ତାଜା ଖବର ରାଜ୍ୟ ଆଜି ନୁହେଁ ରତ୍ନଭଣ୍ଡାର ଖୋଲିବା ନେଇ ୯ ତାରିଖରେ ନିଆଯିବ ନିଷ୍ପତ୍ତି: ଜଷ୍ଟିସ ବିଶ୍ବନାଥ ରଥ July 6, 2024 Papi Jena ଆଜି ନୁହେଁ ଆସନ୍ତା ୯ରେ ହେବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି । ଆଜିର ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା । ସେ କହିଛନ୍ତି ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ଅସ୍ଥାୟୀ ରତ୍ନଭଣ୍ଡାର…
ତାଜା ଖବର ରାଜନୀତି ରାଜ୍ୟ କୁସୁମା କଟେଜ୍କୁ ହାତକୁ ନେବ ଜିଲ୍ଲା ପ୍ରଶାସନ July 6, 2024 Papi Jena ଯାଜପୁରର ବହୁ ଚର୍ଚ୍ଚିତ କୁସୁମା କଟେଜ୍ ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସୂଚନା । ସେ କହିଛନ୍ତି କୁସୁମା କଟେଜ୍କୁ ହାତକୁ ନେବ ଜିଲ୍ଲା ପ୍ରଶାସନ । ପୌର ପାଳିକା ଜମିରେ କଟେଜ୍ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି ।…
ତାଜା ଖବର ରାଜ୍ୟ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନିରଥ July 6, 2024 Papi Jena ଆସନ୍ତା କାଲି ରଥଯାତ୍ରା । ରାତି ପାହିଲେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାରେ ପ୍ରସ୍ତୁତ ୩ ରଥ ପାଇଁ ଆଜ୍ଞାମାଳ ବିଜେ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ୱାର…
ତାଜା ଖବର ଦେଶ ନିଟ୍ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ July 6, 2024 Papi Jena ନିଟ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ । କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ତରଫରୁ ଘୋଷଣା ହେବ ନୂଆ ତାରିଖ। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଆଜି ଅର୍ଥାତ ଜୁଲାଇ ୬ ତାରିଖରେ ନିଟ୍ ୟୁଜି ପରୀକ୍ଷାର…
ତାଜା ଖବର ରାଜନୀତି ରାଜ୍ୟ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ July 6, 2024 Papi Jena ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କମିଟି ବୈଠକ । ରତ୍ନଭଣ୍ଡାର ଖୋଲା ସହ ଗଣତି ଓ ମଣତି ପ୍ରକ୍ରିୟାର ରୂପରେଖ ଏହି…
ତାଜା ଖବର ଦେଶ ହାଥରସ୍ ସତସଙ୍ଗରେ ଦଳାଚକଟା ଘଟଣା: ମୁହଁ ଖୋଲିଲେ ଭୋଲେ ବାବା July 6, 2024 Papi Jena ଉତ୍ତରପ୍ରଦେଶର ହାଥରସରେ ଏକ ‘ସତସଙ୍ଗ’ରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିବାରେ ପୂର୍ବତନ କନଷ୍ଟେବଳ ସୁରଜପାଲ୍ ତଥା ଆତ୍ମ ଘୋଷିତ ଭଗବାନ ଭୋଲେ ବାବା ପ୍ରଥମ ଥର ପାଇଁ ଭିଡ଼ିଓ ମଧ୍ୟରେ ସାମ୍ନାକୁ ଆସିଛନ୍ତି। ଭିଡିଓ ବାର୍ତ୍ତାରେ ସତସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧…
ତାଜା ଖବର ରାଜନୀତି ରାଜ୍ୟ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: କୌଣସି ପଦକ୍ଷେପ ପୂର୍ବରୁ ମୋ ପରାମର୍ଶ ନେବା ଉଚିତ: ଶଙ୍କରାଚାର୍ଯ୍ୟ July 6, 2024 Papi Jena ରତ୍ନ ଭଣ୍ଡାର ଖୋଲିବା ନେଇ ବଡ ବୟାନ ଦେଇଛନ୍ତି ପୁରୀ ଶଙ୍କରାଚାର୍ୟ୍ୟ ଦେଇଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ କରିଵା ଉଚିତ। କିନ୍ତୁ ,ମୋର ଉପସ୍ଥିତରେ ମିଟିଙ୍ଗ ହେଉନାହିଁ,…
ତାଜା ଖବର ରାଜନୀତି ରାଜ୍ୟ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ July 6, 2024 Papi Jena ରଥଯାତ୍ରା ପାଇଁ ଶରଧାବାଲିରେ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି । ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ହାତରେ…
ତାଜା ଖବର ରାଜନୀତି ରାଜ୍ୟ ୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ July 5, 2024 Nirvay ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ। ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍। ଏହା ମଧ୍ୟରେ ଅଗଷ୍ଟ ୧ରୁ ୧୯…
ତାଜା ଖବର ରାଜନୀତି ରାଜ୍ୟ କୁସୁମା କଟେଜ୍ ହେଉଛି କ୍ରୀଡ଼ା ବିଭାଗର: ଉପାଧ୍ୟକ୍ଷ ସନ୍ତୋଷ ମଲିକ July 5, 2024 Papi Jena କୁସୁମା କଟେଜ୍ କ୍ରୀଡ଼ା ବିଭାଗର ବୋଲି ସୂଚନା ଦେଲେ ଉପାଧ୍ୟକ୍ଷ ସନ୍ତୋଷ ମଲିକ। ଯାଜପୁର କୁସୁମାରେ କଟେଜ୍ କେଳେଙ୍କାରୀ ଅଭିଯୋଗ ଘଟଣାରେ ଆଜି ପ୍ରେସ୍ମିଟ୍ରେ ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକଙ୍କ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କୁସୁମା ପରିସରରେ…