାହାଁନ୍ତି ଦୁଇ ବାଘୁଣୀ ଜିନତ୍ ଓ ଯମୁନା । ଶିମିଳିପାଳ ଛାଡି ଏବେ କୁଲଡିହା ଅଭୟାରଣ୍ୟରେ ଯମୁନା ରହିଥିବା ବେଳେ ଜିନତ୍ ଏବେ ବି ଝାଡଖଣ୍ଡରେ ରହିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ…

ରାଷ୍ଟ୍ରପତିଙ୍କ ପ୍ରତି ବିଜେଡି ସାଂସଦଙ୍କ ଆକ୍ଷେପ ଘଟଣା; ବିଜେପିର ସମାଲୋଚନା

ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ସୁଲତା ଦେଓ ରାଷ୍ଟ୍ରପତିଙ୍କ ପ୍ରତି କରିଥିବା ଆକ୍ଷେପ ଘଟଣାରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ସମାଲୋଚନା । ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି…

ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍

ଆଜି ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ୱାନ୍ ନେସନ୍…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର

ଗତକାଲି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର । ଓଡ଼ିଆରେ ଶପଥ ନେଇଛନ୍ତି ବିଜେପି ସାଂସଦ ସୁଜିତ କୁମାର । ସେ ଗତକାଲି ଶପଥ ନେବା ପରେ ଆଜି ନିଜ ସୋସିଆଲ ମିଡ଼ିଆ ଲେଖିଛନ୍ତି ରାଜ୍ୟସଭା ସାଂସଦ ଭାବରେ…

ଶେଷ ନିଃଶ୍ୱାସ ଯାଏଁ ବିଜେଡିରେ ରହିବୁ ବୋଲି ପଣ ନେଲେ ୭ ରାଜ୍ୟ ସଭା ସାଂସଦ

ବିଜେପିରେ ଯୋଗଦାନ ଖବର ପ୍ରସାରଣ ପରେ ରାଜ୍ୟସଭାର ୭ ବିଜେଡି ସାଂସଦଙ୍କ ସାମ୍ୱାଦିକ ସମ୍ମିଳନୀ । ଦିଲ୍ଲୀରେ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଲେ ସସ୍ମିତ ପାତ୍ର । ସେ କହିଚନ୍ତି ଆମେ ୭ ସାଂସଦ ଶେଷ ନିଃଶ୍ୱାସ ଯାଏ ବିଜେଡି ସହ…

ରୁଷ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ଲାଗିବନି ଭିସା ! 

ଏଣିକି ଭାରତୀୟଙ୍କୁ ରୁଷ ଯିବାକୁ ହେଲେ ଲାଗିବନି ଭିସା ।ଖୁବଶୀଘ୍ର ବିନା ଭିସାରେ ଯାଇହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ବିନା ଭିସାରେ ଯାତ୍ରା ସୁବିଧା ମିଳିପାରିବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ।…

ଟେଣ୍ଡର ଫିକ୍ସିଂ ମାମଲା: ଦିଲ୍ଲୀରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଲାଞ୍ଚ ମାମଲାରେ ବଢୁଛି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ଦିଲ୍ଲୀରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ ସିବିଆଇକୁ ବିଷ୍ଣୁପଦ ଚିଠି…

ଜାନୁଆରୀରେ ଦୁଇଥର ଓଡିଶା ଆସୁଛନ୍ତି ମୋଦି

ଆସନ୍ତା ଜାନୁଆରୀ ମାସରେ ଦୁଇ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ବାବଦରେ ସୂଚନା ଦେଇଛନ୍ତି। ଜାନୁଆରୀ ୮-୧୦ ରେ ଓଡ଼ିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ…

ସଂସଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ‘ପାଲେଷ୍ଟାଇନ’ ବ୍ୟାଗକୁ ନେଇ ଝଡ଼

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସଂସଦ ଭିତରକୁ କାନ୍ଧରେ ପାଲେଷ୍ଟାଇନ ଲେଖାଥିବା ଏକ ବ୍ୟାଗ ନେଇ ପହଞ୍ଚିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ୱାୟାନାଡ଼ ଲୋକସଭା ଆସନରୁ ସାଂସଦ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଣିଥିବା ବ୍ୟାଗରେ ପାଲେଷ୍ଟାଇନ…