ତାଜା ଖବର ରାଜ୍ୟ ଆଜି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ; ୧୧ଟା ୩୦ ଯାଏଁ ଗୃହ ମୁଲତବୀ March 25, 2025 Papirani ଆଜି ବିଧାନସଭା ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଆଜି ବି ଅଚଳ ରହିଲା ଗୃହ । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ପକ୍ଷରୁ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ବିଗତ ଦିନଗୁଡ଼ିକ ପରି ଆଜି ବି ବିଧାନସଭାରେ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ March 25, 2025 Papirani ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆଜି ସକାଳୁ ଭିଜିଲାନ୍ସର ଟିମ୍ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଘରେ ଚଢ଼ଉ କରିଛନ୍ତି । ଭୁବନେଶ୍ବର ସ୍ଥିତ ବାସଭବନରେ ଭିଜିଲାନ୍ସର ୨ଜଣିଆ ଟିମ୍ର ରେଡ୍ ହୋଇଛି ।…
ତାଜା ଖବର ରାଜ୍ୟ ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର March 24, 2025 Papirani ପୁରୀରେ ଖୁବଶୀଘ୍ର ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏ ନେଇ ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଅଳ୍ପ ଦିନ ମଧ୍ୟରେ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟ ବିଭାଗ…
ତାଜା ଖବର ରାଜ୍ୟ ବଢ଼ିବନି ବିଦ୍ୟୁତ ଦର; ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି March 24, 2025 Papirani ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଦର ଅପରିବର୍ତ୍ତିତ ରହିଥିବା ପ୍ରେସମିଟ୍ରେ ଓଇଆରସି ପକ୍ଷରୁ ଘୋଷଣା କରାଯାଇଛି । ଆଜି ବିଦ୍ୟୁତ ଦର ନେଇ ଓଇଆରସି ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା…
ତାଜା ଖବର ରାଜ୍ୟ ବଢ଼ିଲା ସାଂସଦଙ୍କ ଦରମା ଓ ଭତ୍ତା; ପେନସନ ରାଶି ବି ବୃଦ୍ଧି March 24, 2025 Papirani ବଢିଲା ସାଂସଦଙ୍କ ଦରମା ଏବଂ ଭତ୍ତା । ୨୪ ହଜାର ବଢିଲା ଦରମା । ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର । ଏହି ବର୍ଦ୍ଧିତ ହାରଗୁଡ଼ିକ ୧ ଏପ୍ରିଲ୍, ୨୦୨୩ ରୁ ଲାଗୁ ହେବ ।…
ତାଜା ଖବର ରାଜ୍ୟ ନୀଳମାଧବଙ୍କ ପୀଠରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ March 24, 2025 Papirani ନୟାଗଡରେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ କଣ୍ଟିଲୋର ପ୍ରସିଦ୍ଧ ନୀଳମାଧବଙ୍କ ପୀଠକୁ ଯାଇଥିଲେ। ପାଖାପାଖି ୩୦ ମିନିଟ୍…
ତାଜା ଖବର ରାଜ୍ୟ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 24, 2025 Papirani ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜ୍ୟ ୫ ବର୍ଷରେ ଚାକିରିରୁ ବିଦା ହୋଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ March 24, 2025 Papirani ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ। ଏ ନେଇ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଦୁର୍ନୀତି ଓ ଆୟ ବହିର୍ଭୂତ…
ତାଜା ଖବର ରାଜ୍ୟ ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ March 24, 2025 Papirani ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ଯାଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ…
ତାଜା ଖବର ରାଜ୍ୟ ରାଜଧାନୀରେ ନକଲି ପୋଲିସକୁ ଧରିଲା ଅସଲି ପୋଲିସ March 24, 2025 Papirani ରାଜଧାନୀରେ ନକଲି ପୋଲିସ । ଜଣେ ନିଜକୁ ଡିଏସପି ଓ ଆଉ ଜଣେ ନିଜକୁ କନଷ୍ଟେବଲ୍ କହୁଥିବା ନକଲି ପୋଲିସକୁ ଗିରଫ କଲା ଅସଲି ପୋଲିସ । ଚେକିଂ ବ୍ଲକିଂ ବେଳେ ଧରିଲା ସହିଦ ନଗର ଥାନା ପୋଲିସ । ନକଲି…