ତାଜା ଖବର ରାଜନୀତି ରାଜ୍ୟ ନବୀନଙ୍କ ଥିବା ଭିତରେ ସରକାର ଗଲା, ଦଳ ବି ଯିବ ! December 4, 2024 Papirani ବିଜୁ ଜନତା ଦଳର ଗଡ଼ ଥିଲା ବଡ଼ମ୍ବା। ୧୯୯୦ରୁ ଏହି ଆସନରୁ ଅଣକଂଗ୍ରେସ ପ୍ରାର୍ଥୀ ଜିତି ଆସୁଥିଲେ। ୧୯୯୫ରେ ଜନତା ଦଳ ଟିକଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦେବୀ ପ୍ରସାଦ ମିଶ୍ର । ବିଜଦ ଟିକଟରେ ୨୦୦୦…
ତାଜା ଖବର ରାଜ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ଘୋଷଣା ହେଲା ଦେୟମୁକ୍ତ ସ୍ବତନ୍ତ୍ର ସହାୟତା ନମ୍ବର ‘୧୪୫୬୭’ December 4, 2024 Papirani ଆଜି ଭୁବନେଶ୍ବରସ୍ଥିତ କିଟ୍ ଇଣ୍ଡୋର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଗତ ତିନି ଧରି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସକୁ ଏକ ସମାରୋହ ରୂପେ ପାଳନ…
ତାଜା ଖବର ଦେଶ ରାଜ୍ୟ ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ December 4, 2024 Papirani ସ୍ବତନ୍ତ୍ର ବିମାନ ଯୋଗେ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡରୁ ଚାଲିଚାଲି ଶ୍ରୀମନ୍ଦିରକୁ ଯାଇଛନ୍ତି ରାଷ୍ଟ୍ରପତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ କଳା ତାଲିକା ଭୁକ୍ତ କମ୍ପାନୀକୁ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି ରାଜ୍ୟ ସରକାର; ବିଜେଡି ଆଣିଲା ଦୁର୍ନୀତି ଅଭିଯୋଗ December 3, 2024 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ମାସରେ ବିଧାନସଭାରେ ଯେଉଁ କମ୍ପାନୀକୁ କଳା ତାଲିକା ଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନୀକୁ ରାଜ୍ୟ ସରକାର ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି, ଯାହା ବିଜେପି ସରକାରଙ୍କ ଦୁର୍ନୀତିକୁ…
ତାଜା ଖବର ରାଜନୀତି ରାଜ୍ୟ ଅତ୍ୟାବଶ୍ୟକ ଜିନିଷର ଦରଦାମ ପ୍ରଶ୍ନର ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ December 3, 2024 Papirani ଗୃହରେ ମାନ୍ୟବର ବିଧାୟକ ରାମଚନ୍ଦ୍ର କାଡାମଙ୍କ ଦ୍ବାରା ଆଗତ ମୁଲତବି ପ୍ରସ୍ତାବ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷର ଦରଦାମ ଆକାଶ ଛୁଆଁ । ସରକାର ନୀରବ ଦ୍ରଷ୍ଟା ଏଥିରେ ଉତ୍ତର ରଖି ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି,…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା December 3, 2024 Papirani ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା। ଚୌଦ୍ୱାରା ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କୀତ ମୂଳ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି ରାଜ୍ୟରେ ଏବେ ୧୯୧ଟି ପାନୀୟ…
ତାଜା ଖବର ରାଜ୍ୟ ଫାଇନ୍ ଦେବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭିମସାରକୁ ପୁଣି ସାତ ଦିନ ମହଲତ December 3, 2024 Papirani ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭିମସାରକୁ ପୁଣି ସାତ ଦିନ ମହଲତ । ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନକୁ ଚରମ ଚେତାବନୀ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଜଳ ଓ ବାୟୁ ପ୍ରଦୂଷଣ…
ତାଜା ଖବର ମନୋରଞ୍ଜନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବଲିଉଡ୍ ପ୍ରଯୋଜିକା ଏକତା କପୁର December 3, 2024 Papirani ବିଧାନସଭାରେ ପହଞ୍ଚିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ରର ପ୍ରଯୋଜିକା ଏକତା କପୁର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାନସଭାରେ ଭେଟି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏହା ସହ ଚଳଚ୍ଚିତ୍ରଟିକୁ ଦେଖିବା ଲାଗି…
ତାଜା ଖବର ରାଜନୀତି ରାଜ୍ୟ ୫ ବର୍ଷରେ ମରିଛନ୍ତି ୩୪ କଲରାପତରିଆ ଓ ୩ ମହାବଳ ବାଘ December 3, 2024 Papirani ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୩୪ଟି କଲରାପତରିଆ ବାଘ ଓ ୩ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ବିଧାନସଭା ଗୃହରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷରେ କେତେ ବାଘ ମଲେଣି…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ December 3, 2024 Papirani ଭିଜିଲାନ୍ସ ପଞ୍ଝାରେ ଝାରସୁଗୁଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ । ମଶାତେଲ କିଣାରେ ମହାଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାଯାଇଛି। ଝାରସୁଗୁଡା ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ କାଗଜ ପତ୍ର ଯାଞ୍ଚ ସହ ପଚରାଉଚରା କରି ତନାଘନା କରୁଛି ଭିଜିଲାନ୍ସ ଟିମ…